ଲିକୁ ବେହେରା

ଗବେଷକ, ଓଡ଼ିଆ ବିଭାଗ, ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ

Article ID: BM2024/4-A005

Article Received : 31.07.2024 | Accepted : 25.08.2024 | Published : 25.09.2024


ପ୍ରକାଶନ ବିବରଣୀ

ଦ୍ୱିତୀୟ ବର୍ଷ, ଚତୁର୍ଥ ସଂଖ୍ୟା | ଜୁଲାଇ – ଅଗଷ୍ଟ ୨୦୨୪
Vol. No. 02 | Issue No. 04 | July – August 2024


ସାରାଂଶ

ପତ୍ରପତ୍ରିକା ଲେଖକୀୟ ଭାବ ପ୍ରକାଶର ପ୍ରକୃଷ୍ଟ ମାଧ୍ୟମ। ଆଲୋଚ୍ୟ ‘ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ପତ୍ରପତ୍ରିକା ଓ ଏଷଣା’ ପ୍ରବନ୍ଧର ପ୍ରାରମ୍ଭରେ ଓଡ଼ିଆ ପତ୍ରପତ୍ରିକାର ଜନ୍ମକାଳ ଓ ତା’ର ବିକାଶ ସଂପର୍କରେ ସ୍ୱଳ୍ପ ଆଲୋଚନା କରାଯାଇଛି। ଏଥି ସହିତ ସ୍ଵାଧୀନତା ପରକାଳରେ ପ୍ରକାଶ ପାଇଥିବା ଓଡ଼ିଆ ପତ୍ରପତ୍ରିକା ଗୁଡ଼ିକର ବହୁବିଧ ରୂପ ଓ ବୈଚିତ୍ର୍ୟ ସମ୍ବନ୍ଧରେ ଆଲୋଚନା କରାଯାଇ ବିଂଶ ଶତାବ୍ଦୀର ଅଶି ଦଶକ ବେଳକୁ ‘ଓଡ଼ିଆ ଗବେଷଣା ପରିଷଦ’ର ମୁଖପତ୍ର ଭାବେ ଜନ୍ମଲାଭ କରିଥିବା ‘ଏଷଣା’ ପତ୍ରିକା ସମ୍ବନ୍ଧରେ ଆଲୋଚନା କରାଯାଇଛି। ସ୍ୱାଧୀନତା ପରକାଳରେ ଓଡ଼ିଆ ପତ୍ରପତ୍ରିକା କେବଳ ସାହିତ୍ୟ ଭିତ୍ତିକ ଲେଖା ମଧ୍ୟରେ ସୀମିତ ନ ରହି ଚଳଚ୍ଚିତ୍ର, ବିଜ୍ଞାନ, ଶିଳ୍ପ, ଖେଳ ଖବର, ଜ୍ୟୋତିଷ ଶାସ୍ତ୍ର, ଆଧ୍ୟାତ୍ମିକ ଭାବନା ଏବଂ ସରକାରଙ୍କ ସୂଚନା ଓ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଏସବୁ କିଭଳି ଭାବରେ ପତ୍ରପତ୍ରିକାରେ ପ୍ରସାରିତ ହୋଇଛି ତାହା ଆଲୋଚିତ ହୋଇଛି। ଏଷଣା ପତ୍ରିକାର ଜନ୍ମଜାତକ, ଏଥିରେ ପ୍ରକାଶ ପାଉଥିବା ଲେଖାର ସ୍ୱରୂପ ଏବଂ ସାହିତ୍ୟର ଅନାଲୋଚିତ ଦିଗକୁ ଏଷଣା କିପରି ଆଲୋଚନାର ମାର୍ଗ ଦେଖାଇଥିଲା ତାହା ଏହି ପ୍ରବନ୍ଧରେ ଆଲୋଚନା କରାଯାଇଛି।

ମୂଳଶବ୍ଦ :

ପତ୍ରପତ୍ରିକା, ଓଡ଼ିଆ ପତ୍ରପତ୍ରିକା, ଏଷଣା, ଓଡ଼ିଆ ଗବେଷଣା ପରିଷଦ, ସ୍ୱାଧୀନତା ପରବର୍ତ୍ତୀ

ସହାୟକ ଗ୍ରନ୍ଥସୂଚୀ :

୧. ପଟ୍ଟନାୟକ, ପଠାଣି; ସାହିତ୍ୟ ମନୀଷା, କଟକ, ଓଡ଼ିଶା ବୁକ୍ ଷ୍ଟୋର, ୧୯୯୮, ପୃଷ୍ଠା-୨୩
୨. ଏଷଣା, ୧ମ ଖଣ୍ଡ, ସେପ୍ଟେମ୍ବର ୧୯୮୦, କଟକ, ଓଡ଼ିଆ ଗବେଷଣା ପରିଷଦ, ସମ୍ପାଦକୀୟ ।
୩. ବେହେରା, କୃଷ୍ଣଚରଣ; ଆଖିର ଦେଖା ପ୍ରାଣର କଥା, କଟକ, ନବଦିଗନ୍ତ, ୨୦୦୯, ପୃଷ୍ଠା-୨୪୦
୪. ଚାନ୍ଦ, ଗୋବିନ୍ଦ ଚନ୍ଦ୍ର; ସାରସ୍ୱତ ଉପାସକ କ୍ଷେତ୍ରବାସୀ, କଟକ, ଓଡ଼ିଆ ଗବେଷଣା ପରିଷଦ, ୨୦୧୯, ପୃଷ୍ଠା-୫୯
୫. କ୍ଷେମଙ୍କର କ୍ଷେତ୍ରବାସୀ; (ସଂ)ହରେକୃଷ୍ଣ ପାତ୍ର ଓ ଅନ୍ୟମାନେ, ଓଡ଼ିଆ ଗବେଷଣା ପରିଷଦ, କଟକ, ୨୦୧୦, ପୃଷ୍ଠା-୧୭
୬. ତତ୍ରୈବ, ପୃଷ୍ଠା-୪୮
୭. ଚାନ୍ଦ, ଗୋବିନ୍ଦ ଚନ୍ଦ୍ର; ସାରସ୍ୱତ ଉପାସକ କ୍ଷେତ୍ରବାସୀ, କଟକ, ଓଡ଼ିଆ ଗବେଷଣା ପରିଷଦ, ୨୦୧୯, ପୃଷ୍ଠା-୫୯
୮. ଏଷଣା, ୭୫ତମ ଖଣ୍ଡ, ଡିସେମ୍ବର ୨୦୧୭, କୃଷ୍ଣଚରଣ ବିଶେଷାଙ୍କ, କଟକ, ଓଡ଼ିଆ ଗବେଷଣା ପରିଷଦ, ପୃଷ୍ଠା-୯୦

ସହାୟିକା:
୧. ଚାନ୍ଦ, ଗୋବିନ୍ଦ ଚନ୍ଦ୍ର; ଓଡ଼ିଆ ସାହିତ୍ୟର ବିକାଶ ଓ ବିବର୍ତ୍ତନରେ ଝଙ୍କାର, କଟକ, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ, ୨୦୦୦
୨. ମହାପାତ୍ର, ଚନ୍ଦ୍ରଶେଖର; ଓଡ଼ିଶାର ପତ୍ରପତ୍ରିକା, ଭୁବନେଶ୍ୱର, ଓଡ଼ିଶା ସାହିତ୍ୟ ଏକାଡ଼େମୀ


This work is licensed under a Creative Commons Attribution 4.0 International License.