ଡ. ପ୍ରମିଳା ପାଟୁଳିଆ

ସହକାରୀ ପ୍ରଫେସର, ଓଡ଼ିଆ ବିଭାଗ, ବିଶ୍ୱଭାରତୀ,
ଶାନ୍ତିନିକେତନ, ପଶ୍ଚିମବଙ୍ଗ

Article ID: BM2024/4-A001

Article Received : 07.03.2024 | Accepted : 25.08.2024 | Published : 25.09.2024


ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ । ଚତୁର୍ଥ ସଂଖ୍ୟା । ଜୁଲାଇ – ଅଗଷ୍ଟ ୨୦୨୪
VOLUM NO. 02 । ISSUE NO. 04 । JULY -AUGUST 2024


ସାରାଂଶ

‘କାଳି ଦମନ’ ନାଟକର ରଚୟିତା ଆସାମର ବୈଷ୍ଣବ ଗୁରୁ ଶଙ୍କରଦେବ ( ୧୪୪୯ – ୧୫୬୮) ଓ ଏହାର ପ୍ରଥମ ପ୍ରକାଶକାଳ ୧୪୯୦ । ସେହିପରି ଓଡ଼ିଶାର ଜାତୀୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ଲେଖକ ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮-୧୯୫୩) ‘କାଳୀୟ ଦଳନ’ ନାଟକର ରଚୟିତା। ନାଟ୍ୟକାରଙ୍କ ନାଟକ ଗୁଡ଼ିକୁ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ। କାଳି ଦମନ ନାଟକରେ ଶ୍ରୀକୃଷ୍ଣ ଏକ ହଜାର ଫଣାଯୁକ୍ତ ଦୁର୍ଦ୍ଦାନ୍ତ କାଳି ସର୍ପକୁ ଦମନ କରିଛନ୍ତି। ମାତ୍ର କାଳୀୟ ଦଳନ ନାଟକରେ ଶ୍ରୀକୃଷ୍ଣ ସାତ ଫଣାଯୁକ୍ତ କାଳି ସର୍ପ ନାଗକୁ ଦଳନ କରିଛନ୍ତି । ଉଭୟ ନାଟ୍ୟକୃତିରେ କୃଷ୍ଣଙ୍କ ପ୍ରେମ ଓ ଭକ୍ତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ସାମାଜିକ ଜୀବନରେ ଭକ୍ତିଭାବର ପ୍ରଚାର ପ୍ରସାର କରାଯାଇଛି।

ମୂଳଶବ୍ଦ :

କାଳି ଦମନ, ନାଟକ, କାଳୀୟ ଦଳନ, କାଳି ଦମନ ଯାତ୍ରା, ପୌରାଣିକ ନାଟକ

ପ୍ରାନ୍ତଟୀକା :

୧. ମଜୁମଦାର ତିଳକ ଚନ୍ଦ୍ର (ସଂ), କାଳି-ଦମନ ନାଟ (ସଂ), ମୁଛନ୍ଦା ପ୍ରେଛ, ନଗାଁଓ, ପୃଷ୍ଠା-୦୮ ।
୨. ତତ୍ରୈବ, ପୃଷ୍ଠା-୧୪।
୩. ତତ୍ରୈବ, ପୃଷ୍ଠା-୧୫।
୪. ମହାପାତ୍ର ଲକ୍ଷ୍ମୀକାନ୍ତ, କାଳୀୟ ଦଳନ, ଗୋପୀନାଥ ପ୍ରେସ୍, ଭଦ୍ରକ, ପ୍ରଥମ ସଂସ୍କରଣ- ୧୯୩୧, ପୃଷ୍ଠା-୧୧।
୫. ତତ୍ରୈବ, ପୃଷ୍ଠା- ୧୧-୧୨।
୬. ତତ୍ରୈବ, ପୃଷ୍ଠା-୧୬।
୭. ତତ୍ରୈବ, ପୃଷ୍ଠା-୧୮।
୮. ତତ୍ରୈବ, ପୃଷ୍ଠା-୧୯-୨୦।
୯. ତତ୍ରୈବ, ପୃଷ୍ଠା-୩୫।
୧୦. ତତ୍ରୈବ, ପୃଷ୍ଠା-୪୫-୪୬।
୧୧. ତତ୍ରୈବ, ପୃଷ୍ଠା-୫୩-୫୪।

This work is licensed under a Creative Commons Attribution 4.0 International License.