ନୟାଗଡ଼ ଜିଲ୍ଲାରେ ପ୍ରଚଳିତ ବିଭିନ୍ନ ଧର୍ମାଚାର
ଲେପ୍ଟନାଣ୍ଟ୍ ଡ. ବିନ୍ଦୁଲତା ଷଣ୍ଢ
ଓଡ଼ିଆ ଅଧ୍ୟାପିକା, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ନୟାଗଡ଼
Article No. BM2025/01-A002
DOI: 10.70541/BAGEESHA/2025030102
PAGE: 13-22
Received : 15 Dec 2024 | Accepted : 25 Feb 2025 | Revised: 31 Feb 2025 | Published: 10 Mar 2025
ପ୍ରକାଶନ ବିବରଣୀ
ତୃତୀୟ ବର୍ଷ, ପ୍ରଥମ ସଂଖ୍ୟା | ଜାନୁୟାରୀ-ଫେବୃୟାରୀ ୨୦୨୫
Volume No. 03 | Issue No. 01 | Jan- Feb 2025
ସାରାଂଶ
ନୟାଗଡ଼ ଏକ ଦେଶୀୟ ରାଜ୍ୟ। ଛବିଶ ଗଡ଼ଜାତ ମଧ୍ୟରେ ଅନ୍ୟତମ। ଲୋକମୁଖରେ ‘ନବଦୁର୍ଗ’, ‘ନୂଆଗଡ଼’, ‘ଗଡ଼’। ଗଡ଼ଜାତ ମିଶ୍ରଣପରେ ୧୮୪୮ ମସିହାରେ, ଏହା ଆଧୁନିକ ଓଡ଼ିଶା ସହିତ ମିଶିଗଲା। ସେତେବେଳେ ଓଡ଼ିଶାର ଜିଲ୍ଲା ସଂଖ୍ୟା ତେର ଏବଂ ନୟାଗଡ଼ ପୁରୀ ଜିଲ୍ଲାର ଅଂଶ। ଏହି ଅଞ୍ଚଳ ବିବିଧ ସଂସ୍କୃତିକ ବିଭବରେ ବର୍ଣ୍ଣାଢ୍ୟ । ନୟାଗଡ଼ରେ ବଞ୍ଚୁଥିବା ବିଭିନ୍ନ ଜାତି ଓ ସଂଗୋଷ୍ଠୀର ମଣିଷମାନଙ୍କ ଜୀବନଚର୍ଯା କିପରି ସ୍ୱତନ୍ତ୍ର ଓ ମିଶ୍ର ତାହାର ସ୍ୱରୂପ ସଂପର୍କରେ ଅବଗାହନ ଓ ସାମାଜିକ ଓ ସଂସ୍କୃତିକ ଦୃଷ୍ଟିରେ ସେସବୁର ମୂଲ୍ୟାୟନ ଦିଗରେ ଉକ୍ତ ଆଲୋଚନାରେ ପ୍ରୟାସ କରାଯାଇଛି। ଯାହା ନୟାଗଡ଼ ମାଟିର ବୈଭବ ଓ ସ୍ୱାତନ୍ତ୍ର୍ୟର ପରିଚାୟକ।
ମୂଳଶବ୍ଦ :
ନୟାଗଡ଼, ନୟାଗଡ଼ର ପର୍ବପର୍ବାଣି, ଧର୍ମାଚାର, ଓଷା-ବ୍ରତ, ଆଦିବାସୀ, ଶବର, ଦଣ୍ଡପର୍ବ, ନୟାଗଡ଼ର ଆଦିବାସୀ ପରଂପରା।
ସହାୟକ ଗ୍ରନ୍ଥସୂଚୀ :
୧) ନନ୍ଦ, ହରିହର। ୨୦୦୬। ନୟାଗଡ଼ ଇତିହାସ। ବୁର୍ଲା: ଫାଇବଷ୍ଟାର ପ୍ରିଣ୍ଟିଂପ୍ରେସ୍।
୨) ଆଚାର୍ଯ୍ୟ, ପ୍ରାଣକୃଷ୍ଣ। ୧୯୯୭। ସଂକ୍ଷିପ୍ତ ଓଡ଼ିଶା ଓ ନୟାଗଡ଼ ଇତିହାସ। ସିନ୍ଦୁରିଆ, ନୟାଗଡ଼: ମୋ ପ୍ରେସ ପ୍ରକାଶନ।
୩) ପାଣିଗ୍ରାହୀ, କୈଳାସ ଚନ୍ଦ୍ର। ୧୯୮୨। ନୟାଗଡ଼ ଇତିହାସ। ପ୍ରକାଶନ ସୂଚନା ଅନୁପଲବ୍ଧ ( ସୌଜନ୍ୟ ଓଡ଼ିଆ ବିଭବ)।
୪) ବଳିଆର ସିଂହ, ସତ୍ୟବାଦୀ। ୨୦୧୧। ରଣପୁର ଇତିହାସ। ଟାଙ୍ଗୀ, ପୁରୀ : ଶାନ୍ତିପ୍ରେସ୍।
୫) ସାହୁ, ବଂଶୀଧର। ୨୦୧୧। ନୟାଗଡ଼ ନିର୍ମାଣ ଯୁଗ ପ୍ରତିଷ୍ଠାରେ। ଇଟାମାଟି ନୟାଗଡ଼। ପ୍ରକାଶନ ସୂଚନା ଅନୁପଲବ୍ଧ ( ସୌଜନ୍ୟ ଓଡ଼ିଆ ବିଭବ)।
୬) ମହାପାତ୍ର, ଶ୍ୟାମ ସୁନ୍ଦର। ୨୦୧୧। ଲୋକ ସାହିତ୍ୟ ତତ୍ତ୍ୱ। ବିନୋଦ ବିହାରୀ, କଟକ: ଓଡ଼ିଶା ବୁକ୍ ଷ୍ଟୋର୍।
୭) ନନ୍ଦ, ଦୂର୍ଗା ମାଧବ। ୧୯୯୯। ଆମ ଲୋକ ସଂସ୍କୃତି। ଦ୍ୱିତୀୟ ସଂସ୍କରଣ। ବ୍ରହ୍ମପୁର: ଲୋକ ସଂସ୍କୃତି ଗବେଷଣା ପରିଷଦ।
୮) ପଟ୍ଟନାୟକ, ଅରବିନ୍ଦ। ୨୦୦୮। ବ୍ରତ ସାହିତ୍ୟ। ଦ୍ୱିତୀୟ ପ୍ରକାଶନ। ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ।
Copyright (C) 2025 Lt. Dr. Bindulta Sandha
Funding:
No funding was received for conducting this study.
Does this article screened for similarity?
Yes
Conflict of interest:
The Author has no conflicts of interest to declare that they are relevant to the content of this article.
About the Licenses:
© Lt. Dr. Bindulta Sandha 2025. The text of this article is open access and licensed under a Creative Commons Attribution 4.0 International License
Cite this Article :
Sandha, Bindulta, Nayagarh Jilaare Prachallita Bibhirna Dharmaachara, Bageesha, Vol. No. 03, Issue No. 01, January-February 2025, Article No: BM2025/01-A002| Page- 13-22| DOI: https://doi.org/10.70541/BAGEESHA/2025030102

This work is licensed under a Creative Commons Attribution 4.0 International License.

