ଉପତଥ୍ୟ | Metadata

ଲେଖକ | Authorଡ. ବିଜୟଲକ୍ଷ୍ମୀ ଦାଶ | Dr. Bijayalaxmi Dash
ଅନୁଷ୍ଠାନ | Affiliationସହକାରୀ ପ୍ରଫେସର, ଓଡ଼ିଆ ବିଭାଗ, ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ
Assistant Professor, Department of Odia, Ravenshaw University, Cuttack
ଲେଖା ସଂଖ୍ୟା | Article No.BM2025/NF05-A002
ଇ-ମେଲ | E-Mailrudrabijayalaxmi@gmail.com
ଡିଓଆଇ ସଂଖ୍ୟା | DOI No.10.70541/BAGEESHA/NF2025030502
ଲେଖାର ପ୍ରକାର | Type of Articleଗବେଷଣା ପ୍ରବନ୍ଧ | Research Article
ଲେଖାର ଭାଷା | Languageଓଡ଼ିଆ | Odia
ପୃଷ୍ଠା ସଂଖ୍ୟା | Page No୫୪ – ୫୬ | 54-56
ପାଠକ ସଂଖ୍ୟା । Reader Count
Visitors Today: 0
Visitors Last 30 Days: 8884
Visitors This Year: 40030
Total Visitors: 40030

ଅପଭ୍ରଂଶର ଉତ୍ତର କାଳରେ ରଚିତ ଚର୍ଯ୍ୟାପଦ ଓଡ଼ିଆ ଭାଷାର ଆଦ୍ୟ ନିଦର୍ଶନ ରୂପେ ଗୃହୀତ। ଏହାର ଉଦ୍ଧାରକର୍ତ୍ତା ଥିଲେ ବଙ୍ଗଳାର ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ। ଉଦ୍ଧାର ସ୍ଥାନ ଥିଲା ନେପାଳର ରାଜଦରବାର। ଶାସ୍ତ୍ରୀ ମହାଶୟ ଯେଉଁ ପୋଥି ପାଇଥିଲେ ସେଥିରେ ଦୁଇପ୍ରକାର ବିଷୟ ଥିଲା। ଗୋଟିଏ ଧର୍ମ ସମ୍ବନ୍ଧୀୟ ବିଧି ନିଷେଧ ବିଷୟକ ଗୀତ ଓ ଅପରଟି ଦୋହା। ଶାସ୍ତ୍ରୀ ମହାଶୟ ଏହାର ନାଁ ଦେଲେ ‘ବୌଦ୍ଧଗାନ ଓ ଦୋହା’। ଧର୍ମ, ଭାଷାତତ୍ତ୍ୱ, ଜୀବ ଓ ଆତ୍ମାର ତାତ୍ତ୍ୱିକ କଥା, ନାରୀ ମଧ୍ୟରେ ନିର୍ବାଣର ପର୍ଯ୍ୟାୟକ୍ରମକୁ ନେଇ ଚର୍ଯ୍ୟାପଦ ଏକ ଚରମ ଚିନ୍ମୟ ଭାବର ଚିତ୍ରଶାଳା ପାଲଟି ଗଲା। ଚର୍ଯ୍ୟାପଦରେ ବର୍ଣ୍ଣିତ ନାରୀ ଚରିତ୍ରମାନେ କେବଳ ସାମାଜିକତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି ବରଂ ଏକ ଗଭୀର ଆଧ୍ୟାତ୍ମିକ ଭାବନାର ପ୍ରତୀକ। ନାରୀ ଏଠାରେ ପ୍ରଜ୍ଞା ବା ଶକ୍ତିର ମୂଳ ଆଧାର। ପୁରୁଷ ହେଉଛି ଉପାୟର ଅନ୍ୟନାମ। ଉପାୟ ଓ ପ୍ରଜ୍ଞାର ସଂଯୋଗରେ ମୋକ୍ଷ ପ୍ରାପ୍ତି ହୁଏ। ପ୍ରଜ୍ଞାକୁ କେହି କେହି ‘ଆତ୍ମା’ ଜ୍ଞାନ କରିଥାଆନ୍ତି। ‘ପ୍ରେମ’ ଏଠାରେ ଆଧ୍ୟାତ୍ମିକ ଏକତ୍ୱବୋଧ। ମିଳନ ହେଉଛି ମୋକ୍ଷର ଅନ୍ୟ ନାମ। ଚର୍ଯ୍ୟାପଦରେ ‘ନାରୀ’ ଏକ ଗଭୀର ତାତ୍ତ୍ୱିକ ବିଶ୍ଲେଷଣର କଥା। ଏଠାରେ ସେ ଲୌକିକ ଜୀବନଚର୍ଯ୍ୟାର ଅଂଶବିଶେଷ ନୁହେଁ ବରଂ ଆଧ୍ୟାତ୍ମିକ ଶକ୍ତିର ମୂଳ ସ୍ୱରୂପା। ତାନ୍ତ୍ରିକ ବୌଦ୍ଧ ଦର୍ଶନର ଆଧାର ଭୂମିରେ ପରିକଳ୍ପିତ ଚର୍ଯ୍ୟାପଦରେ ବର୍ଣ୍ଣିତ ନାରୀ ଚରିତ୍ରମାନେ କିପରି ନିର୍ବାଣ ପ୍ରାପ୍ତି କରାଇ ପାରନ୍ତି ସେ ସମ୍ପର୍କରେ ଆଲୋଚନା କରିଛି।

