ଦୁର୍ଭିକ୍ଷକୈନ୍ଦ୍ରିକ ଓଡ଼ିଆ ଉପନ୍ୟାସ : ଏକ ଆଲୋଚନା
ସୁଷମା ବେହେରା୧, ଡ. ମମତାରାଣୀ ବେହେରା୨
ଗବେଷିକା, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱର୧
ସହକାରୀ ପ୍ରଫେସର, ଓଡ଼ିଆ ସିଡିଓଇ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର୨
Article ID: BM2024/06-A005
Article Received : 18.12.2024 | Accepted : 25.12.2024 | Published : 10.01.2025
ପ୍ରକାଶନ ବିବରଣୀ
ଦ୍ୱିତୀୟ ବର୍ଷ, ଷଷ୍ଠ ସଂଖ୍ୟା | ନଭେମ୍ବର – ଡିସେମ୍ବର ୨୦୨୪
Volume No. 02 | Issue No. 06 | Nov-Dec 2024
ସାରାଂଶ
ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଅଟେ। ଏଠାରେ ବର୍ଷର ବିଭିନ୍ନ ସମୟରେ ନାନା ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଥାଏ। ରାଜ୍ୟରେ କ୍ରମାଗତ ଭାବରେ ବନ୍ୟା, ବାତ୍ୟା, ମରୁଡି, ଦୁର୍ଭିକ୍ଷ, ଅଂଶୁଘାତ, ଜଳ ସଙ୍କଟ ଭଳି ଋତୁକାଳୀନ ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ଦେଖାଯାଇଥାଏ। ପ୍ରକୃତିର ସ୍ୱାଭାବିକ ଗତି କୌଣସି କାରଣରୁ ଖଣ୍ଡିତ ହେଲେ ପୃଥିବୀରେ ସୃଷ୍ଟି ହୁଏ ନାନା ବିପଦ। ଏ ବିପଦ କେବେକେବେ ଏତେ କଠିନ ହୁଏ ଯେ ସାମାଜିକ ଜୀବନର ଗତିଧାରା ବିଶେଷ ପରିବର୍ତ୍ତିତ ହୁଏ। ବାହ୍ୟତଃ ଏହା ଅସମ୍ଭବ ମନେ ହେଉଥିଲେ ହେଁ ନଅଙ୍କ ଦୁର୍ଭିକ୍ଷ ଜନିତ ସାମାଜିକ ବିବର୍ତ୍ତନ ଏକ ଐତିହାସିକ ସତ୍ୟଭାବେ ଏ ମନ୍ତବ୍ୟକୁ ପ୍ରମାଣିତ କରୁଚି। ଓଡ଼ିଆ ଉପନ୍ୟାସରେ ବିଭିନ୍ନ ଘଟଣାର ବର୍ଣ୍ଣନା କିମ୍ବା ପରିସ୍ଥିତି ଓ ପରିବେଶ ପ୍ରସଙ୍ଗରେ ବନ୍ୟା, ବାତ୍ୟା ଓ ଦୁର୍ଭିକ୍ଷପରି ପ୍ରାକୃତିକ ଦୁର୍ଯୋଗର ବର୍ଣ୍ଣନା ରହିଛି। ଏମାନଙ୍କ ମଧ୍ୟରୁ ଦୁର୍ଭିକ୍ଷର ସାମାଜିକ ଜୀବନଚର୍ଯ୍ୟାର ଗତିନିୟନ୍ତା ଭାବେ ଏକ ସ୍ୱତନ୍ତ୍ର ଭୂମିକା ରହିଛି।
ମୂଳଶବ୍ଦ :
ଦୁର୍ଭିକ୍ଷ, ଓଡ଼ିଆ ଉପନ୍ୟାସ, ନ’ଅଙ୍କ ଦୁର୍ଭିକ୍ଷ, ପ୍ରାକୃତିକ ବିପର୍ଯ୍ୟୟ, ଓଡ଼ିଶା, ଉପନ୍ୟାସ
ସହାୟକ ଗ୍ରନ୍ଥସୂଚୀ :
୧) ଉମର୍, ସାହିଦ। ଓଡ଼ିଶା ପ୍ରସଙ୍ଗ। ୧ମ ସଂସ୍କରଣ, ଆୟନ ପ୍ରକାଶନ, ଭୁବନେଶ୍ୱର, ୨୦୦୬।
୨) ପଟ୍ଟନାୟକ, ଡକ୍ଟର କଇଳାଶ। ଓଡ଼ିଆ ଉପନ୍ୟାସର ସମାଜତତ୍ତ୍ୱ। ୨ୟ ମୁଦ୍ରଣ, ବିଦ୍ୟାପୁରୀ, କଟକ, ୨୦୧୯।
