ଓଡ଼ିଆ-ଇଂରାଜୀ ସାହିତ୍ୟିକ ଲେଖା ସବୁର ଅନୁବାଦ: ଏକ ପ୍ରାୟୋଗିକ ଭାଷାବିଜ୍ଞାନ ବିଶ୍ଳେଷଣ
ଡ. ପ୍ରତାପ କୁମାର ଦାଶ
ସହଯୋଗୀ ପ୍ରାଧ୍ୟାପକ, ଇଂରାଜୀ ବିଭାଗ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିର
Article ID: BM2024/06-A001
Article Received : 09.12.2024 | Accepted : 25.12.2024 | Published : 10.01.2025
ପ୍ରକାଶନ ବିବରଣୀ
ଦ୍ୱିତୀୟ ବର୍ଷ, ଷଷ୍ଠ ସଂଖ୍ୟା | ନଭେମ୍ବର – ଡିସେମ୍ବର ୨୦୨୪
Volume No. 02 | Issue No. 06 | Nov-Dec 2024
ସାରାଂଶ
ଓଡ଼ିଶାରେ ଓଡ଼ିଆରୁ ଇଂରାଜୀକୁ ଏବଂ ଇଂରାଜୀରୁ ଓଡ଼ିଆକୁ ଅନୁବାଦ କାର୍ଯ୍ୟ ସମାପନ କରିବା ଏକ ନୂଆ କଥା ନୁହେଁ। ବିଶେଷ କରି ଓଡ଼ିଆ ସାହିତ୍ୟ ଏବଂ ଇଂରାଜୀ ସାହିତ୍ୟର ସାରସ୍ୱତ କୃତି ସମୂହକୁ ଓଡ଼ିଶାର ସାହିତ୍ୟ ଅନୁରାଗୀ ବ୍ୟକ୍ତି ବିଶେଷ ଗତ ପଚାଶ ବର୍ଷରୁ ଉର୍ଦ୍ଧ୍ୱ ହେବ ଅନୁବାଦ କରିଆସୁଛନ୍ତି। ଏହା ଉପରେ ଅନେକ ଗବେଷଣା କାର୍ଯ୍ୟ ମଧ୍ୟ ହୋଇଚାଲିଛି। ଏହା ଫଳରେ ଅନୁବାଦ ସହିତ ତୁଳନାତ୍ମକ ସାହିତ୍ୟର ଦିଗ ମଧ୍ୟ ସମ୍ପ୍ରସାରଣ ହେଉଛି। ତେବେ ଏହି ପୃଷ୍ଠଭୂମିରେ ଅନୁବାଦର ଯଥାର୍ଥତା, ପ୍ରାସଙ୍ଗିକତା, ଉପଯୋଗିତା ଏବଂ ପ୍ରାସଙ୍ଗିକତାର ଅବମୂଲ୍ୟାୟନ କରିବା ହଁ ଏହି ଲେଖାଟିର ମୂଳ ଉଦ୍ଦେଶ୍ୟ। ଆମେ ନୀତିଗତ ଭାବେ କିମ୍ବା ଆଗ୍ରହ ଯୋଗୁଁ ଅନୁବାଦ କରୁନା ପ୍ରକୃତରେ ସେହି ନିର୍ଦ୍ଦିଷ୍ଟ ଲେଖାଗୁଡ଼ିକର ଆନ୍ତର୍ଜାତୀୟ ସ୍ତରରେ ପାଠକୀୟ ଚାହିଦା ରହିବା ପାଇଁ ଅନୁବାଦ କରିବା ନିହାତି ଦରକାର। ଯଦି ଆମେ ଇଂରାଜୀରୁ ଓଡ଼ିଆ ଏବଂ ଓଡ଼ିଆରୁ ଇଂରାଜୀକୁ ଅନୁବାଦ କରୁ ତେବେ କେବେବି ଏହି ଅନୁବାଦ ହୋଇଥିବା ପୁସ୍ତକଗୁଡ଼ିକର ପାଠକୀୟ ପ୍ରତିକ୍ରିୟାର ମୂଲ୍ୟାୟନ କରିଛେ କି? ଅନୁବାଦ କରୁଥିବା ବ୍ୟକ୍ତିମାନଙ୍କର ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଅନୁବାଦ କଳାର ଯେଉଁ କୌଶଳ ବା କାର୍ଯ୍ୟଦକ୍ଷତା ଅଛି କି? ଏଥି ସହିତ ଉଭୟ ଭାଷା ଓ ସାହିତ୍ୟର ଅନୁବାଦ ନହୋଇପାରୁଥିବା ଉପାଦାନ, ଭାଷାର ଶୈଳୀଗତ ସ୍ୱାତନ୍ତ୍ର୍ୟ ଏବଂ ସୃଜନଶୀଳତାକୁ ଉଚିତ ଭାବେ ଅନୁବାଦରେ ଧ୍ୟାନ ଦେଇପାରୁଛେ କି?
