ଗବେଷକ, ଓଡ଼ିଆ ବିଭାଗ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ପ୍ରଜ୍ଞା ବିହାର, ବଲାଙ୍ଗିର

Article ID: BM2024/06-A004

Article Received : 20.02.2024 | Accepted : 25.12.2024 | Published : 10.01.2025


ପ୍ରକାଶନ ବିବରଣୀ

ଦ୍ୱିତୀୟ ବର୍ଷ, ଷଷ୍ଠ ସଂଖ୍ୟା | ନଭେମ୍ବର – ଡିସେମ୍ବର ୨୦୨୪
Volume No. 02 | Issue No. 06 | Nov-Dec 2024


ନାଟକ ସାହିତ୍ୟର ଏକ ସୁକୁମାର ବିଭାଗ। ଏହା ନାଟ୍ୟକାରଙ୍କ ଲେଖନୀରୁ ଜନ୍ମ ନେଇଥାଏ ସତ, ହେଲେ ଅପେକ୍ଷା ରଖେ ରଙ୍ଗମଞ୍ଚକୁ, ନାଟ୍ୟାନୁଷ୍ଠାନକୁ, ଅଭିନୟକୁ। ନାଟକ ପାଇଁ ମଞ୍ଚ ଏକ ପ୍ରଧାନ ଅବଲମ୍ବନ। କୌଣସି ନାଟକ ମଞ୍ଚାୟନ ନ ହେବା ପର୍ଯ୍ୟନ୍ତ ତା’ର ବାସ୍ତବ ମୂଲ୍ୟ; ସଫଳ ଭାବେ ନିରୂପଣ କରାଯାଇ ପାରେନା। ତେଣୁ ନାଟକ ମାତ୍ରେ ହିଁ ଅଭିନୟ ଉପରେ ନିର୍ଭର କରିଥାଏ। ଅଭିନୟ ପାଇଁ ମଞ୍ଚ ଓ ନାଟ୍ୟାନୁଷ୍ଠାନର ଆବଶ୍ୟକତା ଅନୁଭୂତ ହୋଇଥାଏ। ଓଡ଼ିଆ ନାଟକ କ୍ଷେତ୍ରରେ ଓଡ଼ିଶାର ବହୁ ନାଟ୍ୟାନୁଷ୍ଠାନ ଗଢ଼ିଉଠିଛି। ସ୍ୱାଧୀନତା ପରବର୍ତ୍ତୀ ସମୟରେ ବିଶେଷ କରି ବହୁ ସୌଖିନ ନାଟ୍ୟାନୁଷ୍ଠାନ ଗଢ଼ିଉଠିଛି। ଯାହା ଓଡ଼ିଆ ନାଟ୍ୟ ସାହିତ୍ୟ ପାଇଁ ଶୁଭଙ୍କରୀ। ତେବେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ବା ବର୍ତ୍ତମାନର ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଖାପାଖି ୨୫-୩୦ଟି ସୌଖିନ ନାଟ୍ୟାନୁଷ୍ଠାନ ରହିଛି। ଏହି ସଂସ୍ଥାମାନଙ୍କ ଦ୍ୱାରା ବହୁ ନାଟକ ମଞ୍ଚସ୍ଥ ହୋଇଅଛି। ଯାହା ଓଡ଼ିଆ ନାଟ୍ୟ ସାହିତ୍ୟ ଜଗତକୁ ସୁଦୃଢ଼ କରିଛି। ଏହି ନାଟ୍ୟାନୁଷ୍ଠାନମାନଙ୍କର ଜନ୍ମଜାତକ, ଏଥିରେ ଅଭିନୀତ ନାଟକ ଏବଂ ଓଡ଼ିଆ ନାଟକକୁ ଏହାର ଅବଦାନକୁ ଏହି ପ୍ରବନ୍ଧରେ ଆଲୋଚନ କରାଯାଇଛି ।

ବରଗଡ଼ ଜିଲ୍ଲା, ପଦ୍ମପୁର, ସୌଖିନ ନାଟ୍ୟାନୁଷ୍ଠାନ, ରଙ୍ଗମଞ୍ଚ, ଓଡ଼ିଆ ନାଟକ, ସମ୍ବଲପୁରୀ ନାଟକ

୧. ଲେଖା ଅଟଲ ଉତ୍ସବ। ୨୦୨୧। ମୁଖ୍ୟ ସମ୍ପାଦକ ଡ. ଫକୀର ଚରଣ ରଣା। ସମ୍ବଲପୁର: ଡ. ଅଟଲ ବିହାରୀ ସ୍ମୃତି ସଂସଦ ବୁର୍ଲା।
୨. ଧନୁଷ୍ପ୍ରଭା। ୨୦୧୭। ମୁଖ୍ୟ ସମ୍ପାଦକ ଶ୍ରୀ ଅଞ୍ଜନ କୁମାର ମାଣିକ (ଜିଲ୍ଲାପାଳ ବରଗଡ଼)। ବରଗଡ଼: ଧନୁଯାତ୍ରା ମହୋତ୍ସବ ସମିତି।
୩. (ସ୍ମରଣିକା) ସଭାପତି। ୨୦୦୭। ହରିହର ମିଶ୍ର, ସୌଖୀନ ବରଗଡ଼: କଳାକାର ସଂଘ।
୪. ନାଟ୍ୟତ୍ସବ, ବାର୍ତ୍ତାଲାପ-୨। ୨୦୦୯। ସମ୍ପାଦକ- ବ୍ରଜେନ୍ଦ୍ର ନାୟକ। ସମ୍ବଲପୁର: କ, ଖ, ଗ।

Funding:
No funding was received for conducting this study.

Does this article screened for similarity?
Yes

Conflict of interest:
The Author has no conflicts of interest to declare that they are relevant to the content of this article.

About the Licenses:
© Subhranshu Behera 2024. The text of this article is open access and licensed under a Creative Commons Attribution 4.0 International License

Cite this Article :
Subhranshu Behera, Baragada Jilaara Saukhina Natanusthana : Eka Drustipata, Bageesha, Vol. No. 02, Issue No. 06, November – December 2024, Article No: BM2024/06-A004 | Page- 25-32

This work is licensed under a Creative Commons Attribution 4.0 International License.