
ଓଡ଼ିଆ ଉପନ୍ୟାସରେ ନାରୀ ଓ ତା’ର ମାନବିକ ଅଧିକାର: ଏକ ଅନୁଶୀଳନ
ଡ. ଇନ୍ଦ୍ରମଣି ସାହୁ
ସହକାରୀ ପ୍ରାଧ୍ୟାପକ, ଓଡ଼ିଆ ବିଭାଗ, ଭାଷାଭବନ, ବିଶ୍ୱଭାରତୀ, ଶାନ୍ତିନିକେତନ
Article No. BM2025/02-A001
DOI: 10.70541/BAGEESHA/2025030201
PAGE:09-17
RECEIVED : 11 AUG 2024 । ACCEPTED : 25 APR 2025 । REVISED : 30 APR 2025 । PUBLISHED: 10 MAY 2025
ପ୍ରକାଶନ ବିବରଣୀ
ତୃତୀୟ ବର୍ଷ, ଦ୍ୱିତୀୟ ସଂଖ୍ୟା | ମାର୍ଚ୍ଚ – ଅପ୍ରେଲ୍ ୨୦୨୫
Volume No. 03 | Issue No. 02 | Mar-Apr 2025
ସାରାଂଶ
ନାରୀକୁ ନେଇ ଆମ ସଂସ୍କୃତି ଓ ଶାସ୍ତ୍ର ସନ୍ଦିଗ୍ଧଚିତ୍। ଦେବୀ-ଦାନବୀର ଚରମକୋଟୀରେ ତା’ର ଅବସ୍ଥାନ। ନାରୀକୁ ମାନବୀ ଦୃଷ୍ଟିରେ ଦେଖିବାର ଶୁଭଦୃଷ୍ଟି ଏବେ ବି ଅଭିଷ୍ଟ ହୋଇ ରହିଛି। ମନୁଷ୍ୟର ଗର୍ଭଧାରିଣୀକୁ ମନୁଷ୍ୟର ମର୍ଯ୍ୟାଦା ମିଳିନାହିଁ। ସଭ୍ୟତା ଓ ସଂସ୍କୃତିର ବିକାଶ ଏହି ସମସ୍ୟାର ଖୋଜିଛି ସମାଧାନ। ଚିନ୍ତନ, ମନନ ଓ ଅଭିବ୍ୟକ୍ତିରେ ସ୍ୱାଧୀନତା ଏବଂ ଜୀବନଯାପନରେ ମାନବିକ ମୁକ୍ତି ଓ ଗୌରବଲାଭ ପାଇଁ ନାରୀର ସଂଗ୍ରାମ ରହିଛି ଅବ୍ୟାହତ। ସେ ପ୍ରୟାସରେ ଭାବଶିଳ୍ପ ସାହିତ୍ୟ ହୋଇଛି ଅଗ୍ରଣୀ। ବିଶ୍ୱସାହିତ୍ୟରେ ଉପନ୍ୟାସ ନେଇଛି ଏହାର ନେତୃତ୍ୱ। ଓଡ଼ିଆ ଉପନ୍ୟାସରେ ନାରୀର ମାନବିକ ଅଧିକାର ସମ୍ପର୍କିତ ବିମର୍ଶର ଅନୁଶୀଳନ ଓଡ଼ିଆ ସମାଲୋଚନାର ଧାରାରେ ଏକ ଆଲୋକିତ ସଂଯୋଜନ।
ମୂଳଶବ୍ଦ :
ଓଡ଼ିଆ ଉପନ୍ୟାସ, ନାରୀ, ମାନବିକ ଅଧିକାର, ଓଡ଼ିଆ ଉପନ୍ୟାସରେ ନାରୀ, ଅଭିବ୍ୟକ୍ତିରେ ସ୍ୱାଧୀନତା
ସହାୟକ ଗ୍ରନ୍ଥସୂଚୀ :
୧) ମହାନ୍ତି, ଗୁରୁପ୍ରସାଦ। ୧୯୯୫। କବିତା ସମଗ୍ର। ଭୁବନେଶ୍ୱର: ଚତୁରଙ୍ଗ ପ୍ରକାଶନ।
୨) ଶତପଥୀ, ନିତ୍ୟାନନ୍ଦ। ୧୯୯୪। ସବୁଜରୁ ସାମ୍ପ୍ରତିକ। କଟକ: ଗ୍ରନ୍ଥମନ୍ଦିର।
୩) ସ୍ୱାଇଁ, ଦିଲୀପ କୁମାର। ୨୦୦୭। ନୂତନ କବିତାର ନକ୍ସା। କଟକ: ବିଜୟିନୀ ପ୍ରକାଶନ।
୪) ମହାରଣା, ସୌଭାଗ୍ୟବନ୍ତ। ୨୦୧୭। ସମକାଳୀନ ଓଡ଼ିଆ କବିତା। ଭୁବନେଶ୍ୱର: ଦିଶା ଓ ଦୃଷ୍ଟି ପବ୍ଲିସିଙ୍ଗ ହାଉସ।
