ବାଲେଶ୍ୱର ଲୋକଚଳଣିରେ ବଙ୍ଗୀୟ ସଂସ୍କୃତିର ପ୍ରଭାବ
ସୁସନ୍ଧ୍ୟା ପ୍ରିୟଦର୍ଶନୀ ନାୟକ
ଅଧ୍ୟାପିକା ଓଡ଼ିଆ ବିଭାଗ, ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ, ଭୋଗରାଇ, ବାଲେଶ୍ୱର
Article No. BM2025/01-A004
DOI: 10.70541/BAGEESHA/2025030104
PAGE: 28-31
Received : 24 Dec 2024 | Accepted : 25 Feb 2025 | Revised: 31 Feb 2025 | Published: 10 Mar 2025
ପ୍ରକାଶନ ବିବରଣୀ
ତୃତୀୟ ବର୍ଷ, ପ୍ରଥମ ସଂଖ୍ୟା | ଜାନୁୟାରୀ-ଫେବୃୟାରୀ ୨୦୨୫
Volume No. 03 | Issue No. 01 | Jan- Feb 2025
ସାରାଂଶ
୧୯୩୬ ମସିହାରେ ସ୍ୱତନ୍ତ୍ର ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ହେଲା। ମେଦିନୀପୁର, ଷଢ଼େଇକଳା, ସିଂହଭୂମି ଆଦି ଅଞ୍ଚଳରେ ବହୁ ପରିମାଣରେ ଓଡ଼ିଆ ଭାଷାଭାଷୀ ଲୋକ ବସବାସ କରୁଥିଲେ ମଧ୍ୟ ତାହା ଓଡ଼ିଶାଠାରୁ ବିଚ୍ଛିନ୍ନ ହୋଇଥିଲା। ଯାହା ଫଳରେ ଓଡ଼ିଶା ଓ ପଶ୍ଚିମବଙ୍ଗର ସୀମାରେଖା ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କଦ୍ୱାରା ଏକ ମିଶ୍ରିତ ସଂସ୍କୃତି ସୃଷ୍ଟି ହୋଇଥିଲା। ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ ଆଦି ଅଞ୍ଚଳ ବହୁ ପରିମାଣରେ ପଶ୍ଚିମବଙ୍ଗର ଲୋକଚଳଣି ଦ୍ୱାରା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳେ। କଲିକତାର ମେଦିନୀପୁର, ଦୀଘା, କାନ୍ଥି ଆଦି ବାଲେଶ୍ୱରର ପଡ଼ୋଶୀ ଅଞ୍ଚଳ। ଏଣୁ ବାଲେଶ୍ୱରରେ ଲୋକ ଚଳଣିରେ ବଙ୍ଗୀୟ ପ୍ରଭାବ ଲକ୍ଷ୍ୟ କରାଯାଏ। ଆଲୋଚନାଟି ଏକ୍ଷେତ୍ରରେ ଉପସ୍ଥାପନାଗତ ସାମାନ୍ୟ ପ୍ରୟାସ ମାତ୍ର।
ମୂଳଶବ୍ଦ :
ସଂସ୍କୃତି, ବାଲେଶ୍ୱର, ବଙ୍ଗଳା, ଧର୍ମ, ଭାଇଫଣ୍ଟା, ଜାମାୟୀଷଷ୍ଠୀ, ମନସା ପୂଜା, ମିଶ୍ରିତ ଶବ୍ଦ।
ସହାୟକ ଗ୍ରନ୍ଥସୂଚୀ :
୧. ଦାସ, ମନୋଜ। ଅମ଼ତ ଫଳ, ବିଦ୍ୟାପୁରୀ, କଟକ, ସପ୍ତମ ସଂସ୍କରଣ, ୨୦୧୩।
୨. ପଣ୍ଡା, ହରିହର। ଓଡ଼ିଶା ଇତିହାସ, ପ୍ରକାଶକ-କିତାବ ମହଲ,କଟକ,୨ୟ ସସ୍କରଣ,୨୦୦୮ ।
୩. ପଟ୍ଟନାୟକ, କଇଳାଶ(ସଂ)। ଫକୀର ମୋହନ ଗ୍ରନ୍ଥାବଳୀ (ଗଳ୍ପମାଳା), ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ, ପଞ୍ଚମ ସଂସ୍କରଣ, ୨୦୧୪।
୪. ପାତ୍ର, କାର୍ତ୍ତିକେଶ୍ୱର। ନର୍କର ନାମ ଅମରାବତୀ, ପଞ୍ଚଶୀଳ, ଭୁବନେଶ୍ୱର, ପ୍ରଥମ ସଂସ୍କରଣ, ୧୯୮୯।
୫. ପାତ୍ର, କାର୍ତ୍ତିକେଶ୍ୱର(ସଂ) ଏବଂ ଅନ୍ୟାନ୍ୟ। ଭୋଗରାଇ, ପ୍ରକାଶକ- ପ୍ରଜ୍ଞା ଓ ଭୋଗରାଇ ଉତ୍ସବ ପାଳନ କମିଟି, ୨୦୦୮।
୬. ପାତ୍ର, କାର୍ତ୍ତିକେଶ୍ୱର। ମୁହାଣ ମୁହଁ, ପକ୍ଷୀଘର, ଖୋର୍ଦ୍ଧା,୨୦୦୭ ।
୭. ତଥ୍ୟ ସଂଗ୍ରହ, ତଥ୍ୟ ପ୍ରଦାନକାରୀ- ଗିରିଜା ଶଙ୍କର ମହାନ୍ତି, ଅଚିନ୍ତ୍ୟ ଦାଶ, ନନ୍ଦ କୁମାର ଦାସ, ଗୀତା ଦାଶ ଓ ଲିଲି ତ୍ରିପାଠୀ ଆଦି।
Copyright (C) 2025 Susandhya Priyadarsani Nayak
Funding:
No funding was received for conducting this study.
Does this article screened for similarity?
Yes
Conflict of interest:
The Author has no conflicts of interest to declare that they are relevant to the content of this article.
About the Licenses:
© Susandhya Priyadarsani Nayak 2025. The text of this article is open access and licensed under a Creative Commons Attribution 4.0 International License
Cite this Article :
Nayak, Susandhya Priyadarsani, Baleswara Lokachalannire Bangiya Sanskrutira Prabhaba, Bageesha, Vol. No. 03, Issue No. 01, January-February 2025, Article No: BM2025/01-A004 | Page- 28-31| DOI: https://doi.org/10.70541/BAGEESHA/2025030104

This work is licensed under a Creative Commons Attribution 4.0 International License.

