ତନ୍ତ୍ରଧାରାରେ ସୋନପୁରର ବଳିଯାତ୍ରା
ସନ୍ତୋଷ ଭୋଇ
ସହକାରୀ ପ୍ରଫେସର, ଓଡ଼ିଆ ବିଭାଗ, ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ସୋନପୁର
Article ID: BM2024/06-A003
Article Received : 15.12.2024 | Accepted : 25.12.2024 | Published : 10.01.2025
ପ୍ରକାଶନ ବିବରଣୀ
ଦ୍ୱିତୀୟ ବର୍ଷ, ଷଷ୍ଠ ସଂଖ୍ୟା | ନଭେମ୍ବର – ଡିସେମ୍ବର ୨୦୨୪
Volume No. 02 | Issue No. 06 | Nov-Dec 2024
ସାରାଂଶ
ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ତ୍ରିବେଣୀ ସଂଗମ ହେଉଛି ସୋନପୁର। ଏତଦ ବ୍ୟତୀତ ଶୈବ, ଶାକ୍ତ ଓ ବୌଦ୍ଧ ଧର୍ମର ସମନ୍ୱୟ ଏଠାରେ ଦେଖିବାକୁ ମିଳେ। କେଉଁ ପ୍ରାଚୀନ କାଳରୁ ଏଠାରେ ଶକ୍ତି ପରମ୍ପରା ଅବ୍ୟାହତ ରହିଛି ତାହା କଳନା କରିବା କଷ୍ଟକର ବ୍ୟାପାର। ସୋନପୁରର ଅଷ୍ଟଚଣ୍ଡୀ ହେଉଛନ୍ତି ଏହାର ଉଦାହରଣ। ଏହି ଅଷ୍ଟଚଣ୍ଡୀକୁ ଆଧାର କରି ଆଶ୍ୱିନ ମହାଳୟାରୁ କାର୍ତ୍ତିକ ପ୍ରତିପଦା ପର୍ଯନ୍ତ ସୋନପୁରରେ ବଳିଯାତ୍ରା ଅନୁଷ୍ଠିତ ହୋଇଥାଏ। ଷୋଳଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ଯାତ୍ରାର ଇତିହାସ ବହୁ ପ୍ରାଚୀନ। ଏହା ପ୍ରଥମେ ଆଦିବାସୀ ଗଣ୍ଡ ସମ୍ପ୍ରଦାୟର ଦେବତା ବୁଢାରଜାଙ୍କୁ ନେଇ ଅନୁଷ୍ଠିତ ହେଉଥିଲା। ପରେ ସୋନପୁରର ରାଜବଂଶ ପ୍ରତିଷ୍ଠା ପରେ ଇଷ୍ଟଦେବୀ ସମଲେଇ ଏବଂ ସ୍ତମ୍ଭେଶ୍ୱରୀକୁ ନେଇ ବଳିଯାତ୍ରା ଆରମ୍ଭ ହେଲା। ସମ୍ପ୍ରତି ଏହା ସୋନପୁର ସର୍ବବୃହତ ଗଣପର୍ବ ଅଟେ।
ମୂଳଶବ୍ଦ :
ସୋନପୁର, ବଳିଯାତ୍ରା, ତନ୍ତ୍ର, ବରୁଆ, ଶକ୍ତି, ବୁଢାରାଜା, ସମଲେଇ , ସୁରେଶ୍ୱରୀ, ଗଣପର୍ବ
ସହାୟକ ଗ୍ରନ୍ଥସୂଚୀ :
୧. ପଟ୍ଟନାୟକ, ଆଶୁତୋଷ ଏବଂ ପରିଜା ଗଣେଶ ପ୍ରସାଦ। ୧୯୮୨। ଓଡ଼ିଆ ସାହିତ୍ୟରେ ତନ୍ତ୍ରର ପ୍ରଭାବ। ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ ।
୨. କେଦାରନାଥ ଗବେଷଣା ପରିଷଦ। ୧୯୯୭। ଓଡ଼ିଶାର ତନ୍ତ୍ର ସଂସ୍କୃତି। ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ।
୩. ମିଶ୍ର, ପୁରୁଷୋତ୍ତମ। ୨୦୨୦। ସୁବର୍ଣ୍ଣପୁରର ଲୋକସଂସ୍କୃତି। ବଲାଙ୍ଗୀର: ବୀଣାପାଣି ପ୍ରକାଶନ।
୪. ନାଏକ, ସୁଦାମ। ୨୦୨୨। ସୁବର୍ଣ୍ଣପୁରର ଇତିହାସ। କଟକ: ଚନ୍ଦନ ବୁକ୍ସ, ମହମ୍ମଦିଆ ବଜାର।
୫. ନାଏକ ସୁଦାମ। ୨୦୨୩। ମନ୍ଦିର ମାଳିନୀ ସୁବର୍ଣ୍ଣପୁର। ସୁବର୍ଣ୍ଣପୁର: ନିସାନ ପ୍ରକାଶନୀ, ରାଏପାଲି ।
Copyright (C) 2024 ସନ୍ତୋଷ ଭୋଇ
Funding:
No funding was received for conducting this study.
Does this article screened for similarity?
Yes
Conflict of interest:
The Author has no conflicts of interest to declare that they are relevant to the content of this article.
About the Licenses:
© Santosa Bhoi 2024. The text of this article is open access and licensed under a Creative Commons Attribution 4.0 International License
Cite this Article :
Santosha Bhoi, Tantradharaare Sonapurara Balijatra, Bageesha, Vol. No. 02, Issue No. 06, November – December 2024, Article No: BM2024/06-A003 | Page- 19-24

This work is licensed under a Creative Commons Attribution 4.0 International License.
