ଗବେଷିକା, ସଂସ୍କୃତି ଅଧ୍ୟୟନ ବିଭାଗ, ପ୍ରାଚୀନ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

Article No. BM2025/03-A004
DOI: 10.70541/BAGEESHA/2025030304
PAGE:26-31

RECEIVED: 19 MAY 2025 । ACCEPTED: 25 JUN 2025 । REVISED: 30 JUN 2025 । PUBLISHED: 10 JUL 2025


ପ୍ରକାଶନ ବିବରଣୀ

ତୃତୀୟ ବର୍ଷ, ତୃତୀୟ ସଂଖ୍ୟା | ମଇ – ଜୁନ୍ ୨୦୨୫
Vo।ume No. 03 | Issue No. 03 | May-Jun 2025


‘ମାହାତ୍ମ୍ୟ’ ଶବ୍ଦଟି ଆମ ସମାଜରେ ପ୍ରଚଳିତ ଅନ୍ୟାନ୍ୟ ଧର୍ମ ସଂକ୍ରାନ୍ତୀୟ ଶବ୍ଦଗୁଡ଼ିକ ମଧ୍ୟରେ ବହୁ ଆଗରୁ ସ୍ଥାନ ପାଇଛି। ଏକ ନିର୍ଦ୍ଧିଷ୍ଟ ବିଷୟ କୈନ୍ଦ୍ରିକ ଛନ୍ଦୋବଦ୍ଧ ପଦ୍ୟାତ୍ମକ ରଚନା, କ୍ଷୁଦ୍ର କଳେବର ବିଶିଷ୍ଟ ଏବଂ ଅଧ୍ୟାୟ ଯୁକ୍ତ। ପ୍ରଥମ ଅଧ୍ୟାୟ ଆରମ୍ଭରେ ଇଷ୍ଚସ୍ତୁତି ଏବଂ ପ୍ରତ୍ୟେକ ଅଧ୍ୟାୟ ଶେଷରେ ଭଣିତା ରହିଥାଏ। ଉକ୍ତ ଅଧ୍ୟାୟର ଆଲୋଚ୍ୟ ପ୍ରସଙ୍ଗ, ଅନୁକୃତ ମାହାତ୍ମ୍ୟର ମୂଳ ପୁରାଣ ନାମ, ଏବଂ ଅଧ୍ୟାୟ ସଂଖ୍ୟା ଏଥିରେ ସ୍ଥାନିତ। ମାହାତ୍ମ୍ୟର କଳେବର ପୁରାଣପରି କାହାଣୀ ଧର୍ମୀ। ଏହା ପୁରାଣର ପରିଶିଷ୍ଟ, ବସ୍ତୁତଃ ପୁରାଣର ଅଂଶ ବିଶେଷ। କାହାଣୀ ଗୁଡ଼ିକ ନିରାଡ଼ମ୍ବର ବର୍ଣ୍ଣନାଯୁକ୍ତ ଉପଦେଶମୂଳକ କ୍ଷୁଦ୍ର କଥାବସ୍ତୁ, ଯାହା ବୈଚତ୍ର୍ୟମୟ ନହୋଇ ଏକ ନିର୍ଦ୍ଧିଷ୍ଚ ପରିଣାମ ଆଡ଼କୁ ଗତିଶୀଳ। ମାନବ ସମାଜର ଆଧ୍ୟାତ୍ମିକ ଚେତନା ବୃଦ୍ଧିରେ ମାହାତ୍ମ୍ୟ ଗ୍ରନ୍ଥ ଯଥେଷ୍ଟ ସହାୟକ ମଧ୍ୟ। ଛୋଟ ଆକାର ବିଶିଷ୍ଟ ପଦ୍ୟାତ୍ମକ ରଚନା ହୋଇଥିଲେ ମଧ୍ୟ ଓଡ଼ିଆ ସାହିତ୍ୟରେ ଏହାର ଭୂମିକା କ’ଣ ରହିଛି, ତାହା ଉକ୍ତ ପ୍ରବନ୍ଧରେ ବିସ୍ତୃତଭାବେ ଆଲୋଚନା କରାଯାଇଛି।

ମାହାତ୍ମ୍ୟ, ଓଡ଼ିଆ ସାହିତ୍ୟ, ଆଧ୍ୟାତ୍ମିକ ଚେତନା, ପୁରାଣ, ସଂସ୍କୃତ ମାହାତ୍ମ୍ୟ, ମହିମା, କ୍ଷେତ୍ର ମାହାତ୍ମ୍ୟ, ମାସ ମାହାତ୍ମ୍ୟ, ଦେବଦେବୀ ମାହାତ୍ମ୍ୟ, ବୃକ୍ଷ ମାହାତ୍ମ୍ୟ।

