ସହକାରୀ ପ୍ରାଧ୍ୟାପକ, ଓଡ଼ିଆ ବିଭାଗ, ରେଭେନ୍‌ସା ବିଶ୍ୱବିଦ୍ୟାଳୟ, କଟକ

Article ID: BM2024/06-A002

Article Received : 05.12.2024 | Accepted : 25.12.2024 | Published : 10.01.2025


ପ୍ରକାଶନ ବିବରଣୀ

ଦ୍ୱିତୀୟ ବର୍ଷ, ଷଷ୍ଠ ସଂଖ୍ୟା | ନଭେମ୍ବର – ଡିସେମ୍ବର ୨୦୨୪
Volume No. 02 | Issue No. 06 | Nov-Dec 2024


ଲୋକ ସାହିତ୍ୟର ଏକ ବିଶିଷ୍ଟ ଅଙ୍ଗ ହେଉଛି ଲୋକଗୀତ। ଲୋକଗୀତ ଲୋକମାନଙ୍କଦ୍ୱାରା ସୃଷ୍ଚି ହେଲେ ହେଁ ଗୋଟିଏ ଜାତିର ଏହା ଯଥାର୍ଥ ପ୍ରତିନିଧି। ଏହି ଗୀତମଧ୍ୟରୁ ଗୋଟିଏ ଜାତିର ମାନସିକତା ତଥା ମୌଳିକ ବୈଶିଷ୍ଟ୍ୟର ପରିଚୟ ମିଳେ। ଠିକ୍ ସେହିପରି ବାଥୁଡ଼ି ଜନଜାତି ଏକ ସଂସ୍କୃତି ସଂପନ୍ନ ଜନଜାତି। ଏହି ସଂସ୍କୃତି ସଂପନ୍ନ ବାଥୁଡ଼ି ଜନଜାତି ମୟୂରଭଂଜ, କେନ୍ଦୁଝର ଓ ବାଲେଶ୍ୱର ନୀଳଗିରି ଅଞ୍ଚଳରେ ବସବାସ କରନ୍ତି। ଏହି ସଂପ୍ରଦାୟର ଲୋକମାନେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଖଣ୍ଡରେ ବିଭିନ୍ନ ପ୍ରକାର ରୀତିନୀତିର ଅନୁସରଣ କରିଥାନ୍ତି ଏବଂ ପାରଂପାରିକ ରୀତିରେ ତତ୍‌ଜନିତ ଭିନ୍ନ ଭିନ୍ନ ଲୋକଗୀତମାନ ଗାନକରିଥାନ୍ତି। ତନ୍ମଧ୍ୟରୁ ଅନ୍ୟତମ ଉଲ୍ଲେଖନୀୟ ଲୋକଗୀତ ହେଉଛି ଗନ୍ଧାଦିଆ ଓ ମାଟିଖୋଳା ଗୀତ। ଏହି ଗନ୍ଧାଦିଆ ଓ ମାଟିଖୋଳା ଗୀତ ବାଥୁଡ଼ି ସଂପ୍ରଦାୟର ବିବାହର ଏକ ଅଂଶବିଶେଷ। ତେଣୁ ଏହା ସ୍ୱତନ୍ତ୍ର। ଏକ୍ଷେତ୍ରରେ ଏକ ଗବେଷଣାତ୍ମକ ଆକଳନ ହେଉଛି ଉକ୍ତ ଗବେଷଣା ପ୍ରବନ୍ଧ।

ଲୋକଗୀତ, ବାଥୁଡ଼ି ଜନଜାତି, ଗନ୍ଧାଦିଆ ଓ ମାଟିଖୋଳା ଗୀତ, ଲୋକଜୀବନ, ମୌଖିକ ପରଂପରା

୧) ଓଡ଼ିଶା ସାହିତ୍ୟ ଏକାଡେମୀ(ସଂ)। ୨୦୦୪। ଓଡ଼ିଆ ସାହିତ୍ୟ ଓ ଆଦିବାସୀ ସାହିତ୍ୟ। ଦ୍ୱିତୀୟ ସଂସ୍କରଣ। ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ।
୨) ପସାୟତ, ଚିତ୍ରସେନ। ୨୦୧୬। ଆଦିବାସୀ ମୌଖିକ ସାହିତ୍ୟ ପରଂପରା(ସଂ)। ଦ୍ୱିତୀୟ ସଂସ୍କରଣ । ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ।
୩) ନନ୍ଦ, ଦୁର୍ଗାମାଧବ। ୨୦୦୧। ଆମ ଲୋକ ଗୀତ ଓ ଲୋକ ବାଦ୍ୟ(ସଂ)। ପ୍ରଥମ ସଂସ୍କରଣ। ପୁରୀ: ଲୋକ ସଂସ୍କୃତି ଗବେଷଣା ପରିଷଦ।
୪) ଶତପଥି, ରବୀନ୍ଦ୍ର କୁମାର। ୨୦୦୦। ବାଥୁଡ଼ି ଲୋକ ସାହିତ୍ୟ। ପ୍ରଥମ ସଂସ୍କରଣ। ଭୁବନେଶ୍ୱର: ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ।

Funding:
No funding was received for conducting this study.

Does this article screened for similarity?
Yes

Conflict of interest:
The Author has no conflicts of interest to declare that they are relevant to the content of this article.

About the Licenses:
© Dr. Raja kumara Naik 2024. The text of this article is open access and licensed under a Creative Commons Attribution 4.0 International License

This work is licensed under a Creative Commons Attribution 4.0 International License.