
କୋଶଳାଞ୍ଚଳର ଦେବୀ ଉପାସନାର ଧାରା
ଡ. ସଞ୍ଜୟ କୁମାର ମିଶ୍ର
ଅଧ୍ୟାପକ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ. କେ. ଭି. ମହାବିଦ୍ୟାଳୟ, କଣ୍ଟାବାଞ୍ଜି
Article No. BM2025/02-A002
DOI: 10.70541/BAGEESHA/2025030202
PAGE:18-21
RECEIVED : 26 SEP 2024 । ACCEPTED : 25 APR 2025 । REVISED : 30 APR 2025 । PUBLISHED: 10 MAY 2025
ପ୍ରକାଶନ ବିବରଣୀ
ତୃତୀୟ ବର୍ଷ, ଦ୍ୱିତୀୟ ସଂଖ୍ୟା | ମାର୍ଚ୍ଚ – ଅପ୍ରେଲ୍ ୨୦୨୫
Volume No. 03 | Issue No. 02 | Mar-Apr 2025
ସାରାଂଶ
କୋଶଳାଞ୍ଚଳ ହେଉଛି ଏକାଧିକ ଆଦିବାସୀ ଶ୍ରେଣୀ, ଜାତି ଓ ପ୍ରଜାତିଙ୍କ ଆବାସ ସ୍ଥଳୀ। ପ୍ରବୃତ୍ତି, ପ୍ରକୃତି ଧର୍ମଧାରଣା ଉତ୍ସବ ଅନୁଷ୍ଠାନ ଦୃଷ୍ଟିରୁ ମଧ୍ୟ ଓଡିଶାର ଅନ୍ୟାନ୍ୟ ଅଂଚଳ ଠାରୁ ଏ ଅଂଚଳଟି ସ୍ୱତନ୍ତ୍ର, ଭିନ୍ନ। ସମୟ ଧାରାରେ ଏ ଅଞ୍ଚଳରେ ଆଦିବାସୀ ବିଶ୍ୱାସ ସହ ତନ୍ତ୍ର, ବୌଦ୍ଧ, ଜୈନ, ବୈଷ୍ଣବ, ଶୈବ ଓ ଶାକ୍ତ ଧର୍ମସହ ଲୋକ ପରମ୍ପରାର ସଂଘର୍ଷ ଓ ସମନ୍ୱୟ ଘଟିଛି। ମୂଳରୁ ସ୍ପଷ୍ଟ କରି ଦିଏଁ ଆଲୋଚନାର ବୃହତ କ୍ଷେତ୍ର ସମଗ୍ର କୋଶଳାଞ୍ଚଳ। ଦେବୀ ଓ ଲୋକଦେବୀଙ୍କ ନାମ ସଂଗ୍ରହ ଏହାର ଉଦ୍ଦେଶ୍ୟ ନୁହେଁ ବରଂ ଦେବୀ ଉପାସନାର ଧାରା, ସ୍ଥାନ ଓ ପ୍ରବୃତ୍ତି ଉପରେ ଉକ୍ତ ଆଲୋଚନାକୁ ପର୍ଯ୍ୟବସିତ କରିବା ଦିଗରେ ପ୍ରୟାସ କରାଯାଇଛି ।
ମୂଳଶବ୍ଦ :
କୋଶଳାଞ୍ଚଳ, ଆଦିବାସୀ, ଧର୍ମାଚାର, ଦେବୀ ଉପାସନା, ଶାକ୍ତ ଧର୍ମ, ଲୋକ ପରମ୍ପରା, ଦେବୀ ଓ ଲୋକଦେବୀ, ଆଦିବାସୀ ପରଂପରା।
ସହାୟକ ଗ୍ରନ୍ଥସୂଚୀ :
୧) ଦାସ, ଚିତ୍ତରଂଜନ। ୧୯୮୨। ଆଦିବାସୀ ସଂସ୍କୃତିର ସ୍ୱରୂପ। ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ।
୨) ନାୟକ, ଦ୍ୱାରିକାନାଥ। ୧୯୯୮। ସମ୍ବଲପୁରୀ ଲୋକଗୀତରେ ସମାଜ ଜୀବନର ସ୍ୱରୂପ। କଟକ : ଓଡ଼ିଶା ବୁକ୍ଷ୍ଟୋର।
୩) ନାୟକ, କ୍ଷେତ୍ରବାସୀ। ୧୯୮୧। ଭାରତୀୟ କାବ୍ୟତତ୍ତ୍ୱ। କଟକ: ପୁସ୍ତକ ଭଣ୍ଡାର ବାଂକାବଜାର।
୪) ପଟ୍ଟନାୟକ, କଇଳାଶ। ୧୯୯୬। ଲୋକ ସାହିତ୍ୟ ଚର୍ଚ୍ଚା। ୨ୟ ପ୍ରକାଶ। କଟକ: କଟକ ଟ୍ରେଡ଼ିଂ କମ୍ପାନୀ।
୫) ପଣ୍ଡା, ଡ. ନିମାଇଁ ଚରଣ। ୧୯୯୭। ପଶ୍ଚିମ ଓଡ଼ିଶାର ଲୋକ ସାହିତ୍ୟର ସ୍ୱରୂପ। ସମ୍ବଲପୁର: ସାରସ୍ୱତ ପୁସ୍ତକଭଣ୍ଡାର।
୬) ପାଣିଗ୍ରାହୀ, କୁମୁଦ ରଂଜନ। ୨୦୧୨। ପଶ୍ଚିମ ଓଡ଼ିଶାର ଲୋକଗାଥା। ସମ୍ବଲପୁର: ସୁଖଦୁଖ୍ ପ୍ରକାଶନ।
୭) ବାଗ, ସଞ୍ଜୟ କୁମାର। ୨୦୧୨। ଲୋକଧାରା। ଭୁବନେଶ୍ୱର: ଏଥେନା ବୁକ୍ସ।
୮) ବିଶି, ଦୋଳଗୋବିନ୍ଦ। ୨୦୧୨। କନ୍ଧମାନଙ୍କର ସାଂସ୍କୃତିକ ପରମ୍ପରା। ବିଶ୍ୱବିଦ୍ୟଳୟ ଆୟୋଗଙ୍କ ଆର୍ଥିକ ଅନୁଦାନରୁ ପ୍ରକାଶିତ ଓ ଭାରତ ଅଫ୍ସେଟ୍, ଟିଟିଲାଗଡ଼ରେ ମୁଦ୍ରିତ।
Copyright (C) 2025 Dr. Sanjaya Kumara Mishra
Funding:
No funding was received for conducting this study.
Does this article screened for similarity?
Yes
Conflict of interest:
The Author has no conflicts of interest to declare that they are relevant to the content of this article.
About the Licenses:
© Dr. Sanjaya Kumara Mishra 2025. The text of this article is open access and licensed under a Creative Commons Attribution 4.0 International License
Cite this Article :
Mishra, Sanjaya Kumara, Koshalanchalara Debi Upaasanara Dhara, Bageesha, Vol. No. 03, Issue No. 02, March – April 2025, Article No: BM2025/02-A002| Page- 18-21| DOI: https://doi.org/10.70541/BAGEESHA/2025030202

This work is licensed under a Creative Commons Attribution 4.0 International License.
