
ଏକବିଂଶ ଶତାବ୍ଦୀର ଓଡ଼ିଆ ଗଳ୍ପରେ ଦାଦନ ଶ୍ରମିକର ସ୍ୱର
ଦମୟନ୍ତୀ ଜେନା
ଗବେଷକ, ଭାଷା ଓ ସାହିତ୍ୟ ବିଭାଗ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର
Article No. BM2025/03-A003
DOI: 10.70541/BAGEESHA/2025030303
PAGE: 21-25
RECEIVED: 11 MAY 2025 । ACCEPTED: 25 JUN 2025 । REVISED: 30 JUN 2025 । PUBLISHED: 10 JUL 2025
ପ୍ରକାଶନ ବିବରଣୀ
ତୃତୀୟ ବର୍ଷ, ତୃତୀୟ ସଂଖ୍ୟା | ମଇ – ଜୁନ୍ ୨୦୨୫
Vo।ume No. 03 | Issue No. 03 | May-Jun 2025
ସାରାଂଶ
ନିଜେ ତଥା ନିଜ ପରିବାର ସହ କର୍ମ ଅନ୍ୱେଷଣରେ ନିଜ ରାଜ୍ୟର ବାହାରକୁ ଯାଉଥିବା ଶ୍ରମିକମାନଙ୍କୁ ଦାଦନ ଶ୍ରମିକ କୁହାଯାଏ। ଠିକାଦାରମାନଙ୍କ ଦ୍ୱାରା ଅନ୍ୟରାଜ୍ୟକୁ ଯାଇ ଅନେକ ମାରାତ୍ମକ କର୍ମରେ ଏମାନେ ନିଜକୁ ସାମିଲ କରିଥାନ୍ତି। ନିଯୁକ୍ତ ହୋଇଥିବା କର୍ମସ୍ଥଳୀରେ ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି। ଏତେସବୁ ଅସୁବିଧା ସତ୍ତ୍ୱେ ଦାଦନ ଖଟି ଯାଇଥିବା ଶ୍ରମିକ କାମଅଧାରୁ ଛାଡି ଆସିପାରେ ନାହିଁ। ଓଡ଼ିଶାର ସ୍ଥିତିକୁ ଆକଳନ କଲେ ଜଣାଯାଏ ଯେ, ଆମ ରାଜ୍ୟରେ ୧୯୯୯ ମସିହା ମହାବାତ୍ୟା ପରଠାରୁ ଓଡିଶାରୁ ବହୁଲୋକ କାମଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ଏହି ଶ୍ରମିକମାନଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ତେଣୁ ଦାଦନମାନଙ୍କ ପାଇଁ ନିଜ ରାଜ୍ୟରେ କର୍ମଭିତ୍ତିକ ସୁବିଧା ସୁଯୋଗର ବ୍ୟବସ୍ଥା କରିବା ବିଭିନ୍ନ ମହଲରେ ସରକାରଙ୍କୁ ଦାବି କରାଯାଉଛି। ଏ କ୍ଷେତ୍ରରେ ସାହିତ୍ୟିକ ତଥା ଗାଳ୍ପିକମାନଙ୍କର ଭୂମିକା କିଛି କମ ନୁହେଁ। ଏକବିଂଶ ଶତାବ୍ଦୀର ଗଳ୍ପ ପୁସ୍ତକରେ ଗାଳ୍ପିକମାନେ ନିଜ ନିଜର ଲେଖନୀ ମାଧ୍ୟମରେ ଦାଦନମାନଙ୍କ ସ୍ଥିତି ଓ ସମସ୍ୟାକୁ ତୋଳିଧରି ଉଭୟ ପାଠକ ଓ ସମାଜର ଦୃଷ୍ଟି ଆକର୍ଷଣ କରାଇ ସେଭଳି ଦୁଃସ୍ଥିତିର ସୁଧାର ଆଣିବା ପାଇଁ ଆପ୍ରାଣ ଚେଷ୍ଟା ଚଲାଇଛନ୍ତି।
ମୂଳଶବ୍ଦ :
କର୍ମ ଅନ୍ୱେଷଣ, ଦାଦନ ଶ୍ରମିକ, ଠିକାଦାରମାନଙ୍କ ଚୁକ୍ତି, ଅକଥନୀୟ ଯନ୍ତ୍ରଣା, ଏକବିଂଶ ଶତାବ୍ଦୀର ଗଳ୍ପ।
ସହାୟକ ଗ୍ରନ୍ଥସୂଚୀ :
୧) ନାଏକ, କ୍ଷେତ୍ରବାସୀ। ୨୦୧୩। ଦାଦନ। ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନ୍ସ, ଭୁବନେଶ୍ୱର।
୨) ନାଏକ, କ୍ଷେତ୍ରବାସୀ।୨୦୨୩ ।ମାୟା ଓ ଅନ୍ୟାନ୍ୟ ଗଳ୍ପ। ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନ୍ସ।