୧) ଦାସ, ମହାଦେବ। ପ୍ର.କା. ନାହିଁ। କାର୍ତ୍ତିକ ମାହାତ୍ମ୍ୟ
୨) ଦାଶ, ତ୍ରିଲୋଚନ। ପ୍ର.କା. ନାହିଁ। ପ୍ରାଚୀ ମାହାତ୍ମ୍ୟ, କଟକ: ଦାଶରଥି ପୁସ୍ତକାଳୟ
୩) ଦାଶ, ଦାଶରଥି ଓ ଅନ୍ୟମାନେ। ୨୦୧୭। ସାହିତ୍ୟକୋଷ, ଭୁବନେଶ୍ୱର: ଆମ ଓଡ଼ିଶା
୪) ପଟ୍ଟନାୟକ, ପଠାଣି। ୨୦୦୦। ପୁରାଣ ସାହିତ୍ୟରେ ସାମାଜିକ ମୂଲ୍ୟବୋଧ, ପୁରାଣ ପରିକ୍ରମା(ଦ୍ୱିତୀୟ ସ୍ତବକ), କଟକ: ଓଡ଼ିଶା ବୁକ୍ ଷ୍ଟୋର
୫) ପଣ୍ଡା, ପ୍ରଦୀପ୍ତ କୁମାର। ୧୯୮୨। ଓଡ଼ିଶାର ଧର୍ମଧାରା, କଟକ: ବୁକ୍ସ ଆଣ୍ଡ ବୁକ୍ସ
୬) ପ୍ରହରାଜ, ଗୋପାଳ ଚନ୍ଦ୍ର।୨୦୧୭(ନୂତନ ମୁଦ୍ରଣ)। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଭୁବନେଶ୍ୱର: ଲାର୍କ ବୁକ୍ସ
୭) ମିଶ୍ର, ସଂଘମିତ୍ରା। ୨୦୦୦। ଓଡ଼ିଆ ପୁରାଣ ଓ ଲୋକଶିକ୍ଷା, ପୁରାଣ ପରିକ୍ରମା(ଦ୍ୱିତୀୟ ସ୍ତବକ), କଟକ: ଓଡ଼ିଶା ବୁକ୍ ଷ୍ଟୋର
୮) ମିଶ୍ର, ସ୍ନେହଲତା। ୧୯୯୨। ଓଡ଼ିଆ ମାହାତ୍ମ୍ୟ ସାହିତ୍ୟକୁ ମହାଦେବ ଦାସଙ୍କ ଅବଦାନ, ଭୁବନେଶ୍ୱର: ଉତ୍କଳ ବିଶ୍ୱ ବିଦ୍ୟାଳୟ
୯) Sircar, Dinesh Chandra; 1966: Indian Epigraphical Glossary, New Delhi: Motilal Banarasidass Publishing House
୧୦) ସାରଳାଦାସ। ପ୍ର.କା. ନାହିଁ। ମହାଭାରତ(ଆଦିପର୍ବ), ଓଡ଼ିଶା: ସାଂସ୍କୃତିକ ବ୍ୟାପାର ବିଭାଗ
୧୧) ସାହୁ, ପଂକଜ।୨୦୦୦। ପୁରାଣ ମାହାତ୍ମ୍ୟ, ପୁରାଣ ପରିକ୍ରମା(ଦ୍ୱିତୀୟ ସ୍ତବକ), କଟକ: ଓଡ଼ିଶା ବୁକ୍ ଷ୍ଟୋର।

Funding:
No funding was received for conducting this study.

Does this article screened for similarity?
Yes

Conflict of interest:
The Author has no conflicts of interest to declare that they are relevant to the content of this article.

About the Licenses:
© Anuradha Patra 2025. The text of this article is open access and licensed under a Creative Commons Attribution 4.0 International License

Cite this Article :
Patra, Anuradha, “Odia Sahityare Maahatmya”, Bageesha, Vol. No. 03, Issue No. 03, May-June 2025, Article No: BM2025/03-A004| Page- 26-31| DOI: https://doi.org/10.70541/BAGEESHA/2025030304

This work is licensed under a Creative Commons Attribution 4.0 International License.