
ପ୍ରଥମ ଓଡ଼ିଆ ଆତ୍ମ-ସଚେତନମୂଳକ ଉପନ୍ୟାସ: ‘ଆହତ ସ୍ୱପ୍ନ’
ଅଶୋକ କୁମାର ନାଏକ
ଓଡ଼ିଆ ଅଧ୍ୟାପକ, ବେଳାଭୂମି ମହାବିଦ୍ୟାଳୟ, ଅଭଣା, ବାଲେଶ୍ୱର
Article No. BM2025/02-A003
DOI: 10.70541/BAGEESHA/2025030203
PAGE:22-26
RECEIVED : 11 JUL 2024 । ACCEPTED : 25 APR 2025 । REVISED : 30 APR 2025 । PUBLISHED: 10 MAY 2025
ପ୍ରକାଶନ ବିବରଣୀ
ତୃତୀୟ ବର୍ଷ, ଦ୍ୱିତୀୟ ସଂଖ୍ୟା | ମାର୍ଚ୍ଚ – ଅପ୍ରେଲ୍ ୨୦୨୫
Volume No. 03 | Issue No. 02 | Mar-Apr 2025
ସାରାଂଶ
ଅଷ୍ଟମ ଦଶକରେ ଉପନ୍ୟାସର ବର୍ଣ୍ଣନା ଶୈଳୀରେ ଦେଖାଯାଇଥିବା ପରିବର୍ତ୍ତନ ମଧ୍ୟରେ ଆତ୍ମସଚେତନ ବର୍ଣ୍ଣନା ଶୈଳୀ ଅନନ୍ୟ। ଆତ୍ମ-ସଚେତନ ବର୍ଣ୍ଣନା ଶୈଳୀରେ ପରିବେଷିତ ଉପନ୍ୟାସ ଅଣ-ପାରମ୍ପରିକ ଅନାବଦ୍ଧ ହେଲେ ମଧ୍ୟ ପ୍ରାଥମିକ ଅବସ୍ଥାରେ ନିଜର କୌଶଳ ପ୍ରତି ଦୃଷ୍ଟି ଆକର୍ଷଣ କରାଏ। ସ୍ୱୟଂର ସଂରଚନା ପ୍ରତି ସମୀକ୍ଷାତ୍ମକ ମନ୍ତବ୍ୟ ପ୍ରକାଶ କରି ତା’ର କଳ୍ପନା କଳାକୁ ସଜୀବିତ କରେ। କଳ୍ପନାର କଳାକୁ ବାସ୍ତବତା ସହ ଏକତମ କରିଦିଏ। ଯେଉଁଠି କଳ୍ପନା ଓ ବାସ୍ତବତା ମଧ୍ୟରେ ଥିବା ସୀମାରେଖା ଅସ୍ପଷ୍ଟ ହୋଇଉଠେ। ପାଠକ ମନରେ ଦ୍ୱନ୍ଦ୍ୱକୁ ଧରି ରଖିବାରେ ବା ତା’ର ମାନସିକ ଖେଳ ବା ଚିନ୍ତନ ଶକ୍ତିକୁ ସକ୍ଷମ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଉପାଦାନ ସାଜେ। ଏ ଧାରାରେ କହ୍ନେଇଲାଲ ଦାସଙ୍କ ‘ଆହତ ସ୍ୱପ୍ନ’ ପ୍ରଥମ। ଉପନ୍ୟାସରେ ଏ ଶୈଳୀ କିଭଳି ପ୍ରୟୋଗ ହୋଇଛି ତାର ବିଶ୍ଳେଷଣ କରାଯାଇ ଏକ ନୂତନ ଦିଗକୁ ଉନ୍ମୋଚିତ କରିବାର ପ୍ରୟାସ କରାଯାଇଛି।
ମୂଳଶବ୍ଦ :
ଆତ୍ମ-ସଚେତନମୂଳକ ଉପନ୍ୟାସ, ଆହତ ସ୍ୱପ୍ନ।
ସହାୟକ ଗ୍ରନ୍ଥସୂଚୀ :
୧) ମହାନ୍ତି, ଅସିତ, ଶ୍ରୀଚନ୍ଦନ, ପ୍ରଦୀପ୍ତ। ୨୦୧୪। କହ୍ନେଇ କଥାଘର। ଦ୍ୱିତୀୟ ସଂସ୍କରଣ। କଟକ: ଫ୍ରେଣ୍ଡସ୍ ପବ୍ଲିଶର୍ସ, ବିନୋଦ ବିହାରୀ। ପୃଷ୍ଠା-୫୨୨
୨) ମହାନ୍ତି, ଅସିତ, ଶ୍ରୀଚନ୍ଦନ, ପ୍ରଦୀପ୍ତ। ୨୦୧୪। କହ୍ନେଇ କଥାଘର। ଦ୍ୱିତୀୟ ସଂସ୍କରଣ। କଟକ: ଫ୍ରେଣ୍ଡସ୍ ପବ୍ଲିଶର୍ସ, ବିନୋଦ ବିହାରୀ। ପୃଷ୍ଠା-୩୩୬
୩) Landa, Gracia, Jose Angela, 2014, Notes on Metafiction, University of Zargoza, Page no.2
୪) ମହାନ୍ତି, ଅସିତ, ଶ୍ରୀଚନ୍ଦନ, ପ୍ରଦୀପ୍ତ। ୨୦୧୪। କହ୍ନେଇ କଥାଘର। ଦ୍ୱିତୀୟ ସଂସ୍କରଣ। କଟକ: ଫ୍ରେଣ୍ଡସ୍ ପବ୍ଲିଶର୍ସ, ବିନୋଦ ବିହାରୀ। ପୃଷ୍ଠା-୫୨୨
୫) Landa, Gracia, Jose Angela, 2014, Notes on Metafiction, University of Zargoza, Page no.2
୬) ମହାନ୍ତି, ଅସିତ, ଶ୍ରୀଚନ୍ଦନ, ପ୍ରଦୀପ୍ତ। ୨୦୧୪। କହ୍ନେଇ କଥାଘର। ଦ୍ୱିତୀୟ ସଂସ୍କରଣ। କଟକ: ଫ୍ରେଣ୍ଡସ୍ ପବ୍ଲିଶର୍ସ, ବିନୋଦ ବିହାରୀ। ପୃଷ୍ଠା-୫୨୨
Copyright (C) 2025 Ashok Kumar Naik
Funding:
No funding was received for conducting this study.
Does this article screened for similarity?
Yes
Conflict of interest:
The Author has no conflicts of interest to declare that they are relevant to the content of this article.
About the Licenses:
© Ashok Kumar Naik 2025. The text of this article is open access and licensed under a Creative Commons Attribution 4.0 International License
Cite this Article :
Naik, Ashok Kumar, Prathama Odia Atma-Sachetanamulaka Upanyasa: ‘Ahata Swapna’, Bageesha, Vol. No. 03, Issue No. 02, March – April 2025, Article No: BM2025/02-A001| Page- 23-27| DOI: https://doi.org/10.70541/BAGEESHA/2025030203

This work is licensed under a Creative Commons Attribution 4.0 International License.