୩) ପଣ୍ଡା, ଶୁଭ୍ରାଂଶୁ। ୨୦୨୩। ବିସର୍ଜନ। ଭୁବନେଶ୍ୱର: ପେନ୍ ଇନ୍ ବୁକ୍ସ୍।
୪) ବିପ୍ଳବ। ୨୦୨୪। ବାପାଙ୍କ ସହ ଶେଷ ଜହ୍ନରାତି। ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନ୍ସ।
୫) ବେହେରା, ରାମଚନ୍ଦ୍ର। ୨୦୨୧। ସବୁଜ ଛଦ୍ମବେଶ। ଭୁବନେଶ୍ୱର: ପକ୍ଷୀକ୍ଷର ପ୍ରକାଶନୀ।
୬) ବେହେରା, ହରିଶ୍ଚନ୍ଦ୍ର।୨୦୨୧। ଅକ୍ଷାଂଶ(ପତ୍ରିକା), ମହାପୂଜା ବିଶେଷାଙ୍କ।
୭) ମହତାବ, ଭର୍ତ୍ତୃହରି।୨୦୨୧। ଝଙ୍କାର(ପତ୍ରିକା), ଶାରଦୀୟ ବିଶେଷାଙ୍କ।
୮) ମହାନ୍ତି, ଅଶୋକ। ୨୦୨୧। ପଶ୍ଚିମା(ପତ୍ରିକା), ମହାପୂଜା ବିଶେଷାଙ୍କ।
୯) ସରାଫ୍, ଗାୟତ୍ରୀ।୨୦୧୭। ଇଟାଭାଟିର ଶିଳ୍ପୀ। ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନ୍ସ।
୧୦) ସରାଫ୍, ଗାୟତ୍ରୀ।୨୦୨୧। କଥାୟନ-୧। ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନ୍ସ।
୧୧) ସରାଫ୍, ଗାୟତ୍ରୀ ।୨୦୨୧। କଥାୟନ-୨। ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନ୍ସ।
୧୨) ସାହୁ, ବିଶ୍ୱନାଥ। ୨୦୨୪। ମୂର୍ତ୍ତି ପ୍ରବେଶ। ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନ୍ସ।
୧୩) ସ୍ୱାଇଁ, ଅଜୟ। ୨୦୧୯। ଅଜୟ ଅଜସ୍ର-୧। ଭୁବନେଶ୍ୱର: ପକ୍ଷୀଘର ପ୍ରକାଶନୀ।
Copyright (C) 2025 Damayanti Jena
Funding:
No funding was received for conducting this study.
Does this article screened for similarity?
Yes
Conflict of interest:
The Author has no conflicts of interest to declare that they are relevant to the content of this article.
About the Licenses:
© Damayanti Jena 2025. The text of this article is open access and licensed under a Creative Commons Attribution 4.0 International License
Cite this Article :
Jena, Damayanti, “Ekabinsha Satadira Odia Galpare Dadana Sramikara Swara”, Bageesha, Vol. No. 03, Issue No. 03, May-June 2025, Article No: BM2025/03-A003| Page- 21-25| DOI: https://doi.org/10.70541/BAGEESHA/2025030303

This work is licensed under a Creative Commons Attribution 4.0 International License.
