ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର

Article No. BM2025/02-A004
DOI: 10.70541/BAGEESHA/2025030204
PAGE: 27-34

RECEIVED : 04 JAN 2025 । ACCEPTED : 25 APR 2025 । REVISED : 30 APR 2025 । PUBLISHED: 10 MAY 2025


ପ୍ରକାଶନ ବିବରଣୀ

ତୃତୀୟ ବର୍ଷ, ଦ୍ୱିତୀୟ ସଂଖ୍ୟା | ମାର୍ଚ୍ଚ – ଅପ୍ରେଲ୍ ୨୦୨୫
Volume No. 03 | Issue No. 02 | Mar-Apr 2025


ନାରୀର ମନ ହେଉଛି ଏକ ବିସ୍ତୀର୍ଣ୍ଣ ପଡ଼ିଆ ଭୂମି ସଦୃଶ। ତା’ ମନ କେବେହେଲେ ଖାଲି ପଡ଼ିରହେ ନାହିଁ। ସେ ପ୍ରତି ମୁହୂର୍ତ୍ତରେ ମନ ଭିତରେ କିଛି ନା କିଛି ଚିନ୍ତା କରିଥାଏ, ସ୍ୱପ୍ନ ଦେଖୁଥାଏ; ସେସବୁରୁ କେତେକ ବାହାରକୁ ପ୍ରକାଶ ଘଟେ ତ ପୁଣି କେତେକ ସେହିଭଳି ଅଗୋଚର ହୋଇରହିଯାଏ। ଓଡ଼ିଆ କ୍ଷୁଦ୍ରଗଳ୍ପ ଧାରାରେ ଏସଂକ୍ରାନ୍ତରେ ଅନେକ ସଫଳ ଗଳ୍ପ ଦୃଷ୍ଟିକୁ ଆସେ। ଏଧାରର ଜଣେ ସଫଳ ସ୍ରଷ୍ଟା ହେଉଛନ୍ତି ମହାପାତ୍ର ନୀଳମଣି ସାହୁ। ତାଙ୍କ ରଚିତ ଅନେକ କ୍ଷୁଦ୍ରଗଳ୍ପରେ ନାରୀ ମନର ସେଇ ଅପ୍ରକାଶିତ ଇଲାକାକୁ ସେ ଆବିଷ୍କାର କରିବାର ଚେଷ୍ଟା କରିଛନ୍ତି । ଏବଂ, ଅନେକାଂଶରେ ସେ ସଫଳ ମଧ୍ୟ ହୋଇଛନ୍ତି। ଉକ୍ତ ଆଲୋଚନା ମହାପାତ୍ର ନୀଳମଣି ସାହୁଙ୍କ ଏହି ଧାରାରେ ରଚିତ ଗଳ୍ପମାନସର ଏକ ପରିଚୟାତ୍ମକ ଉପସ୍ଥାପନା।

ନାରୀ, ନାରୀ ମନସ୍ତତ୍ତ୍ୱ, କ୍ଷୁଦ୍ରଗଳ୍ପ ଧାରା, ମହାପାତ୍ର ନୀଳମଣି ସାହୁ, ଓଡ଼ିଆ କ୍ଷୁଦ୍ରଗଳ୍ପ।

