ସହକାରୀ ପ୍ରଫେସର, ଓଡ଼ିଆ ବିଭାଗ, ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ବୌଦ୍ଧ

Article ID: BM2024/05-A002

Article Received : 29.08.2024 | Accepted : 25.10.2024 | Published : 25.11.2024


ପ୍ରକାଶନ ବିବରଣୀ

ଦ୍ୱିତୀୟ ବର୍ଷ, ପଞ୍ଚମ ସଂଖ୍ୟା | ସେପ୍ଟେମ୍ବର – ଅକ୍ଟୋବର ୨୦୨୪
Volume No. 02 | Issue No. 05 | Sep – Oct 2024


ଚର୍ଯ୍ୟାକାର ଲୁଇପା ଓଡ଼ିଶା ନିବାସୀ ଥିଲେ। ଲାମା ତାରାନାଥଙ୍କ ବର୍ଣ୍ଣନା ଅନୁସାରେ ସେ ଓଡ଼ିୟାନ୍ ପୀଠର ସାମନ୍ତଶୁଭ ରାଜାଙ୍କର ଲେଖକ ଥିଲେ। ଚର୍ଯ୍ୟାପଦରେ ଲୁଇପାଙ୍କର ‘କାଆ ତରୁବର ପଞ୍ଚ ବି ଡାଳ’ ଏବଂ ‘ଭାବ ନ ହୋଇ ଅଭାବ ଣ ଜାଇ’ ନାମରେ ଦୁଇଟି କବିତା ରହିଛି। ‘ବି’, ‘ଡାଳ’, ‘ପଇଠ’, ‘ଭଣଇ’, ‘ଜାଣ’, ‘କାହିଁ’, ‘କରିଅଇଁ’, ‘ଓଡ଼ି’, ‘ଭିଡ଼ି’, ‘ଆମ୍ହେ’, ‘ବେନି’, ‘ପିଣ୍ଡି’, ‘ବଇଠା’, ‘ବଖାଣି’, ‘କିସ’, ‘ଭଣି’, ‘ତାହେର’ ଆଦି ପ୍ରାକୃତ ଶବ୍ଦ ବ୍ୟବହୃତ ଯାହା ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବ୍ୟବହୃତ ହେବାର ଲକ୍ଷ୍ୟକରାଯାଏ। ଦ୍ୱିତୀୟା ବିଭକ୍ତିରେ ‘ଏ/ରେ’ ବିଭକ୍ତି ପ୍ରତ୍ୟୟର ବ୍ୟବହାର; ‘କିସ’, ‘କାହିଁ’, ‘ଆମ୍ହେ/ଆମ୍ଭେ’, ‘ମଇଂ’, ‘ଆନି’ ଆଦି ସର୍ବନାମ ପଦ; ‘କରିବଇଁ’, ‘ମରିବଇଁ’, ‘ଭଣଇ’ ଆଦିର କ୍ରିୟାପଦର ବ୍ୟବହାର ଉଭୟ ପ୍ରାକୃତ ଏବଂ ଓଡ଼ିଆ ଭାଷାରେ ହୋଇଥାଏ। ଲୁଇପାଙ୍କ ଚର୍ଯ୍ୟାପଦରେ ବ୍ୟବହୃତ ‘ପଇଠ’, ‘ସଅଳ’, ‘ଭଣଇ’, ‘ବଇଠା’, ‘ବଖାଣି’, ‘ମିଛ’, ‘ମୁଇଂ’, ‘ପାଖ’ ଆଦି ପ୍ରାକୃତ ଶବ୍ଦର ବ୍ୟବହାର ସାରଳା ଦାସଙ୍କ ମହାଭାରତରେ ବି ବ୍ୟବହୃତ। ଭାଷାତାତ୍ତ୍ୱିକ ଆଲୋଚନାରୁ ସେ ଓଡ଼ିଶା ନିବାସୀ ଥିଲେ ବୋଲି କୁହାଯାଇ ପାରିବ।

