ଗବେଷକ, ଓଡ଼ିଆ ବିଭାଗ, ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ

Article No. BM2025/01-A005
DOI: 10.70541/BAGEESHA/2025030105
PAGE: 32-39

Received : 25 Dec 2024 | Accepted : 25 Feb 2025 | Revised: 31 Feb 2025 | Published: 10 Mar 2025


ପ୍ରକାଶନ ବିବରଣୀ

ତୃତୀୟ ବର୍ଷ, ପ୍ରଥମ ସଂଖ୍ୟା | ଜାନୁୟାରୀ-ଫେବୃୟାରୀ ୨୦୨୫
Volume No. 03 | Issue No. 01 | Jan- Feb 2025


ଲୋକସାହିତ୍ୟର ବିଭିନ୍ନ ବିଭବ ମଧ୍ୟରେ ଲୋକୋକ୍ତି ବା ଲୋକବାଣୀ ସ୍ୱତନ୍ତ୍ର। ବିଶ୍ୱର ବିଭିନ୍ନ କଥିତ ସାହିତ୍ୟରେ ବହୁ ପ୍ରାଚୀନ କାଳରୁ ଆଦ୍ୟାବଧି ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଭାରତ ତଥା ଓଡ଼ିଶାରେ ମଧ୍ୟ ଲୋକୋକ୍ତିର ବ୍ୟବହାର ବହୁମାତ୍ରାରେ ଦେଖିବାକୁ ମିଳିଥାଏ। ଓଡ଼ିଶାର ଉତ୍ତର, ଦକ୍ଷିଣ, ପୂର୍ବ ପରି ପଶ୍ଚିମାଞ୍ଚଳରେ ମଧ୍ୟ ସାଧାରଣ ଗ୍ରାମ୍ୟ ଜନତାର ମୁଖେମୁଖେ ଏହା ପ୍ରଚଳିତ। ଏହି ଅଞ୍ଚଳର ଲୋକ କଥିତ ଭାଷାକୁ ସମ୍ବଲପୁରୀ ଭାଷା ବୋଲି କୁହାଯାଇ ଥାଏ। ଏହା ମାନକ ଭାଷା ଓଡ଼ିଆର ଏକ ଉପଭାଷା ଅଟେ। ଓଡ଼ିଶାର ଅନ୍ୟାନ୍ୟ ଉପଭାଷା ପରି ସମ୍ବଲପୁରୀ ଭାଷାର ମଧ୍ୟ ସ୍ୱାତନ୍ତ୍ର୍ୟ ରହିଛି। ତେଣୁ ଏହି ଭାଷାରେ ପ୍ରଚଳିତ ଥିବା ଅନେକ ଲୁପ୍ତପ୍ରାୟ ଲୋକୋକ୍ତି ବା ଲୋକବାଣୀକୁ ଲୋକଲୋଚନକୁ ଆଣିବା ଓ ଏହାର ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରିବା ହେଉଛି ଏହି ନିବନ୍ଧର ମୁଖ୍ୟ ଆଭିମୁଖ୍ୟ।

ପଶ୍ଚିମ ଓଡ଼ିଶା, ଲୋକ ସାହିତ୍ୟ, ଲୋକୋକ୍ତି ବା ଲୋକବାଣୀ, ଢଗଢମାଳି ବା ଛଟା, ରୂଢି, ପ୍ରବାଦ, ପ୍ରବଚନ।

୧) ପଣ୍ଡା ନିମାଇଁ ଚରଣ। ୧୯୯୭। ପଶ୍ଚିମ ଓଡ଼ିଶାର ଲୋକ ସାହିତ୍ୟର ସ୍ୱରୂପ। ପ୍ରକାଶନ – ପୂର୍ଣ୍ଣିମା ପ୍ରିଣ୍ଟର୍ସ, ସମ୍ବଲପୁର।(ଓଡିଆ ବିଭବ)
୨) ନାୟକ ଦ୍ୱାରିକାନାଥ। ୧୯୯୮। ସମ୍ବଲପୁରୀ ଲୋକ ଗୀତରେ ସମାଜ ଜୀବନର ସ୍ୱରୂପ। ପ୍ରକାଶନ- ଓଡ଼ିଶା ବୁକଷ୍ଟୋର, କଟକ।(ଓଡିଆ ବିଭବ)
୩) ସାହୁ ଆଦିକନ୍ଦ। ୨୦୦୩। ସମ୍ବଲପୁର ଭାଷା ସାହିତ୍ୟ ସଂସ୍କୃତି। ପ୍ରକାଶନ- ସମ୍ବଲପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର।(ଓଡିଆ ବିଭବ)
୪) ସାହୁ ନାରାୟଣ। ୨୦୧୧। ଓଡିଆ ପ୍ରବାଦ ପ୍ରବଚନ ଓରୂଢି କୋଷ। ପ୍ରକାଶନ – ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ସଂସ୍ଥା, ଭୁବନେଶ୍ୱର।
୫) ସାହୁ ସୁଧିର କୁମାର। ୨୦୦୮। ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ବିକାଶଧାର। ପ୍ରକାଶନ – ଅଗ୍ରଦୂତ, କଟକ।
୬) ହସନ୍ କୁମାର। ୧୯୮୨। ସମ୍ବଲପୁରୀ ଲୋକ ସାହିତ୍ୟ। ପ୍ରକାଶନ – କେ. କେ.ମିଶ୍ର ଏଣ୍ଡ କୋ, କଟକ।(ଓଡିଆ ବିଭବ)

Funding:
No funding was received for conducting this study.

Does this article screened for similarity?
Yes

Conflict of interest:
The Author has no conflicts of interest to declare that they are relevant to the content of this article.

About the Licenses:
© Pradyumna Sahu 2025. The text of this article is open access and licensed under a Creative Commons Attribution 4.0 International License

Cite this Article :
Sahu, Pradyumna, Paschima Odisara Lokokti_Eka Parjyalochana, Bageesha, Vol. No. 03, Issue No. 01, January-February 2025, Article No: BM2025/01-A005| Page- 32-39| DOI: https://doi.org/10.70541/BAGEESHA/2025030105

This work is licensed under a Creative Commons Attribution 4.0 International License.