
ବିଚିତ୍ର ରାମାୟଣ ବନାମ୍ କୃତ୍ତିବାସ ରାମାୟଣ: ଏକ ତୁଳନାତ୍ମକ ବିଚାର
ହିତେଶ ବେହେରା
ଗବେଷକ, ଭାଷା ଓ ସାହିତ୍ୟ ବିଭାଗ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର
Article No. BM2025/03-A001
DOI: 10.70541/BAGEESHA/2025030301
PAGE:09-15
RECEIVED: 10 MAY 2025 । ACCEPTED: 25 JUN 2025 । REVISED: 30 JUN 2025 । PUBLISHED: 10 JUL 2025
ପ୍ରକାଶନ ବିବରଣୀ
ତୃତୀୟ ବର୍ଷ, ତୃତୀୟ ସଂଖ୍ୟା | ମଇ – ଜୁନ୍ ୨୦୨୫
Vo।ume No. 03 | Issue No. 03 | May-Jun 2025
ସାରାଂଶ
ଭାରତ ତଥା ସମଗ୍ର ଏସିଆ ଭୂଖଣ୍ଡରେ ରାମାୟଣ ମହାକାବ୍ୟ ଏକ ଶ୍ରେଷ୍ଠତମ କାଳଜୟୀ ସୃଷ୍ଟି। ଏକ ମହତ୍ତର ମୂଲ୍ୟବୋଧଯୁକ୍ତ କାବ୍ୟ ଭାବରେ ଏହା ସବୁ ସମୟରେ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଆସିଛି। ଏହି ରାମାୟଣ ମହାକାବ୍ୟର ସ୍ରଷ୍ଟା ହେଉଛନ୍ତି ମହାମୁନି ବାଲ୍ମୀକି। ତାଙ୍କରି ଏଇ ମୂଳକାବ୍ୟ ଅନୁସାରୀ ଅଞ୍ଚଳ ଭେଦରେ କବି ଓ ଲେଖକମାନେ ସ୍ଥାନ, କାଳ ଓ ପାତ୍ରକୁ ଆଧାର କରି ରାମାୟଣ ରଚନା କରିଛନ୍ତି। ଏଇ ପରିପ୍ରେକ୍ଷୀରେ ବଙ୍ଗଳା କବି କୃତ୍ତିବାସଙ୍କ ରାମାୟଣ ଏବଂ ଓଡ଼ିଆରେ ରଚିତ ବିଶ୍ୱନାଥ ଖୁଣ୍ଟିଆଙ୍କ ‘ବିଚିତ୍ର ରାମାୟଣ’ର ତୁଳନାତ୍ମକ ବିଚାର କରାଯାଇଛି। ଏଥିରେ ଉଭୟ ରାମାୟଣରେ ଦୁଇ କବିଙ୍କ ମୌଳିକତା ସଂପର୍କରେ ଚର୍ଚ୍ଚା କରାଯିବା ସହ ଦୁଇ ରାମାୟଣ ମଧ୍ୟରେ କ’ଣ କ’ଣ ବୈଷମ୍ୟ ରହିଛି, କିପରି ସାମାଜିକ ପ୍ରଭାବ ପଡିଛି ସେ ସଂପର୍କରେ ଗବେଷଣାତ୍ମକ ଦୃଷ୍ଟିଭଙ୍ଗୀ ଦେଇ ବିଶ୍ଳେଷଣ କରାଯାଇଛି।
ମୂଳଶବ୍ଦ :
ରାମାୟଣ, ବଙ୍ଗଳା, ଓଡ଼ିଆ, ସାହିତ୍ୟ, ସଂସ୍କୃତି, ଓଡିଶା ଓ ସମାଜ, ତୁଳନାତ୍ମକ ବିଚାର, ବିଚିତ୍ର ରାମାୟଣ, କୃତ୍ତିବାସ ରାମାୟଣ।
ସହାୟକ ଗ୍ରନ୍ଥସୂଚୀ :
୧) ସାହୁ, କେଶବ ଚନ୍ଦ୍ର। ୧୯୭୯। ରାମାୟଣ ଚେତନାର ଏକ ଝଲକ। ୨ୟ ମୁଦ୍ରଣ। କଟକ: ନବ ଜୀବନ ପ୍ରେସ୍। ପୃ – ୧୨୯।
୨) ଗାଁଣ, ଅନାଦି ଚରଣ। ୨୦୧୭। ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱ। ତୃତୀୟ ସଂସ୍କରଣ। କଟକ: ବିଦ୍ୟାପୁରୀ, ବାଲୁବଜାର। ପୃ – ୧୯୦l
୩) ଦାଶ, ସୂର୍ଯ୍ୟନାରାୟଣ। ୨୦୨୧। ଓଡ଼ିଆ ସାହିତ୍ୟର ଇତିହାସ ( ୩ୟ ଭାଗ )। ୫ମ ସଂସ୍କରଣ। କଟକ: ଗ୍ରନ୍ଥ ମନ୍ଦିର ବିନୋଦ ବିହାରୀ। ପୃ – ୨୨୦।
୪) ସେନ, ଦିନେଶ ଚନ୍ଦ୍ର। ୧୯୫୪। ହିଷ୍ଟ୍ରି ଅଫ୍ ବେଙ୍ଗଲୀ ଲାଙ୍ଗୁଏଜ୍ ଏଣ୍ଡ୍ ଲିଟରେଚର୍। ଦ୍ୱିତୀୟ ସଂସ୍କରଣ। କୋଲକାତା: ୟୁନିଭରସିଟି ପ୍ରେସ୍ । ପୃ – ୧୬୪।
