ଉପତଥ୍ୟ | Metadata

ଲେଖକ | Authorଜୀବନ କୁମାର ପଣ୍ଡା | Jeeban Kumar Panda
ଅନୁଷ୍ଠାନ | Affiliationଗବେଷକ, ସଂସ୍କୃତି ଅଧ୍ୟୟନ, ପ୍ରାଚୀନ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
Researcher, Cultural Studies,Prachin, Shiksha O Anusandhan University, Bhubaneswar
ଲେଖା ସଂଖ୍ୟା | Article No.BM2025/04-A002
ଇ-ମେଲ | E-Mailjeeban1977@gmail.com
ଡିଓଆଇ ସଂଖ୍ୟା | DOI No.10.70541/BAGEESHA/2025030402
ଲେଖାର ପ୍ରକାର | Type of Articleଗବେଷଣା ପ୍ରବନ୍ଧ | Research Article
ଲେଖାର ଭାଷା | Languageଓଡ଼ିଆ | Odia
ଲେଖାର ପ୍ରାପ୍ତି ଓ ପ୍ରକାଶନ ବିବରଣୀ | Article Submission & Publication DetailsReceived : 20 May 2025, Accepted : 25 Aug 2025, Published: 10 Sep 2025
ପୃଷ୍ଠା ସଂଖ୍ୟା | Page No୧୬-୨୦ | 16-20

ଊନବିଂଶ ଶତାବ୍ଦୀ ଆଗରୁ ଆଧୁନିକ ରୀତିରେ ଓଡ଼ିଆ ଅଭିଧାନ ନଥିଲା। କାବ୍ୟ କବିତା ଲେଖିବା ପାଇଁ ସମାର୍ଥକ ଶବ୍ଦ ସବୁକୁ ନେଇ ଗୀତ ବା ଶ୍ଲୋକରେ କୋଷଗ୍ରନ୍ଥସବୁ ଲେଖାଯାଉଥିଲା। ଏନିବନ୍ଧରେ ପ୍ରାଚୀନ ଭାରତୀୟ ଅଭିଧାନ ରଚନାଶୈଳୀ ସମ୍ପର୍କରେ ପ୍ରଥମେ ସୂଚନା ଦିଆଯାଇଛି ଓ ଔପନିବେଶିକ ପାଦ୍ରି/ପ୍ରଶାସକମାନଙ୍କ ଦ୍ୱାରା ରଚିତ ଊନବିଂଶ ଶତାବ୍ଦୀର ଅଭିଧାନମାନଙ୍କର ନିର୍ମାଣରେ ଥିବା ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ଅନୁଶୀଳନ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ନିର୍ମିତ ଏହି ଅଭିଧାନଗୁଡ଼ିକର ପଦ୍ଧତିଗତ ସମସ୍ୟା ଓ ନୂତନ ସଂଯୋଜନ କିପରି ପରବର୍ତ୍ତୀକାଳରେ ଓଡ଼ିଆ ଅଭିଧାନ ପଦ୍ଧତିକୁ ସମୃଦ୍ଧ କରିଛି, ତାହା ପର୍ଯ୍ୟାୟକ୍ରମେ ଉକ୍ତ ନିବନ୍ଧରେ ଆଲୋଚିତ ହୋଇଛି। ଯାହା ଉକ୍ତ ନିବନ୍ଧ ପ୍ରସ୍ତୁତିର ପ୍ରମୁଖ ଉଦ୍ଦେଶ୍ୟ।

ମୂଳଶବ୍ଦ: ପ୍ରାଚୀନ କୋଷଗ୍ରନ୍ଥ, ଅଭିଧାନ, ସଟନ୍, ଊନବିଂଶ ଶତାବ୍ଦୀର ବ୍ୟାକରଣ ଚର୍ଚ୍ଚା, ଅଭିଧାନ ନିର୍ମାଣ, କୌଶଳ, ଓଡ଼ିଆ ଅଭିଧାନ, ଓଡ଼ିଆ ସାହିତ୍ୟ, ପ୍ରାଚୀନ ଭାରତୀୟ ଅଭିଧାନ।


English

Prior to the nineteenth century, Odia dictionaries in the modern sense did not exist. In order to facilitate the composition of poetry and verse, lexical works were traditionally composed in the form of songs or metrical verses, incorporating lists of synonymous and supportive words. This paper first provides an overview of the classical Indian traditions of dictionary-making and lexicographical composition. It then undertakes a critical examination of the problems encountered in the compilation of Odia dictionaries during the nineteenth century, particularly those prepared by colonial missionaries and administrators, along with the measures adopted to address these challenges.

The dictionaries produced during this formative phase were marked by several methodological limitations. However, the innovative additions and evolving practices introduced in these early works played a significant role in enriching and systematizing Odia lexicographical methodology in later periods. The paper discusses, in a sequential and analytical manner, how these initial efforts—despite their structural shortcomings—contributed to the development and refinement of Odia dictionary-making traditions. This critical evaluation of problems and their resolutions constitutes the central objective of the present study.

