ମାନସିଂହଙ୍କ ଦୃଷ୍ଟିରେ ‘ସାରଳା ଦାସ’
Sarala Das in the Perspective of Mayadhar Mansingh
ଉପତଥ୍ୟ | Metadata
| ଲେଖକ | Author | ନିଲୋଫର୍ ପରୱିନ | Nilophar Parwin |
| ଅନୁଷ୍ଠାନ | Affiliation | ପ୍ରାକ୍ତନ ଛାତ୍ରୀ, ସ୍ନାତକୋତ୍ତର ଓଡ଼ିଆ, ଓଡ଼ିଆ ବିଭାଗ, ବିଶ୍ୱଭାରତୀ, ଶାନ୍ତିନିକେତନ, ପଶ୍ଚିମ ବଙ୍ଗ Alumni, Post Graduate Odia, Odia Department, Visva Bharati, Santiniketan, West Bengal |
| ଲେଖା ସଂଖ୍ୟା | Article No. | BM2025/04-A005 |
| ଇ-ମେଲ | E-Mail | nilopharparwin99@gmail.com |
| ଡିଓଆଇ ସଂଖ୍ୟା | DOI No. | 10.70541/BAGEESHA/2025030405 |
| ଲେଖାର ପ୍ରକାର | Type of Article | ଗବେଷଣା ପ୍ରବନ୍ଧ | Research Article |
| ଲେଖାର ଭାଷା | Language | ଓଡ଼ିଆ | Odia |
| ଲେଖାର ପ୍ରାପ୍ତି ଓ ପ୍ରକାଶନ ବିବରଣୀ | Article Submission & Publication Details | Received : 28 Jun 2025, Accepted : 25 Aug 2025, Published: 10 Sep 2025 |
| ପୃଷ୍ଠା ସଂଖ୍ୟା | Page No | ୩୭ – ୪୧ | 37-41 |
ସଂକ୍ଷିପ୍ତସାର | Abstract
ମହାଭାରତ ମହାସମୁଦ୍ର ପରି ବିଶାଳ ଓ ବିସ୍ତୃତ। ମହାସମୁଦ୍ର ଯେପରି ଲବଣାକ୍ତ ହୋଇଥିଲେ ସୁଦ୍ଧା ତା’ ଗର୍ଭରେ ଗଚ୍ଛିତ କରି ରଖିପାରେ ଅମୃତ ସମେତ ନାନାଦି ଅମୂଲ୍ୟ ରତ୍ନ। ସେହିପରି ସାରଳା ମହାଭାରତ ତା’ର ସମସ୍ତ ଲୌକିକଲିପ୍ତତା ସତ୍ୱେ ଆମକୁ ଦେଇଥାଏ ବିଶ୍ୱାସନୀୟ ବାସ୍ତବ ସମାଜର ରୀତିନୀତି ଓ ସଂସ୍କୃତିର ମଧୁର ପରିଚୟ। ରାଜକୀୟ ଜୀବନଠାରୁ ଆରମ୍ଭ କରି ସାଧାରଣ ଜୀବନସ୍ତରୀୟ ଉପାଦାନ ଏହାର ଅଙ୍ଗୀଭୂତ। ମୂଳ ମହାଭାରତର ଛାଂଚକୁ ଗ୍ରହଣ କରି ସାରଳା ମହାଭାରତ ସମ୍ପୂର୍ଣ୍ଣ ଏକ ନୂତନ ମହାଭାରତରେ ପରିଣତ ହୋଇଛି। ଦାସକବିଙ୍କ ପ୍ରତିଭା ଓ କଳ୍ପନା ବଳରୁ ଅନ୍ୟାନ୍ୟ ଦେଶୀୟ ଭାଷାରେ ରଚିତ ମହାଭାରତ ଅପେକ୍ଷା ଓଡ଼ିଆ ମହାଭାରତ ଆଜି ଦାବିକରେ ଏକ ମୌଳିକ ମହାଭାରତର ପରିଚୟ। ମୟାଧାର ମାନସିଂହ ସ୍ୱ ପୁସ୍ତକ ‘ମାଟିର ମହାକବି ସାରଳା ଦାସ’ରେ ଏହି ପରିଚୟକୁ ଆମ ଆଗରେ ବଳିଷ୍ଠ ଭାବେ ଉପସ୍ଥାପନ କରିଛନ୍ତି। ତାହାର ବିଶ୍ଳେଷଣ ଉକ୍ତ ନିବନ୍ଧର ପ୍ରଧାନ ଲକ୍ଷ୍ୟ।
ମୂଳଶବ୍ଦ: ମହାଭାରତ, ସାରଳା ଦାସ, ମାଟିର ମହାକବି, ମାୟାଧର ମାନସିଂହ, ଲୌକିକ, ଜାତୀୟ ମହାକାବ୍ୟ, ଓଡ଼ିଆ ସାହିତ୍ୟ, ଓଡ଼ିଆ ସଂସ୍କୃତି, ପରଂପରା।
English
The Mahabharata is vast and expansive, much like an immense ocean. Just as the ocean, despite being saline, holds within its depths nectar and innumerable precious gems, so too does the Sarala Mahabharata, notwithstanding its overtly worldly orientation, offer a profound and authentic portrayal of the social customs, cultural practices, and lived realities of society. From royal life to the everyday experiences of common people, all strata of social existence find organic representation within it.