୧) ଖୁଣ୍ଟିଆ, ବ୍ରହ୍ମାନନ୍ଦ। ୨୦୧୯। ସ୍ୱାଧୀନତା ପରବର୍ତ୍ତୀ ପ୍ରମୁଖ ଗଳ୍ପ ସ୍ରଷ୍ଟା ନବଦିଗନ୍ତ। ୨ୟ ସଂସ୍କରଣ। କଟକ: ବିନୋଦବିହାରୀ।
୨) ପଟ୍ଟନାୟକ, ପଠାଣି। ୨୦୧୩। ମହାପାତ୍ର ନୀଳମଣି ସାହୁ: ସୃଷ୍ଟି ମାନସ। କଟକ: ଓଡ଼ିଶା ବୁକ୍ ଷ୍ଟୋର୍।
୩) ପଟ୍ଟନାୟକ, ବିଭୂତି। ୨୦୧୦। ସାହିତ୍ୟର ସୂଚୀପତ୍ର। ୮ମ ସଂସ୍କରଣ। କଟକ: ନାଳନ୍ଦା ବିନୋଦବିହାରୀ।
୪) ପ୍ରଧାନ, ଜ୍ୟୋସ୍ନାମୟୀ। ୨୦୨୩। ସାହିତ୍ୟ ତତ୍ତ୍ୱ: ପ୍ରାଚ୍ୟ ଓ ପାଶ୍ଚାତ୍ୟ। ୧୨ଶ ସଂସ୍କରଣ। କଟକ: ଫ୍ରେଣ୍ଡସ୍ ପବ୍ଲିଶର୍ସ, ବିନୋଦବିହାରୀ।
୫) ସାହୁ, ମହାପାତ୍ର ନୀଳମଣି। ୧୯୬୨। ବିଷ୍ଣୁମାୟା। ୧ମ ସଂଖ୍ୟା। କଟକ: ଗ୍ରନ୍ଥମନ୍ଦିର।
୬) ସାହୁ, ମହାପାତ୍ର ନୀଳମଣି। ୧୯୯୦। ସୁମିତ୍ରାର ହସ। ୫ମ ସଂଖ୍ୟା। କଟକ: ଫ୍ରେଣ୍ଡସ୍ ପବ୍ଲିଶର୍ସ।
୭) ସାହୁ, ମହାପାତ୍ର ନୀଳମଣି। ୧୯୯୫। ପିଙ୍ଗଳା ସେ ଅନ୍ୟ ଜଣେ। ୧ମ ସଂଖ୍ୟା। କଟକ: ଅଗ୍ରଦୂତ।
୮) ସାହୁ, ମହାପାତ୍ର ନୀଳମଣି। ୧୯୮୩। ରାନୁ ଅପାଠାରୁ ପୁଷି ପର୍ଯ୍ୟନ୍ତ। ୧ମ ସଂଖ୍ୟା। କଟକ: ଓଡିଶା ବୁକ୍ ଷ୍ଟୋର୍।
୯) ସାହୁ, ମହାପାତ୍ର ନୀଳମଣି। ୧୯୮୪। ନିବେଦିତାର ନୈଶଭିଶାର। ୧ମ ସଂଖ୍ୟା। କଟକ: ଷ୍ଟୁଡେଣ୍ଟ ଷ୍ଟୋର।
୧୦) ସାହୁ, ମହାପାତ୍ର ନୀଳମଣି। ୧୯୮୯। ଆକାଶ ପାତାଳ। ୩ୟ ସଂଖ୍ୟା। କଟକ: ଓଡିଶା ବୁକ୍ ଷ୍ଟୋର୍।
୧୧) ସାହୁ, ମହାପାତ୍ର ନୀଳମଣି। ୧୯୯୦। ସୁନନ୍ଦାର ଲୁହ। ୫ମ ସଂଖ୍ୟା। କଟକ: ଫ୍ରେଣ୍ଡସ୍ ପବ୍ଲିଶର୍ସ।

Funding:
No funding was received for conducting this study.

Does this article screened for similarity?
Yes

Conflict of interest:
The Author has no conflicts of interest to declare that they are relevant to the content of this article.

About the Licenses:
© Sakuntala Mirdha, Kishor Chandra Mahanta 2025. The text of this article is open access and licensed under a Creative Commons Attribution 4.0 International License

Cite this Article :
Mirdha, Sakuntala, Mahanta, Kishor Chandra, Odia Kshudragalpa Dharaare Nari Manastatwa O Mahapatra Nilamani Sahu, Bageesha, Vol. No. 03, Issue No. 02, March – April 2025, Article No: BM2025/02-A004| Page- 27-34| DOI: https://doi.org/10.70541/BAGEESHA/2025030204

This work is licensed under a Creative Commons Attribution 4.0 International License.