୫) ମିଶ୍ର, ପ୍ରସନ୍ନ କୁମାର। ୧୯୯୮। ଷଷ୍ଠମହଲାର ସ୍ତ୍ରୀ ଲୋକ। କଟକ: ଓଡ଼ିଶା ବୁକ୍ ଷ୍ଟୋର।
୬) ପାଢ଼ୀ, ବିଭୁପ୍ରସାଦ। ୨୦୧୦। ତେତିଶ ଓଡ଼ିଆ କବି। ନିୟୁଏଜ ପ୍ରକାଶନ।
୭) ମହାନ୍ତି, ବ୍ରହ୍ମୋତ୍ରୀ। ୨୦୧୦। କବିତା ସମଗ୍ର। ଭୁବନେଶ୍ୱର: ପଶ୍ଚିମା ପ୍ରକାଶନ।
୮) ମହାନ୍ତି, ଅପର୍ଣ୍ଣା। ୨୦୧୦। ଅପର୍ଣ୍ଣା ମହାନ୍ତିମାନଙ୍କପାଇଁ କବିତା। କଟକ: ଓଡ଼ିଶା ବୁକ୍ ଷ୍ଟୋର।
୯) ରଥ, ରମାକାନ୍ତ। ୨୦୧୦। ଶ୍ରୀ ରାଧା। କଟକ: ଗ୍ରନ୍ଥମନ୍ଦିର।
୧୦) ପରିଡା, ରଂଜିତ କୁମାର। ୨୦୦୭। କବିପଣ ଓ ବିଚାର ଦୃଷ୍ଟି। କଟକ: ବିଜୟିନୀ ପ୍ରକାଶନୀ।
୧୧) ସାରଳା ସାହିତ୍ୟ ସଂସଦ। ୨୦୦୪। ସାମ୍ପ୍ରତିକ କବି ଓ କବିତା। କଟକ: ଓଡ଼ିଶା ବୁକ୍ ଷ୍ଟୋର।
୧୨) ପାଣିଗ୍ରାହୀ ନଳିନୀ କୁମାର। ୨୦୧୧। କବିତାର ବାସ୍ନା କବିର ବିଭୋରତା। ଭୁବନେଶ୍ୱର: ଏଥେନା ବୁକ୍।
Copyright (C) 2025 Dr. Indramani Sahu
Funding:
No funding was received for conducting this study.
Does this article screened for similarity?
Yes
Conflict of interest:
The Author has no conflicts of interest to declare that they are relevant to the content of this article.
About the Licenses:
© Dr. Indramani Sahu 2025. The text of this article is open access and licensed under a Creative Commons Attribution 4.0 International License
Cite this Article :
Sahu, Indramani, Odia Upanyasare Nari O Ta’ra Manabika Adhikara: Eka Anusilana, Bageesha, Vol. No. 03, Issue No. 02, March – April 2025, Article No: BM2025/02-A001| Page- 09-17| DOI: https://doi.org/10.70541/BAGEESHA/2025030201

This work is licensed under a Creative Commons Attribution 4.0 International License.