ମୂଳଶବ୍ଦ :
ଓଡ଼ିଆ ସାହିତ୍ୟ, ଇଂରାଜୀ ସାହିତ୍ୟ, ଅନୁବାଦ, ତୁଳନାତ୍ମକ ସାହିତ୍ୟ, ମୂଲ୍ୟାୟନ, ସୃଜନଶୀଳତା
ସହାୟକ ଗ୍ରନ୍ଥସୂଚୀ :
୧. Panda, A.K, 2015, “Translation in Odia: A Historical survey,” Translation Today.
୨. ପାଣ୍ଡବ, ଶତ୍ରୁଘ୍ନ। ୨୦୧୧। ପାଣି ଓ ଅନ୍ୟାନ୍ୟ କବିତା। କଟକ : ଅଗ୍ରଦୂତ।
୩. ପାଳ, ପଦ୍ମଜ। ୧୯୯୫। ପାପ ପରି ନିଜର, କଟକ: ଅଗ୍ରଦୂତ।
୪. ବେହେରା, ଦିଲ୍ଲୀପ। ୨୦୧୧। ଜାମୁକୋଳି ଗପ, ଲଣ୍ଠନ। ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନସ।
୫. ମେହେର, ଗଙ୍ଗାଧର। ୧୯୨୧। ତପସ୍ୱିନୀ, ଗଙ୍ଗାଧର ଗ୍ରନ୍ଥାବଳୀ। କଟକ: ଦାସ ବ୍ରଦର୍ସ।
୬. ରାଉତରାୟ, ସଚ୍ଚିଦାନ୍ଦନ। ୧୯୪୫। ମଶାଣିର ଫୁଲ। କଟକ: ଗ୍ରନ୍ଥମନ୍ଦିର।
୭. ସରାଫ୍, ଗାୟତ୍ରୀ। ୨୦୨୦। ପଣତ କାନିରେ ଘର। ଭୁବନେଶ୍ୱର: ବ୍ଲାକ୍ ଇଗଲ ବୁକ୍ସ।
Copyright (C) 2024 ଡ. ପ୍ରତାପ କୁମାର ଦାଶ
Funding:
No funding was received for conducting this study.
Does this article screened for similarity?
Yes
Conflict of interest:
The Author has no conflicts of interest to declare that they are relevant to the content of this article.
About the Licenses:
© Dr. Pratapa Kumara Dash 2024. The text of this article is open access and licensed under a Creative Commons Attribution 4.0 International License
Cite this Article :
Dr. Pratapa Kumara Dash, Odia – English Sahityika Lekhaa Sabura Anubada : Eka Pryogika Bhasabigyana Bislesana, Bageesha, Vol. No. 02, Issue No. 06, November – December 2024, Article No: BM2024/06-A001 | Page- 8-13

This work is licensed under a Creative Commons Attribution 4.0 International License.
