ଆଧୁନିକ ଓଡ଼ିଆ କବିତାରେ ମୁଁ’ତ୍ୱ ଭାବ
ଡ. ସୁଶ୍ରୀ ସଙ୍ଗୀତା ସ୍ୱାଇଁ
ଅଧ୍ୟାପିକା, ଭାଷା ଓ ସାହିତ୍ୟ ବିଭାଗ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର
Article No. BM2025/01-A001
DOI: 10.70541/BAGEESHA/2025030101
PAGE:09-12
Received : 10 Dec 2024 | Accepted : 25 Feb 2025 | Revised: 31 Feb 2025 | Published: 10 Mar 2025
ପ୍ରକାଶନ ବିବରଣୀ
ତୃତୀୟ ବର୍ଷ, ପ୍ରଥମ ସଂଖ୍ୟା | ଜାନୁୟାରୀ-ଫେବୃୟାରୀ ୨୦୨୫
Volume No. 03 | Issue No. 01 | Jan- Feb 2025
ସାରାଂଶ
ଆଧୁନିକ ଓଡ଼ିଆ କବିତା ବିଭିନ୍ନ ଭାବ ପ୍ରସ୍ଥକୁ ଆତ୍ମସ୍ଥ କରି ଗତିଶୀଳ କବିତାର ଆତ୍ମିକ ଉପାଦାନ ଭାବରେ କେତେବେଳେ ସମୟ ସଚେତନତା, ମୃତ୍ୟୁ ଚେତନା, ବିଭୁଚେତନା, ଆଦି ସ୍ଥାନ ପାଇଥିବା ବେଳେ ଅନ୍ୟତମ ଶକ୍ତିଶାଳୀ ଭାବପକ୍ଷ ଭାବରେ ମୁଁ’ତ୍ୱ ଭାବ ବା ଆତ୍ମକୈନ୍ଦ୍ରିକ (Self-centered) ଭାବ ସ୍ଥାନିତ ହୋଇ କବିତାର ଶ୍ରୀ ବୃଦ୍ଧିରେ ସହାୟକ ହୋଇଛି। ସ୍ୱପ୍ନ, ହତାଶା, ବ୍ୟର୍ଥତା, ନିଃସଙ୍ଗତା, ରୁକ୍ଷ ବାସ୍ତବତା, ଆଧ୍ୟାତ୍ମିକ ଜିଜ୍ଞାସା ଆଦି ଭାବକୁ କବି କାବ୍ୟ ନାୟକର ସହାୟତାରେ ମୁଁ’ତ୍ୱର ପ୍ରତୀକାତ୍ମକ ଆବେଗ ସାହାଯ୍ୟରେ ପ୍ରକାଶ କରିଛି। ଉକ୍ତ ନିବନ୍ଧଟି ସେସବୁର ଏକ ପରିଚୟାତ୍ମକ ଉପସ୍ଥାପନା ମାତ୍ର।
ମୂଳଶବ୍ଦ :
ମୁଁ’ତ୍ୱ, ସମକାଳର କବିତା, ଓଡ଼ିଆ କବିତା, ଆତ୍ମ-ସ୍ୱୀକାରୋକ୍ତି, ଆତ୍ମ-ପ୍ରତ୍ୟୟ ଆତ୍ମ-ବିଭୋରତା, ବିରୋଧଭାସ, ଆତ୍ମ-ପ୍ରବଞ୍ଚନା, ଆତ୍ମ -ନିର୍ବାସନ
ସହାୟକ ଗ୍ରନ୍ଥସୂଚୀ :
୧. ମହାନ୍ତି, ଗୁରୁ ପ୍ରସାଦ। ୧୯୯୫। କବିତା ସମଗ୍ର। ଭୁବନେଶ୍ୱର: ଚତୁରଙ୍ଗ ପ୍ରକାଶନ।
୨. ଶତପଥୀ, ନିତ୍ୟାନନ୍ଦ। ୧୯୯୪। ସବୁଜରୁ ସାମ୍ପ୍ରତିକ। କଟକ: ଗ୍ରନ୍ଥମନ୍ଦିର।
୩. ସ୍ୱାଇଁ, ଦିଲୀପ କୁମାର। ୨୦୦୭। ନୂତନ କବିତାର ନକ୍ସା । କଟକ: ବିଜୟିନୀ ପ୍ରକାଶନ।
୪. ମହାରଣା, ସୌଭାଗ୍ୟବନ୍ତ। ୨୦୧୭। ସମକାଳୀନ ଓଡ଼ିଆ କବିତା। ଭୁବନେଶ୍ୱର: ଦିଶା ଓ ଦୃଷ୍ଟି ପବ୍ଲିସିଙ୍ଗ ହାଉସ।