୫) ଖୁଣ୍ଟିଆ, ବିଶ୍ୱନାଥ। ୧୯୩୧। ବିଚିତ୍ର ରାମାୟଣ।। ପ୍ରଥମ ପ୍ରକାଶ କଟକ: ଓଡିଶା କୋହିନୂର ପ୍ରେସ୍, ଚୌଧୁରୀ ବଜାର। ପୃ – ୧୬।
୬) କ) “ ଆଁ କରି ଧାରିୟା ଯଦି ଧନୁଖାନ୍ ଟାନେ/ ତୁଲିତେ ନା ପାରେ ଚାୟ୍ ଚାରି ଦିକ୍ ପାନେ ।
ପଲାଇୟା ଚଲେ ତବେ ଲଙ୍କା ଅଧିକାରୀ/ ସକଲ୍ ବାଲକ୍ ତାରେ ଦେଇ ଟିଟିକାରୀ। ” ( ପୃ- ୧୬)
ଖ) “ରାବଣ ସହସ୍ରାର୍ଜୁନ ବାଣାସୁର ଆଉ ବୀରଛନ୍ତି ଯେତେ/ ଧନୁ ନଭାଙ୍ଗି କନ୍ୟାକୁ ନେବ ବୋଲି ବିଚାରୁ ଅଛ କି ଚିତ୍ତେ। (ବି) ରାମାୟଣ, ପୃ – ୨୫ )
୭ ) ଖୁଣ୍ଟିଆ, ବିଶ୍ୱନାଥ। ୧୯୩୧। ବିଚିତ୍ର ରାମାୟଣ।। ପ୍ରଥମ ପ୍ରକାଶ କଟକ: ଓଡିଶା କୋହିନୂର ପ୍ରେସ୍, ଚୌଧୁରୀ ବଜାର। ପୃ –୭୫/୭୬।
୮) “ପୁତ୍ରହୀନ୍ ମହାରାଜା ମନେଦୁଃଖ୍ ଦାହ୍/ କରିଲେନ୍ ସାତଶହ୍ ପଚାଶ୍ ବିବାହ। ”(ପୃ- ୭)
୯) ଓଝା, କୃତ୍ତିବାସ ( ସଂ ) ଶିଶିର କୁମାର ନିୟୋଗୀ )। ୧୯୫୭। ସହଜ କୃତ୍ତିବାସ ରାମାୟଣ। ପ୍ରଥମ ପ୍ରକାଶ। କୋଲକାତା: ଉଦୟନ ପ୍ରେସ୍। ପୃ – ୯।
୧୦ ) ତତ୍ରୈବ, ପୃ – ୧୫।
୧୧) ଖୁଣ୍ଟିଆ, ବିଶ୍ୱନାଥ। ୧୯୩୧। ବିଚିତ୍ର ରାମାୟଣ।। ପ୍ରଥମ ପ୍ରକାଶ କଟକ: ଓଡିଶା କୋହିନୂର ପ୍ରେସ୍, ଚୌଧୁରୀ ବଜାର। ପୃ – ୩୮/୩୯ ।
୧୨) ତତ୍ରୈବ, ପୃ –୮୮/୮୯।
୧୩) ତତ୍ରୈବ, ପୃ –୧୦।
୧୪ ) “ ବଶିଷ୍ଠ କହେନ୍ ଦଶରଥ୍ ମନ୍ୱୋଧିୟା/ ଚାରି ତନୟେର୍ କରୋ ଅଧିବାସ କ୍ରିୟା।” (କୃ) ରାମାୟଣ ପୃ- ୨୩)
Copyright (C) 2025 Hitesa Behera
Funding:
No funding was received for conducting this study.
Does this article screened for similarity?
Yes
Conflict of interest:
The Author has no conflicts of interest to declare that they are relevant to the content of this article.
About the Licenses:
© Hitesa Behera 2025. The text of this article is open access and licensed under a Creative Commons Attribution 4.0 International License
Cite this Article :
Behera, Hitesa, “Bichitra Ramayana Banam Kruttibasa Ramayana: Eka Tulanatmaka Bichara”, Bageesha, Vol. No. 03, Issue No. 03, May-June 2025, Article No: BM2025/03-A001| Page- 09-15| DOI: https://doi.org/10.70541/BAGEESHA/2025030201

This work is licensed under a Creative Commons Attribution 4.0 International License.
