
ଓଡ଼ିଆ ଆତ୍ମଚରିତର ଦିଗ ବିଦିଗ
ଡ. ରବୀନ୍ଦ୍ର କୁମାର ପଣ୍ଡା
ସହକାରୀ ପ୍ରଫେସର, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ବ୍ରହ୍ମପୁର
Article No. BM2025/03-A005
DOI: 10.70541/BAGEESHA/2025030305
PAGE:32-38
RECEIVED: 28 DEC 2025 । ACCEPTED: 25 JUN 2025 । REVISED: 30 JUN 2025 । PUBLISHED: 10 JUL 2025
ପ୍ରକାଶନ ବିବରଣୀ
ତୃତୀୟ ବର୍ଷ, ତୃତୀୟ ସଂଖ୍ୟା | ମଇ – ଜୁନ୍ ୨୦୨୫
Vo।ume No. 03 | Issue No. 03 | May-Jun 2025
ସାରାଂଶ
ଆତ୍ମଜୀବନୀଗୁଡ଼ିକ ଦୀର୍ଘ ଦେଢ଼ଶହ ବର୍ଷର ଓଡ଼ିଶାର ସାଂସ୍କୃତିକ, ସାମାଜିକ ଧାରାକୁ ଲୋକଲୋଚନକୁ ଆଣିବାରେ ସହାୟ ହୋଇଛି। ବ୍ୟକ୍ତିବିଶେଷକୁ ପ୍ରେରିତ କରିବା ସହିତ ଗୋଟିଏ ଜାତିକୁ ଅତି ନିକଟରୁ ଚିହ୍ନିବା ପାଇଁ ଏହାର ଉପଯୋଗିତା ରହିଚି। ଓଡିଆ ସାହିତ୍ୟରେ ଏଯାବତ୍ ଦେଢ଼ଶହରୁ ଊର୍ଦ୍ଧ୍ୱ ଆତ୍ମଜୀବନୀ ପ୍ରକାଶ ଲାଭ କରିସାରିଛି। ଏ ମଧ୍ୟରୁ ଅନେକ ପ୍ରାଣସ୍ପର୍ଶୀ ନୁହେଁ। ଯେଉଁ ଆତ୍ମଚରିତ ଗୁଡ଼ିକ ଜାତି, ସମାଜ, ଗଠନରେ କୌଣସି ଭୂମିକା ନେଇପାରେ ନାହିଁ; ଯାହା ମନକୁ ଆନ୍ଦୋଳିତ କରିପାରେ ନାହିଁ; ତାହା ଆତ୍ମଚରିତ ପଦବାଚ୍ୟ ହୁଏନାହିଁ। ସେଗୁଡ଼ିକ ବିଶେଷତଃ ଆତ୍ମପ୍ରଚାର,ଆତ୍ମପ୍ରସାର ଓ ଆତ୍ମପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ଥିବାପରି ମନେହୁଏ। ଆତ୍ମଜୀବନୀ, ସାହିତ୍ୟର ଏପରି ଏକ ବିଭାଗ ଯାହାର ଅନେକ ଗବେଷଣାତ୍ମକ ଦିଗ ରହିଛି। ଆତ୍ମଜୀବନୀ କେବଳ ଏକ ସାହିତ୍ୟିକ କଳାକର୍ମ ନୁହେଁ, ଏହା ମାଧ୍ୟମ ଦେଇ ଆମେ ଏକ ସମୟ ଖଣ୍ଡର ବିବିଧ ଦିଗ ପାଖରେ ପହଞ୍ଚିପାରିବା। ଉକ୍ତ ଆଲୋଚନାଟି ସେହି ବିବିଧ ଦିଗ ସମ୍ପର୍କିତ।
ମୂଳଶବ୍ଦ :
ଆତ୍ମଜୀବନୀ, ସାଂସ୍କୃତିକ, ସାମାଜିକ ଧାରା, ଶୋଷଣମୁକ୍ତ, ସମାଜ ଓ ରାଜନୀତି, ଇତିହାସ, ଓଡ଼ିଆ ସାହିତ୍ୟ, ଜୀବନୀ ସାହିତ୍ୟ।
ସହାୟକ ଗ୍ରନ୍ଥସୂଚୀ :
୧) ସାମଲ ଜ୍ୟୋତିରଞ୍ଜନ। ୨୦୦୩। ଓଡ଼ିଆ ଆତ୍ମଚରିତ: ଏକ ଅଧ୍ୟୟନ। ପ୍ରଥମ ପ୍ରକାଶ। କଟକ: ଆରୋହୀ ପବ୍ଲିସର୍ସ, କଟକ।
୨) ନାୟକ ଲାବଣ୍ୟ।୧୯୮୮। ଓଡିଆ ଚରିତ ସାହିତ୍ୟ। ପ୍ରଥମ ପ୍ରକାଶ। କଟକ: ଫ୍ରେଣ୍ଡସ୍ ପବ୍ଲିସର୍ସ, ବିନୋଦ ବିହାରୀ।
୩) ଦ୍ୱିବେଦୀ ସୁରେନ୍ଦ୍ରନାଥ। ୧୯୮୪। ମୋ ଜୀବନ ସଂଗ୍ରାମ। ପ୍ରଥମ ପ୍ରକାଶ। କଟକ: ଗ୍ରନ୍ଥମନ୍ଦିର, ବିନୋଦ ବିହାରୀ।
୪) ଦାସ ମନ୍ମଥନାଥ। ୨୦୧୧। ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ। ଦ୍ୱିତୀୟ ପ୍ରକାଶ। କଟକ: ବିଦ୍ୟାପୁରୀ ବାଲୁବଜାର।
୫) ରାଉତରାୟ ସଚ୍ଚି। ୧୯୯୮। ଉତ୍ତରକକ୍ଷ ଭାଗ-୧। ପ୍ରଥମ ପ୍ରକାଶ। କଟକ: ଗ୍ରନ୍ଥମନ୍ଦିର, ବିନୋଦ ବିହାରୀ।
୬) ମହାନ୍ତି ଗୋପୀନାଥ। ୨୦୦୨। ସ୍ରୋତସ୍ୱତୀ, ଭାଗ-୩। ଦ୍ୱିତୀୟ ପ୍ରକାଶ। କଟକ: ବିଦ୍ୟାପୁରୀ ବାଲୁବଜାର।
୭) ପଟ୍ଟନାୟକ ପଠାଣି। ୨୦୦୫। ଜୀବନୀ ସାହିତ୍ୟ: ଏକ ଅଧ୍ୟୟନ। ଦ୍ୱିତୀୟ ପ୍ରକାଶନ। ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ଓ ପ୍ରଣୟନ ସଂସ୍ଥା, ପୁସ୍ତକ ଭବନ।
Copyright (C) 2025 Dr. Rabindra Kumara Panda
Funding:
No funding was received for conducting this study.
Does this article screened for similarity?
Yes
Conflict of interest:
The Author has no conflicts of interest to declare that they are relevant to the content of this article.
About the Licenses:
© Dr. Rabindra Kumara Panda 2025. The text of this article is open access and licensed under a Creative Commons Attribution 4.0 International License
Cite this Article :
Panda, Rabindra Kumara, “Odia Atmacharitara Diga Bidiga”, Bageesha, Vol. No. 03, Issue No. 03, May-June 2025, Article No: BM2025/03-A005| Page- 32-38| DOI: https://doi.org/10.70541/BAGEESHA/2025030305

This work is licensed under a Creative Commons Attribution 4.0 International License.
