ଗବେଷକ, ସଂସ୍କୃତି ଅଧ୍ୟୟନ ବିଭାଗ, ପ୍ରାଚୀନ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

Article No. BM2025/02-A005
DOI: 10.70541/BAGEESHA/2025030205
PAGE: 35-39

RECEIVED : 05 FEB 2025 । ACCEPTED : 25 APR 2025 । REVISED : 30 APR 2025 । PUBLISHED: 10 MAY 2025


ପ୍ରକାଶନ ବିବରଣୀ

ତୃତୀୟ ବର୍ଷ, ଦ୍ୱିତୀୟ ସଂଖ୍ୟା | ମାର୍ଚ୍ଚ – ଅପ୍ରେଲ୍ ୨୦୨୫
Volume No. 03 | Issue No. 02 | Mar-Apr 2025


ଦୋଳ ହେଉଛି ଗୋପାଳ ଜାତିର କୌଳିକ ଉତ୍ସବ। ଏହି ଉତ୍ସବ ଏକାଦଶୀ ଶତାବ୍ଦୀ ପୂର୍ବରୁ ପାଳିତ ହେଇ ଆସୁଛି ବୋଲି ପ୍ରମାଣ ମିଳେ। ଓଡ଼ିଶାରେ ପାଳିତ ହେଉଥିବା ବିଭିନ୍ନ ଉତ୍ସବମାନଙ୍କ ଭିତରୁ ଦୋଳଯାତ୍ରା ସ୍ୱତନ୍ତ୍ର। ଏହା କେବଳ ଓଡ଼ିଶା ନୁହେଁ ଭାରତର ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ହରିଆଣା, ଗୁଜୁରାଟ, ରାଜସ୍ଥାନ, ବିହାର ଆଦି ରାଜ୍ୟରେ ମହାସମାରୋହରେ ପାଳିତ ହୁଏ। ବିଶେଷ ଭାବରେ ରାଧାକୃଷ୍ଣଙ୍କୁ କେନ୍ଦ୍ରକରି ପାଳିତ ହେଉଥିବା ଉତ୍ସବଗୁଡ଼ିକ ଭିତରେ ଦୋଳଯାତ୍ରା ଶ୍ରେଷ୍ଠ। ଦୋଳର ପୂଜାବିଧି, ଲଉଡ଼ି ଖେଳ, ହୋଲିର ମହତ୍ୱ ଏବଂ ସାମ୍ପ୍ରତିକ ସମୟରେ ଦୋଳପର୍ବରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାଗୁଡ଼ିକୁ ଦେଖେଇବା ସହ ଏକ ଅବଧାରଣା ସୃଷ୍ଟି କରିବା ଏହି ପ୍ରବନ୍ଧର ଆଭିମୁଖ୍ୟ।

ଦୋଳଯାତ୍ରା, ଗୋପାଳ ଜାତି, ଦୋଳର ପୂଜାବିଧି, ଲଉଡ଼ି ଖେଳ, କୌଳିକ ଉତ୍ସବ।

୧) ପଣ୍ଡା, ନିମାଇଁ ଚରଣ। ୧୯୯୭। ପଶ୍ଚିମ ଓଡ଼ିଶାର ଲୋକ ସାହିତ୍ୟର ସ୍ୱରୂପ। ପ୍ରକାଶନ – ପୂର୍ଣ୍ଣିମା ପ୍ରିଣ୍ଟର୍ସ, ସମ୍ବଲପୁର।(ଓଡ଼ିଆ ବିଭବ)
୨) ନାୟକ, ଦ୍ୱାରିକାନାଥ। ୧୯୯୮। ସମ୍ବଲପୁରୀ ଲୋକ ଗୀତରେ ସମାଜ ଜୀବନର ସ୍ୱରୂପ। ପ୍ରକାଶନ- ଓଡ଼ିଶା ବୁକଷ୍ଟୋର, କଟକ।(ଓଡ଼ିଆ ବିଭବ)
୩) ସାହୁ, ଆଦିକନ୍ଦ। ୨୦୦୩। ସମ୍ବଲପୁର ଭାଷା ସାହିତ୍ୟ ସଂସ୍କୃତି। ପ୍ରକାଶନ- ସମ୍ବଲପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର।(ଓଡ଼ିଆ ବିଭବ)
୪) ସାହୁ, ନାରାୟଣ। ୨୦୧୧। ଓଡ଼ିଆ ପ୍ରବାଦ ପ୍ରବଚନ ଓରୂଢି କୋଷ। ପ୍ରକାଶନ – ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ସଂସ୍ଥା, ଭୁବନେଶ୍ୱର।
୫) ସାହୁ, ସୁଧିର କୁମାର। ୨୦୦୮। ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ବିକାଶଧାର। ପ୍ରକାଶନ – ଅଗ୍ରଦୂତ, କଟକ।
୬) ହସନ୍, କୁମାର। ୧୯୮୨। ସମ୍ବଲପୁରୀ ଲୋକ ସାହିତ୍ୟ। ପ୍ରକାଶନ – କେ. କେ.ମିଶ୍ର ଏଣ୍ଡ କୋ, କଟକ।(ଓଡ଼ିଆ ବିଭବ)

Funding:
No funding was received for conducting this study.

Does this article screened for similarity?
Yes

Conflict of interest:
The Author has no conflicts of interest to declare that they are relevant to the content of this article.

About the Licenses:
© Sipun Bhutia 2025. The text of this article is open access and licensed under a Creative Commons Attribution 4.0 International License

Cite this Article :
Bhutia, Sipun, Odishare Gopalamananka Dolajatra, Bageesha, Vol. No. 03, Issue No. 02, March – April 2025, Article No: BM2025/02-A004| Page- 35-39| DOI: https://doi.org/10.70541/BAGEESHA/2025030205

This work is licensed under a Creative Commons Attribution 4.0 International License.