୫. ମିଶ୍ର, ପ୍ରସନ୍ନ କୁମାର। ୧୯୯୮। ଷଷ୍ଠମହଲାର ସ୍ତ୍ରୀ ଲୋକ। କଟକ: ଓଡ଼ିଶା ବୁକ୍ ଷ୍ଟୋର।
୬. ପାଢ଼ୀ, ବିଭୁପ୍ରସାଦ। ୨୦୧୦। ତେତିଶ ଓଡ଼ିଆ କବି। ନିୟୁଏଜ ପ୍ରକାଶନ।
୭. ମହାନ୍ତି, ବ୍ରହ୍ମୋତ୍ରୀ। ୨୦୧୦। କବିତା ସମଗ୍ର। ଭୁବନେଶ୍ୱର: ପଶ୍ଚିମା ପ୍ରକାଶନ।
୮. ମହାନ୍ତି, ଅପର୍ଣ୍ଣା। ୨୦୧୦। ଅପର୍ଣ୍ଣା ମହାନ୍ତିମାନଙ୍କପାଇଁ କବିତା। କଟକ: ଓଡ଼ିଶା ବୁକ୍ ଷ୍ଟୋର।
୯. ରଥ, ରମାକାନ୍ତ। ୨୦୧୦। ଶ୍ରୀ ରାଧା। କଟକ: ଗ୍ରନ୍ଥମନ୍ଦିର।
୧୦. ପରିଡା, ରଂଜିତ କୁମାର। ୨୦୦୭। କବିପଣ ଓ ବିଚାର ଦୃଷ୍ଟି। କଟକ: ବିଜୟିନୀ ପ୍ରକାଶନୀ।
୧୧. ସାରଳା ସାହିତ୍ୟ ସଂସଦ। ୨୦୦୪। ସାମ୍ପ୍ରତିକ କବି ଓ କବିତା। କଟକ: ଓଡ଼ିଶା ବୁକ୍ ଷ୍ଟୋର।
୧୨. ପାଣିଗ୍ରାହୀ ନଳିନୀ କୁମାର। ୨୦୧୧। କବିତାର ବାସ୍ନା କବିର ବିଭୋରତା। ଭୁବନେଶ୍ୱର: ଏଥେନା ବୁକ୍।
Copyright (C) 2025 Dr. Shusri Sangita Swain
Funding:
No funding was received for conducting this study.
Does this article screened for similarity?
Yes
Conflict of interest:
The Author has no conflicts of interest to declare that they are relevant to the content of this article.
About the Licenses:
© Dr. Shusri Sangita Swain 2025. The text of this article is open access and licensed under a Creative Commons Attribution 4.0 International License
Cite this Article :
Swain, Shusri Sangita, Adhunika Odia Kabitaare Mun’twa Bhaba, Bageesha, Vol. No. 03, Issue No. 01, January-February 2025, Article No: BM2025/01-A001| Page- 09-12| DOI: https://doi.org/10.70541/BAGEESHA/2025030101

This work is licensed under a Creative Commons Attribution 4.0 International License.