ମୂଳଶବ୍ଦ: ଉପନ୍ୟାସ ସାହିତ୍ୟ , ମଗ୍ନମାଟି, କୈବର୍ତ୍ତ, ସଂସ୍କୃତି, ନୌବାଣିଜ୍ୟ, ପରମ୍ପରା, ଅତୀତ, ଜନସମୁଦାୟ, ଓଡ଼ିଆ ସାହିତ୍ୟ, ଓଡ଼ିଆ ଉପନ୍ୟାସ।


English

The Charyapada, composed in the aftermath of the Apabhramsha, is considered the first example of the Odia language. Its savior was the great Bengali poet Haraprasad Shastri. The place of salvation was the royal court of Nepal. The book that Shastri Ji found contained two types of content. One was a song about religious rituals and the other was a poem. Shastri Ji named it ‘Buddhgaan o Doha’. The Charyapada became a highly poetical work of art, covering religion, language theory, the philosophy of life and soul, and the stages of Nirvana in women. The female characters depicted in the Charyapada are not only important from a social point of view but also a symbol of a deep spiritual feeling. Here, woman is the basic basis of wisdom or power. Man is another name for means. Moksha is attained through the combination of means and wisdom. Some consider wisdom to be ‘soul’. ‘Love’ here is the spiritual unity. Union is another name for Moksha. In Charyapaada, ‘woman’ is the subject of a deep philosophical analysis. Here, she is not a part of worldly life but a source of spiritual power. Based on Tantric Buddhist philosophy, the Charyapaada discusses how the female characters described can achieve Nirvana.

Keywords: Novel literature, Magnamati, Kaivart, culture, innovation, tradition, past, public, Odia literature, Odia novel.


ସହାୟକ ଗ୍ରନ୍ଥସୂଚୀ | Bibliography

୧) ଭାରତରେ ଶକ୍ତି ସାଧନା ଓ ଶାକ୍ତ ସାହିତ୍ୟ, ଶଶିଭୂଷଣ ଦାସଗୁପ୍ତା, ପୃ. ୧୩୩ ।
୨) ଧଉଳି ଇତିହାସ, ପୃଷ୍ଠା ୯୫-୯୭ ।
୩) ଚର୍ଯ୍ୟାଗୀତି ପରିଚୟ, ସତ୍ୟବ୍ରତ ଦେ, ପୃ. ୩୩ ।
୪) ଯୋଗିନୀ ତନ୍ତ୍ର – ୬/୪୦ ।
୫) ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ – ଡ଼ୋମ୍ବୀ ପାଦାନାମ୍‌, ପୃ. ୪୧୯।
୬) ଡୋମ୍ବୀଚର୍ଯ୍ୟା – ନଂ. ୧୦ ।
୭)Vidyapati, Edited by K.M. Mitra.


Funding StatementNo funding was received for conducting this study.
Conflict of InterestThe Author has no conflicts of interest to declare that they are relevant to the content of this article.
Plagiarism TestYes
Does this article screened for similarity?Yes
Ethical ApprovalNot applicable
License© 2025 by Dr. Bijayalaxmi Dash is licensed under Creative Commons Attribution-NonCommercial 4.0 International.
Cite this Article Dash, Bijayalaxmi, “Nariru Nirban: Charjyapadara Chitralipi”, Bageesha, Vol. No. 03, Issue No. 05, Sep-Oct 2025, Article No: BM2025/NF05-A002| Page- 54-56| DOI: https://doi.org/10.70541/BAGEESHA/NF2025030502
QR Code for Yor Article (Click to Download)

Rating: 5 out of 5.