ଲୁଇପା, ଚର୍ଯ୍ୟାଗୀତ, ପ୍ରାକୃତ, ଓଡ଼ିଆ ଭାଷା, ଦୋଁହାକୋଷ, ଚର୍ଯ୍ୟାପଦ, ଲୁଇପାଦ, ପ୍ରାଚୀନ ଓଡ଼ିଆ ଭାଷା

୧) କର, କରୁଣାକର। ୨୦୧୭। ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ। ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ।
୨) ଦାଶ, ଗୌରାଙ୍ଗ ଚରଣ ଓ ଅନ୍ୟାନ୍ୟ। ୨୦୨୧। ସାରୋଳଦାସ ମହାଭାରଥ। ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ।
୩) ନାୟକ, କଳ୍ପତରୁ। ୨୦୧୭। ଭାଗବତର ଭାଷା ବିଶ୍ଳେଷଣ। କଟକ: ମିତା ବୁକସ୍।
୪) ନାୟକ, ମୃତ୍ୟୁଞ୍ଜୟ। ୧୯୯୨। ସନ୍ଥ ଅଚ୍ୟୁତାନନ୍ଦ ଓ ଶୂନ୍ୟ ସଂହିତା। କଟକ: ଫ୍ରେଣ୍ଡସ୍ ପବ୍ଲିଶର୍ସ।
୫) ବାଗ୍‍ଚୀ, ପ୍ରବୋଧ ଚନ୍ଦ୍ର ଏବଂ ଶାସ୍ତ୍ରୀ ଶାନ୍ତି ଭିକ୍ଷୁ। ୧୯୫୬। ଚର୍ଯ୍ୟାଗୀତିକୋଷ। ବିଶ୍ୱଭାରତୀ: ଶାନ୍ତିନିକୋତନ।
୬) ମହାନ୍ତି, ଯତୀନ୍ଦ୍ର ମୋହନ। ୨୦୧୨। ପ୍ରାଚୀନ ଓଡ଼ିଆ କବିତା ସମ୍ଭାର। ଭୁବନେଶ୍ୱର: ବିଦ୍ୟା।
୭) ମହାନ୍ତି, ବଂଶୀଧର। ୨୦୧୯। ଓଡ଼ିଆ ସାହିତ୍ୟର ଇତିହାସ(ପ୍ରାକ୍ ସାରଳା ସାହିତ୍ୟ)। କଟକ: ଫ୍ରେଣ୍ଡସ୍ ପବ୍ଲିଶର୍ସ।
୮) ମହାପାତ୍ର, ଖଗେଶ୍ୱର। ୧୯୯୯। ଚର୍ଯ୍ୟାଗୀତିକା। କଟକ: ଫ୍ରେଣ୍ଡସ୍ ପବ୍ଲିଶର୍ସ।
୯) ମୁଖୋପାଧ୍ୟାୟ, ଅତନୁଶାସନ।୨୦୧୨। ବିଷୟ ଚର୍ଯାପଦ। କଲିଲକା: ଦଶଦିଶି।
୧୦) ଷଡ଼ଙ୍ଗୀ, ବଂଶୀଧର(ସଂ)। ୨୦୨୧। ଜଗନ୍ନାଥ ଦାସଙ୍କ ଭାଗବତ (ଦଶମ ସ୍କନ୍ଧ, ଗୋପଲୀଳା)। କଟକ: ଆର୍ଯ୍ୟ ପ୍ରକାଶନ।
୧୧) ସାହୁ, କୃଷ୍ଣ ଚରଣ(ସଂ)। ୨୦୧୨। ‘ବଳରାମ ଦାସ ରଚନା ସମ୍ଭାର’। ଭୁବନେଶ୍ୱର: ବିଜୟ ସେନାପତି ପବ୍ଲିକେଶନ।
୧୨) ସେନ୍, ନୀଳରତନ। ୨୦୧୦। ଚର୍ଯାଗୀତିକୋଷ, କଲିକତା: ସାହିତ୍ୟ ଲୋକ।
୧୩) ହରିଚନ୍ଦନ, ନୀଳାଦ୍ରିଭୂଷଣ। ୨୦୧୭। ସାରଳା ଶବ୍ଦକୋଷ, ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା।

This work is licensed under a Creative Commons Attribution 4.0 International License.