ଗବେଷକ, ଓଡ଼ିଆ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ,ବାଣୀବିହାର, ଭୁବନେଶ୍ୱର

Article No. BM2025/03-A002
DOI: 10.70541/BAGEESHA/2025030302
PAGE:16-20

RECEIVED: 26 APR 2025 । ACCEPTED: 25 JUN 2025 । REVISED: 30 JUN 2025 । PUBLISHED: 10 JUL 2025


ପ୍ରକାଶନ ବିବରଣୀ

ତୃତୀୟ ବର୍ଷ, ତୃତୀୟ ସଂଖ୍ୟା | ମଇ – ଜୁନ୍ ୨୦୨୫
Vo।ume No. 03 | Issue No. 03 | May-Jun 2025


ଓଡ଼ିଆ ଜାତିର ମଉଡ଼ମଣି କୋଟିକୈବଲ୍ୟନାଥ ଜଗନ୍ନାଥ କେଉଁ ପ୍ରାଗ୍ଐତିହାସିକ ସମୟରୁ ଓଡିଶାର ଜନଜୀବନ ସହିତ ନିରବଚ୍ଛିନ୍ନ ଭାବରେ ସଂପୃକ୍ତ ତାହାର ମୂଳକୁ ଯାଇ ସେ ସବୁକୁ ପରଖିବା ବର୍ତ୍ତମାନ ସମୟପକ୍ଷେ ଏକ ଦୂରୁହ କଥା ହୋଇପଡିଛି। ସମୟର ଅସରନ୍ତି ପ୍ରବାହରେ କେତେ ଯେ ଧର୍ମ ଧାରଣା ସୃଷ୍ଟି ହୋଇ ଜଗନ୍ନାଥରୂପୀ ମହାକାଳରେ ଲୀନ ହୋଇପଡିଛନ୍ତି, ତାହାର କଳନା ନାହିଁ। ଓଡ଼ିଶାର ଜାତୀୟ-ଜୀବନ ଓ ଲୋକ-ଜୀବନରେ ଜଗନ୍ନାଥଙ୍କ ସ୍ଥାନ କେଉଁଠି? ଏହି ଅନୁସନ୍ଧିତ୍ସା ଭାବକୁ ନେଇ ନିମ୍ନୋକ୍ତ ଆଲେଖ୍ୟ ପରିପୁଷ୍ଟଲାଭ କରିଛି। ଆଲୋଚନାର ପ୍ରସଙ୍ଗ ଅନୁଯାୟୀ ସ୍ଥାନେ ସ୍ଥାନେ ବିବିଧ ଗ୍ରନ୍ଥରୁ ଦୃଷ୍ଟାନ୍ତମାନ ସଂଯୋଜିତ କରିବା ପୂର୍ବକ ଅଲୋଚନାକୁ ବଳିଷ୍ଟ କରିବାର ପ୍ରୟାସ ମଧ୍ୟ କରାଯାଇଅଛି।

ଜାତୀୟ ଜୀବନ, ପୁରୁଷୋତ୍ତମ, ମାଧବ ଉପାସନା, ମହାଭାରତୀକରଣ, ଅଦ୍ୱୈତବାଦ, ଦ୍ୱୈତବାଦ, ବିଶିଷ୍ଟାଦ୍ୱୈତବାଦ, ବିଶୁଦ୍ଧ-ଦ୍ୱୈତବାଦ, ଦ୍ୱୈତାଦ୍ୱୈତବାଦ, ଅଚିନ୍ତ୍ୟ-ଭେଦାଭେଦବାଦ, ଲୀଳାକ୍ଷେତ୍ର