While adopting the structural framework of the original Mahabharata, the Sarala Mahabharata undergoes a complete transformation, emerging as an entirely new epic. Owing to the creative genius and imaginative power of the poet Sarala Das, the Odia Mahabharata today asserts itself as a distinctly original epic, surpassing other vernacular versions composed in different regional languages.
In his seminal work Matira Mahakabi Sarala Das (Sarala Das: The Poet of the Soil), Mayadhar Mansingh forcefully foregrounds and substantiates this unique identity of the Odia Mahabharata. A critical analysis of Mansingh’s interpretation and evaluation of Sarala Das, as articulated in this work, constitutes the central objective of the present essay.
Keywords: Mahabharata, Sarala Das, The Great Poet of the Land, Mayadhar Manasingha, Secular, National Epics, Odia Literature, Odia Culture, Tradition.
ସହାୟକ ଗ୍ରନ୍ଥସୂଚୀ | Bibliography
୧) ମାନସିଂହ, ମାୟାଧର। ୧୯୫୮। ମାଟିର ମହାକବି ସାରଳା ଦାସ। ପ୍ରଥମ ସଂସ୍କରଣ। ବ୍ରହ୍ମପୁର: ଦାସ ବ୍ରଦର୍ସ। ପୃଷ୍ଠା -୩।
୨) ତତ୍ରୈବ। ପୃଷ୍ଠା -୨।
୩) ତତ୍ରୈବ। ପୃଷ୍ଠା -୧୦।
୪) ମହାନ୍ତି, ଆର୍ତ୍ତବଲ୍ଲଭ ସଂ. । ୧୯୬୫। ସାରଳା ମହାଭାରତ-ଆଦିପର୍ବ(୧ମ ଖଣ୍ଡ )। ଭୁବନେଶ୍ୱର: ସାଂସ୍କୃତିକ ବ୍ୟାପାର ବିଭାଗ, ଓଡ଼ିଶା ସରକାର। ପୃଷ୍ଠା-୨୩
୫) ଅଜ୍ଞାତ ସଂକଳକ। ୧୯୭୧। ମୃତ୍ୟୁଞ୍ଜୟ ଗ୍ରନ୍ଥାବଳୀ। କଟକ: କଟକ ଷ୍ଟୁଡ଼େଂଟସ ଷ୍ଟୋର। ପୃଷ୍ଠା-୨୩୭
୬) ପ୍ରଧାନ, କୃଷ୍ଣଚନ୍ଦ୍ର। ୨୦୧୯। ଓଡ଼ିଆ ଲୋକସାହିତ୍ୟ ଓ ଲୋକସଂସ୍କୃତି। ଅଷ୍ଟମ ମୁଦ୍ରଣ। କଟକ: ବିଦ୍ୟାପୁରୀ। ପୃଷ୍ଠା-୨୭।
୭) ରାଜଗୁରୁ, ଶ୍ୟାମସୁନ୍ଦର। ୧୯୧୭। ପ୍ରବନ୍ଧାବଳୀ। କଟକ: ଉତ୍କଳ ସାହିତ୍ୟ ପ୍ରେସ୍। ପୃଷ୍ଠା-୪୭ ।
୮) ମାନସିଂହ, ମାୟାଧର। ୧୯୫୮। ମାଟିର ମହାକବି ସାରଳା ଦାସ। ପ୍ରଥମ ସଂସ୍କରଣ। ବ୍ରହ୍ମପୁର: ଦାସ ବ୍ରଦର୍ସ। ପୃଷ୍ଠା -୪୮।
୯) ତତ୍ରୈବ। ପୃଷ୍ଠା -୬୨।
୧୦) ତତ୍ରୈବ। ପୃଷ୍ଠା-୧୨
| Funding Statement | No funding was received for conducting this study. |
|---|---|
| Conflict of Interest | The Author has no conflicts of interest to declare that they are relevant to the content of this article. |
| Plagiarism Test | Yes |
| Does this article screened for similarity? | Yes |
| Ethical Approval | Not applicable |
| License | © 2025 by Nilophar Parwin is licensed under Creative Commons Attribution-NonCommercial 4.0 International. |
| Cite this Article | Parwin, Nilophar, “Manasinhanka Drustire ‘Sarala Das”, Bageesha, Vol. No. 03, Issue No. 04, July-August 2025, Article No: BM2025/04-A005| Page- 37-41| DOI: 10.70541/BAGEESHA/2025030205 |
| QR Code for Yor Article (Click to Download) | ![]() |