୩) ବରାଳ, ଡକ୍ଟର ଆଲୋକ। ଉପନ୍ୟାସ ଜିଜ୍ଞାସା। ୧ମ ସଂସ୍କରଣ, ବିଜୟିନୀ ପବ୍ଲିକେଶନ, କଟକ, ୨୦୧୯।
୪) ଦେବୀ, ଶ୍ରୀମତୀ ପୀତାମ୍ବରୀ। କାନ୍ତରାବାବୁ। ୧ମ ମୁଦ୍ରଣ, ଉତ୍କଳ ସାହିତ୍ୟପ୍ରେସ୍, କଟକ, ୧୯୩୧।
୫) ପ୍ରଧାନ, ଡକ୍ଟର ମନୋରଞ୍ଜନ। ଉପନ୍ୟାସତତ୍ତ୍ୱ ଓ ଅନ୍ୟାନ୍ୟ ଆଲୋଚନା। ୧ମ ମୁଦ୍ରଣ, ଓଡ଼ିଶା ବୁକ୍ଷ୍ଟୋର, କଟକ, ୨୦୦୩।
୬) ମହାନ୍ତି, କାହ୍ନୁଚରଣ। ଶାସ୍ତି। ୨୦ଶ ସଂସ୍କରଣ, ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ, କଟକ, ୨୦୧୯ ।
୭) ପାଣିଗ୍ରାହୀ, କାଳିନ୍ଦୀଚରଣ। କାଳିନ୍ଦୀଚରଣ ଉପନ୍ୟାସ ସମଗ୍ର। ୫ମ ସଂସ୍କରଣ, କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର, କଟକ, ୨୦୨୧।
୮) ଦାଶ, ଜଗନ୍ନାଥ ପ୍ରସାଦ। ଦେଶ କାଳ ପାତ୍ର। ୬ଷ୍ଠ ସଂସ୍କରଣ, ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ, କଟକ, ୨୦୧୯।
୯) ପଣ୍ଡା, ହୃଷୀକେଶ। ଗର୍ବକରିବାର କଥା। ୪ର୍ଥ ସଂସ୍କରଣ, ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ, କଟକ, ୨୦୨୨।
୧୦) ମିଶ୍ର, ଶରଦଚନ୍ଦ୍ର। କଳାହାଣ୍ଡି ଓ ଇନ୍ଦ୍ରଦେବତା। ୧ମ ସଂସ୍କରଣ, ନିଉ ଏଜ୍ ପବ୍ଲିକେଶନ୍ସ, କଟକ, ୨୦୦୫।
Copyright (C) 2024 ସୁଷମା ବେହେରା୧, ଡ. ମମତାରାଣୀ ବେହେରା୨
Funding:
No funding was received for conducting this study.
Does this article screened for similarity?
Yes
Conflict of interest:
The Author has no conflicts of interest to declare that they are relevant to the content of this article.
About the Licenses:
© Sushama Behera, Dr. Mamatarani Behera 2024. The text of this article is open access and licensed under a Creative Commons Attribution 4.0 International License
Cite this Article :
Sushama Behera, Dr. Mamatarani Behera, Durbhikshakaindrika Odia Upanyasa : Eka Alochana, Bageesha, Vol. No. 02, Issue No. 06, November- December 2024, Article No: BM2024/06-A005 | Page- 33-38

This work is licensed under a Creative Commons Attribution 4.0 International License.
