ଉତ୍ତର-ଅଶୀ ଓଡ଼ିଆ କବିତାରେ ଜଗନ୍ନାଥ ଚେତନାର ରୂପାନ୍ତରୀକରଣ: ଏକ ପାଠକୀୟ ଆବେଦନ
Transformation of Jagannath Consciousness in Post-Eighties Odia Poetry: A Reader-Oriented Inquiry
ଉପତଥ୍ୟ | Metadata
| ଲେଖକ | Author | ବାବୁଲୁ ପଧାନ | Babulu Padhan |
| ଅନୁଷ୍ଠାନ | Affiliation | ଗବେଷକ, ଭାଷା ଓ ସାହିତ୍ୟ ବିଭାଗ,ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର Researcher, Department of Language and Literature, Fakir Mohan University, Balasore |
| ଲେଖା ସଂଖ୍ୟା | Article No. | BM2025/04-A003 |
| ଇ-ମେଲ | E-Mail | padhanbabulu11@gmail.com |
| ଡିଓଆଇ ସଂଖ୍ୟା | DOI No. | 10.70541/BAGEESHA/2025030403 |
| ଲେଖାର ପ୍ରକାର | Type of Article | ଗବେଷଣା ପ୍ରବନ୍ଧ | Research Article |
| ଲେଖାର ଭାଷା | Language | ଓଡ଼ିଆ | Odia |
| ଲେଖାର ପ୍ରାପ୍ତି ଓ ପ୍ରକାଶନ ବିବରଣୀ | Article Submission & Publication Details | Received : 18 Jun 2025, Accepted : 25 Aug 2025, Published: 10 Sep 2025 |
| ପୃଷ୍ଠା ସଂଖ୍ୟା | Page No | ୨୧-୨୫ | 21-25 |
ସଂକ୍ଷିପ୍ତସାର | Abstract
ଉତ୍ତର-ଅଶୀ ଓଡ଼ିଆ କବିତା ଓଡ଼ିଶାର ସାମାଜିକ–ସାଂସ୍କୃତିକ ଜୀବନବୋଧର ଗଭୀର ପରିବର୍ତ୍ତନକୁ ଆତ୍ମସାତ କରି ନୂତନ ଚେତନାତ୍ମକ ଦୃଷ୍ଟିଭଙ୍ଗୀର ବିନିର୍ମାଣ କରିଛି। ଏହି ପରିବର୍ତ୍ତନର ପରିପ୍ରେକ୍ଷୀରେ ଜଗନ୍ନାଥ ଚେତନା, ପାରମ୍ପରିକ ଭକ୍ତିମୟ ଧାରାକୁ ଅତିକ୍ରମକରି ସାମାଜିକ, ଦାର୍ଶନିକ ଓ ମାନବୀୟ ପ୍ରତୀକରେ ରୂପାନ୍ତରିତ ହୋଇଛି। ଏହି ପ୍ରବନ୍ଧରେ ଅଶୀ ପରବର୍ତ୍ତୀ ଓଡ଼ିଆ କବିତାରେ ଶ୍ରୀଜଗନ୍ନାଥ ଚେତନା କିପରି ନୂତନ ଭାବବୋଧ, ରୂପକ, ଭାଷା ଓ ଦୃଷ୍ଟିକୋଣରେ ପୁନଃନିର୍ମିତ ହୋଇଛି ତାହାର ଏକ ସମାଲୋଚନାତ୍ମକ ପାଠକୀୟ ଅନୁସନ୍ଧାନ ପ୍ରସ୍ତୁତ କରାଯାଇଛି। ସଚ୍ଚିଦାନନ୍ଦ ରାଉତରାୟ, ଗୁରୁପ୍ରସାଦ ମହାନ୍ତି, ଦୀପକ ମିଶ୍ର, ବେଣୁଧର ରାଉତ ପରି କବିମାନଙ୍କ କବିତାରେ ଜଗନ୍ନାଥ କେବଳ ଦେବତା ରୂପେ ନୁହେଁ ବରଂ ସେ ସମୟର ସାକ୍ଷୀ, ଅସମତାର ପ୍ରତିବାଦୀ ସ୍ଵର, ମାନବୀୟ ଯନ୍ତ୍ରଣାର ସହଯାତ୍ରୀ ଓ ଅସ୍ତିତ୍ୱବାଦୀ ଅନ୍ୱେଷଣର ଏକ ସାର୍ବଜନୀନ ପ୍ରତୀକ ଭାବେ ଉପସ୍ଥାପିତ। ଏହି ଅଧ୍ୟୟନ ଦର୍ଶାଏ ଯେ ଅଶୀ ପରବର୍ତ୍ତୀ ଓଡ଼ିଆ କବିତାରେ ଶ୍ରୀଜଗନ୍ନାଥୀୟ ଚେତନା ଆଧୁନିକ ସଂକଟବୋଧ ଓ ମାନବୀୟ ଆକାଂକ୍ଷା ସହ ସଂଲଗ୍ନ ହୋଇ ଏକ ନୂତନ ସାହିତ୍ୟିକ ମାନଦଣ୍ଡ ସୃଷ୍ଟି କରିଛି।
ମୂଳଶବ୍ଦ: ଉତ୍ତର-ଅଶୀ ଓଡ଼ିଆ କବିତା, ଜଗନ୍ନାଥ ଚେତନା, ଆଧୁନିକତା, ପରମ୍ପରା ଓ ପୁର୍ନବ୍ୟାଖ୍ୟା, ରୂପାନ୍ତରୀକରଣ।
English
Post-eighties Odia poetry has assimilated the profound transformations in the socio-cultural consciousness of Odisha and has constructed new modes of perceptual and aesthetic awareness. Within the context of these changes, Jagannath consciousness has transcended its traditional devotional framework and has been transformed into a social, philosophical, and humanistic symbol.