୧) ଦାସ, ନୀଳକଣ୍ଠ। ୨୦୧୧। ଓଡ଼ିଆ ସାହିତ୍ୟର କ୍ରମପରିଣାମ। କଟକ: ଗ୍ରନ୍ଥ ମନ୍ଦିର।
୨) ସେନାପତି, ଫକୀରମୋହନ(ଅ)। ୧୮୮୨। ଶ୍ରୀମଦ୍ଭାଗବତ ଗୀତା। ବାଲେଶ୍ଵର ।
୩) ଶ୍ରୀମଦ୍ଭାଗବତ ଗୀତା। ୨୦୦୭। ଗୁରୁଧାମ: ହିନ୍ଦୀ ପ୍ରକାଶନୀ ସମିତି।
୪) ପଟ୍ଟନାୟକ, ଅରବିନ୍ଦ। ୨୦୦୬। ଲୋକ ସାହିତ୍ୟ। ଭୁବନେଶ୍ୱର: ସରସ୍ଵତୀ ପ୍ରକାଶନୀ।
୫) ମହାପାତ୍ର, ଚକ୍ରଧର। ୧୯୭୧। ଉତ୍କଳ ଗାଉଁଲି ଗୀତ। କଟକ: ସରସ୍ଵତୀ ମହାନ୍ତି।
୬) ମହାନ୍ତି ଆର୍ତ୍ତବଲ୍ଲଭ(ସଂ)। ସାରଳା ମହାଭାରତ ଭାଗ-୧୫। ଭୁବନେଶ୍ୱର: ସାଂସ୍କୃତିକ ବ୍ୟାପାର ବିଭାଗ, ଓଡ଼ିଶା ସରକାର।
୭) ମହାନ୍ତି, ଆର୍ତ୍ତବଲ୍ଲଭ(ସଂ)। ୧୯୬୫। ରହସ୍ୟ ମଞ୍ଜରୀ। କଟକ: ପ୍ରାଚୀ ପ୍ରକାଶିନୀ।
୮) ମିଶ୍ର, ନୀଳମଣି(ସଂ)। ୨୦୧୦। ଶ୍ରୀଗୀତଗୋବିନ୍ଦ। କଟକ: ଗ୍ରନ୍ଥ ମନ୍ଦିର।
୯) ମହାନ୍ତି ଆର୍ତ୍ତବଲ୍ଲଭ(ସଂ)। ୧୯୫୭ । ସାରଳା ମହାଭାରତ (ଭାଗ-୧୫)। ଭୁବନେଶ୍ୱର: ସାଂସ୍କୃତିକ ବ୍ୟାପାର ବିଭାଗ, ଓଡ଼ିଶା ସରକାର।
୧୦) ସପ୍ତଖଣ୍ଡ ହରିବଂଶ(ପ୍ରଥମ ଖଣ୍ଡ)। ୧୯୮୪। କଟକ: ଧର୍ମଗ୍ରନ୍ଥ ଷ୍ଟୋର।
୧୧) ମହାଭାବ ପ୍ରକାଶ। ୧୯୭୫। କଟକ: ନିତ୍ୟାନନ୍ଦ ପୁସ୍ତକାଳୟ।
୧୨) ମହାନ୍ତି, ଆର୍ତ୍ତବଲ୍ଲଭ (ସଂ)। ୧୯୫୩। ରସକଲ୍ଲୋଳ। କଟକ: ପ୍ରାଚୀ ସମିତି।
୧୩) ସାମନ୍ତ, କମ୍ବୁପାଣି(ସଂ)। ୨୦୨୦। ରସିକ ହାରାବଳୀ। କଟକ: ଓଡ଼ିଶା ଗବେଷଣା ପରିଷଦ।

Funding:
No funding was received for conducting this study.

Does this article screened for similarity?
Yes

Conflict of interest:
The Author has no conflicts of interest to declare that they are relevant to the content of this article.

About the Licenses:
© Pritam Rout 2025. The text of this article is open access and licensed under a Creative Commons Attribution 4.0 International License

Cite this Article :
Rout, Pritam, “Jatiya Jibanare Jaganatha Chetanara Abadha Prabesikaranara Bibhirna Diga: Sadrustaanta Bimarsa”, Bageesha, Vol. No. 03, Issue No. 03, May-June 2025, Article No: BM2025/03-A002| Page- 16-20| DOI: https://doi.org/10.70541/BAGEESHA/2025030302

This work is licensed under a Creative Commons Attribution 4.0 International License.