Keywords: Ancient dictionaries, dictionaries, Sutton, 19th century grammar discussion, dictionary construction, skill, Odia dictionaries, Odia literature, ancient Indian dictionaries.


ସହାୟକ ଗ୍ରନ୍ଥସୂଚୀ | Bibliography

୧) ଦାଶ, ଗୌରଙ୍ଗ ଚରଣ; ପଣ୍ଡା, ପ୍ରଦୀପ୍ତ କୁମାର, ସଂ.। ୨୦୨୧। ଭୋକାବୁଲାରୀ: ଓଡ଼ିଆ ଏଣ୍ଡ ଇଂଲିସ। ଭୁବନେଶ୍ୱର, ଓଡ଼ିଆ ଭାଷା ପ୍ରତିଷ୍ଠାନ।
୨) ଦାଶ, ଗୌରାଙ୍ଗ ଚରଣ। ୨୦୦୯। ବିତର୍କ ଓ ବ୍ୟାଖ୍ୟାନ। ଭୁବନେଶ୍ୱର: ସରସ୍ୱତୀ।
୩) ଦାସ, ରବୀନ୍ଦ୍ର କୁମାର। ୨୦୨୩। କୋଷବିଜ୍ଞାନର ଆଲୋକରେ ସମଭାଷୀ ଓଡ଼ିଆ ଶବ୍ଦକୋଷ। କଟକ, ଫ୍ରେଣ୍ଡସ୍ ପବ୍ଲିଶର୍ସ।
୪) ରଥ, ସନ୍ତୋଷ କୁମାର। ୨୦୨୩। ଏଷଣା-୮୭ । କଟକ, ଓଡ଼ିଆ ଗବେଷଣା ପରିଷଦ।
୫) ରଥ, ସନ୍ତୋଷ କୁମାର। ୨୦୨୪। ଓଡ଼ିଆ ଭାଷା ଚର୍ଚ୍ଚା: ଔପନିବେଶିକତା, ଔପଭାଷିକତା ଓ ଜାତୀୟ। ବଲାଙ୍ଗିର, ରଚନା।
୬) ରଥ, ସନ୍ତୋଷ କୁମାର, ସଂ.। ୨୦୨୩। ପ୍ରଥମ ଓଡ଼ିଆ ବ୍ୟାକରଣ – ଅପ୍ରକାଶିତ ଓ ପ୍ରକାଶିତ । ଭୁବନେଶ୍ୱର, ଓଡ଼ିଆ ଭାଷା ପ୍ରତିଷ୍ଠାନ।
୭) ରାଓ, ଜଗନ୍ନାଥ। ୧୮୯୧। ଉତ୍କଳ ଅଭିଧାନ। କଟକ, ଓଡିଶା ମିସନ ପ୍ରେସ।
୮) ଶାସ୍ତ୍ରୀ, ହରଗୋବିନ୍ଦ, ସଂ.। ୨୦୦୮। ବୈଜୟନ୍ତୀକୋଷଃ। ବାରଣାସୀ, ଚଉଖମ୍ଭା ଭାରତୀ ଏକାଡେମି।
୯) ସଟନ୍, ଆମୋସ୍, ନ୍ୟାୟାଳଙ୍କାର, ଭୁବନାନନ୍ଦ। ୧୮୪୩। ଉତ୍କଳ ଭାଷାର୍ଥଭିଧାନ। କଟକ, ଓଡ଼ିଶା ମିସନ ପ୍ରେସ ।
୧୦) ସିଂହ, ଅମର। ୧୮୯୯। ତୃତୀୟ ସଂସ୍କରଣ। ଅମରକୋଷ। କଟକ, ଅରୁଣୋଦୟ ପ୍ରେସ।
୧୧) Marshman, JC. 1828. Dictionary of Bangalee Language Serampore.
୧୨) Sutton, Amos. 1841. An Oriya Dictionary, v.01. Cuttack, The Orissa Mission Press.
୧୩) Sutton, Amos. 1843. An Oriya Dictionary, v.03. Cuttack, The Orissa Mission Press.
୧୪) Takoor, Mohunpersaud. 1811. Vocabulary Ooriya and English. Serampore, The Mission Press.


Funding StatementNo funding was received for conducting this study.
Conflict of InterestThe Author has no conflicts of interest to declare that they are relevant to the content of this article.
Plagiarism TestYes
Does this article screened for similarity?Yes
Ethical ApprovalNot applicable
License© 2025 by Jeeban Kumar Panda is licensed under Creative Commons Attribution-NonCommercial 4.0 International.
Cite this Article Panda, Jeeban Kumar, “Unbinsha Satabdira Odia Avidhana Nirmana: Keteka Samasya O Ta’ra Nirakarana”, Bageesha, Vol. No. 03, Issue No. 04, July-August 2025, Article No: BM2025/04-A002| Page- 16-19| DOI: 10.70541/BAGEESHA/2025030202
QR Code for Yor Article (Click to Download)