This paper presents a critical, reader-oriented exploration of how Jagannath consciousness has been re-envisioned in post-1980 Odia poetry through new sensibilities, metaphors, linguistic expressions, and perspectives. In the poetry of writers such as Sachchidananda Routray, Guruprasad Mohanty, Deepak Mishra, and Benudhar Rout, Jagannath no longer appears merely as a deity; rather, He emerges as a witness to the times, a voice of protest against inequality, a companion in human suffering, and a universal symbol of existential inquiry.
The study demonstrates that in post-eighties Odia poetry, Jagannath consciousness has become deeply intertwined with modern crises of existence and human aspirations, thereby creating a new literary paradigm. This transformation signifies a shift from ritualistic devotion to a broader engagement with contemporary social realities and philosophical concerns, enriching the interpretative possibilities of Odia poetic discourse.
Keywords: Eighty-five Odia poems, Jagannath consciousness, modernity, tradition and reinterpretation, metamorphosis.
ସହାୟକ ଗ୍ରନ୍ଥସୂଚୀ | Bibliography
୧) ପାଣ୍ଡବ, ଶତ୍ରୁଘ୍ନ। ୨୦୦୭। ଆଧୁନିକ ଓଡିଆ କବିତାର ଉତ୍ତରାୟଣ। ଭୁବନେଶ୍ୱର:ଆର୍ଯ୍ୟ ବେଦାନ୍ତ ପବ୍ଲିକେଶନ,ନୂଆଁପଲ୍ଲୀ।
୨) ଶତପଥୀ, ପ୍ରତିଭା। ୧୯୯୯। ଉତ୍ତର-ଆଧୁନିକ ଓଡିଆ କବିତା। କଟକ : ଗ୍ରନ୍ଥ ମନ୍ଦିର,ବିନୋଦ ବିହାରି।
୩) ଦାସ, ସୂର୍ଯ୍ୟନାରାୟଣ। ୧୯୬୬। ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ। କଟକ: ଫ୍ରେଣ୍ଡସ୍ ପବ୍ଲିଶର୍ସ,ବିନୋଦ ବିହରୀ।
୪) ଦାସ, ଫକୀରମୋହନ। ୧୯୮୫। ଓଡିଆ ସାହିତ୍ୟରେ ବିଭିନ୍ନ ଧର୍ମଧାରଣା। କଟକ: ଉତ୍କଳ ଗୌରବାଣୀ ସଂସଦ।
| Funding Statement | No funding was received for conducting this study. |
|---|---|
| Conflict of Interest | The Author has no conflicts of interest to declare that they are relevant to the content of this article. |
| Plagiarism Test | Yes |
| Does this article screened for similarity? | Yes |
| Ethical Approval | Not applicable |
| License | © 2025 by Babulu Padhan is licensed under Creative Commons Attribution-NonCommercial 4.0 International. |
| Cite this Article | Padhan, Babulu, “Uttara-Ashi Odia Kabitaare Jaganatha Chetanara Rupantarikarana: Eka Pathakiya Abedana”, Bageesha, Vol. No. 03, Issue No. 04, July-August 2025, Article No: BM2025/04-A003| Page- 20-25| DOI: 10.70541/BAGEESHA/2025030203 |
| QR Code for Yor Article (Click to Download) | ![]() |

