ଓଡ଼ିଆ ପ୍ରାଧ୍ୟାପକ, ଆନନ୍ଦପୁର ମହାବିଦ୍ୟାଳୟ, କେଉଁଝର

Article No. BM2025/01-A003
DOI: 10.70541/BAGEESHA/2025030103
PAGE: 22-27

Received : 20 Dec 2024 | Accepted : 25 Feb 2025 | Revised: 31 Feb 2025 | Published: 10 Mar 2025


ପ୍ରକାଶନ ବିବରଣୀ

ତୃତୀୟ ବର୍ଷ, ପ୍ରଥମ ସଂଖ୍ୟା | ଜାନୁୟାରୀ-ଫେବୃୟାରୀ ୨୦୨୫
Volume No. 03 | Issue No. 01 | Jan- Feb 2025


ସାହିତ୍ୟ, ସମୟାନୁସାରି ସାମାଜିକ ଜଳଛବି। ସାହିତ୍ୟର ପଥ ଦେଇ ଆଜି ଆମେ ଆମ ଅତୀତର ଏକ ପ୍ରାରୂପକୁ ଦେଖିବାର ସୁଯୋଗ ଲାଭ କରିପାରୁଛେ। ବାସ୍ତବରେ ସାହିତ୍ୟ କେବଳ ସର୍ଜନାତ୍ମକ କଳାକର୍ମ ନୁହେଁ; ଏହା ଆମ ସାମାଜିକ ଓ ସଂସ୍କୃତିକ ଇତିହାସ ମଧ୍ୟ। ଯାହାକୁ ସାହିତ୍ୟର ମାର୍ଗ ଦେଇ ସ୍ରଷ୍ଟା ଭିନ୍ନ ରୂପରେ ସଂରକ୍ଷଣ ଦିଏ। ଅନୁରୂପ ପ୍ରୟାସ ଆଧୁନିକ ସାହିତ୍ୟର ଏକ ପ୍ରମୁଖ ଦିଗ। ଏଠାରେ ସ୍ପଷ୍ଟ କରିଦିଆ ଯାଇପାରେ ଯେ, ସାହିତ୍ୟରେ ଏହି ଇତିହାସ ବା କିମ୍ବଦନ୍ତୀକୁ ଯଦିଓ ପୂର୍ଣ୍ଣତଃ ଗ୍ରହଣ କରା ନ ଯାଇ ଏହା ସହ ସର୍ଜନା ଯୋଡ଼ି ଦିଆଯାଇଛି। ତଥାପି ଏହାର ଅଧ୍ୟୟନ ଆମ ସାହିତ୍ୟପାଇଁ ଗୌରବର ପରିଚାୟକ।

ଆଧୁନିକ, କବିତା, ଓଡ଼ିଆ କବିତା, ଆଧୁନିକ ଓଡ଼ିଆ କବିତା, ଇତିହାସ ଓ କିମ୍ବଦନ୍ତୀ, ସାହିତ୍ୟ, ଜନଶ୍ରୁତି, ଓଡ଼ିଆ କାବ୍ୟ-କବିତା।

୧. ଦେବେନ୍ଦ୍ର, ମହାନ୍ତି। ୧୯୭୧। ଯୁଗଜ୍ୟୋତି ରାଧାନାଥ। କଟକ: ଫ୍ରେଣ୍ଡସ ପବ୍ଲିସର୍ଶ।
୨. ସାମଲ, ବୈଷ୍ଣବ ଚରଣ। ୨୦୧୩। ଓଡ଼ିଆ ସାହିତ୍ୟରେ ରାଧାନାଥ ଓ ସତ୍ୟବାଦୀ ଯୁଗ। ଚତୁର୍ଥ ସଂସ୍କରଣ। କଟକ: ଫ୍ରେଣ୍ଡସ ପବ୍ଲିସର୍ଶ।
୩. ଶତପଥୀ, ନିତ୍ୟାନନ୍ଦ। ୧୯୮୫। ସବୁଜରୁ ସାମ୍ପ୍ରତିକ। ଦ୍ୱିତୀୟ ସଂସ୍କରଣ। କଟକ: ଗ୍ରନ୍ଥମନ୍ଦିର।
୪. ମହନୀ, ପ୍ରଦ୍ୟୁମ୍ନ କୁମାର। ୧୯୬୭। ରାଧାନାଥ ସ୍ମରଣିକା। ବାଲେଶ୍ୱର: ବିଶ୍ୱଶ୍ରୀ ପ୍ରେସ୍।
୫. ବିଶ୍ୱାଳ, ମହାପାତ୍ର ମନୋରମା।୧୯୯୨। ଡ. ମାୟାଧର ମାନସିଂହଙ୍କ କାବ୍ୟକୀର୍ତ୍ତି। କଟକ: ଓଡ଼ିଶା ବୁକ୍ ଷ୍ଟୋର୍।
୬. ଜେନା, ମୁରାରୀ ମୋହନ। ୧୯୫୭। ଗୋଦାବରୀଶ ସ୍ମରଣିକା। କଟକ: ଦାସରଥୀ ପ୍ରେସ୍।
୭. ଶତପଥୀ, ନିତ୍ୟାନନ୍ଦ। ୧୯୬୭। ଗୋପବନ୍ଧୁ ପରିକ୍ରମା। କଟକ: ପୂଜ୍ୟପୂଜା ସାହିତ୍ୟ ସଂସଦ।

Funding:
No funding was received for conducting this study.

Does this article screened for similarity?
Yes

Conflict of interest:
The Author has no conflicts of interest to declare that they are relevant to the content of this article.

About the Licenses:
© Bashista Kumara Behera 2025. The text of this article is open access and licensed under a Creative Commons Attribution 4.0 International License

Cite this Article :
Behera, Bashista Kumara, Adhunika Odia Kaabya -Kabitaare Itihasa o Kimbadantira Padadhwani, Bageesha, Vol. No. 03, Issue No. 01, January-February 2025, Article No: BM2025/01-A003| Page- 23-27| DOI: https://doi.org/10.70541/BAGEESHA/2025030103

This work is licensed under a Creative Commons Attribution 4.0 International License.