ଉପତଥ୍ୟ | Metadata

ଲେଖକ | Authorଡ. ରବୀନ୍ଦ୍ର କୁମାର ଦାସ | Dr. Rabindra Kumar Das
ଅନୁଷ୍ଠାନ | Affiliationସହକାରୀ ପ୍ରଫେସର, ଓଡ଼ିଆ ବିଭାଗ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ
Assistant Professor, Department of Odia, Visva-Bharati University, Santiniketan
ଲେଖା ସଂଖ୍ୟା | Article No.BM2025/NF05-A001
ଇ-ମେଲ | E-Mailrabindra21das@gmail.com
ଡିଓଆଇ ସଂଖ୍ୟା | DOI No.10.70541/BAGEESHA/NF2025030501
ଲେଖାର ପ୍ରକାର | Type of Articleଗବେଷଣା ପ୍ରବନ୍ଧ | Research Article
ଲେଖାର ଭାଷା | Languageଓଡ଼ିଆ | Odia
ପୃଷ୍ଠା ସଂଖ୍ୟା | Page No୪୪ – ୫୩ | 44-53
ପାଠକ ସଂଖ୍ୟା । Reader Count
Visitors Today: 0
Visitors Last 30 Days: 8862
Visitors This Year: 39852
Total Visitors: 39852

ଛନ୍ଦ ହେଉଛି ଏକ ସାଙ୍ଗୀତିକ ଅନୁଷଙ୍ଗ। ଅକ୍ଷର ବା ମାତ୍ରା ବିଶେଷ ନିୟମରେ ଆବଦ୍ଧ ହୋଇ ଗତିଶୀଳ ହେଲେ, ସେହି ଶବ୍ଦ ଯୋଜନା ରୀତି ସାଧାରଣତଃ ‘ଛନ୍ଦ’ ନାମରେ ପରିଚିତ ହୋଇଥାଏ। ସଂସ୍କୃତ କାବ୍ୟ ଆଦର୍ଶରେ ଛନ୍ଦ ‘ବୃତ୍ତ’ ନାମରେ ପରିଚିତ। ଛନ୍ଦ ପାଇଁ ଉଭୟ ଗଦ୍ୟ ଏବଂ ପଦ୍ୟ ମଧ୍ୟରେ ଲୟାତ୍ମକତା ପ୍ରଦର୍ଶିତ ହୋଇଥାଏ ତଥା ପରିବେଷିତ ମଧ୍ୟ ହୋଇଥାଏ। ଛନ୍ଦ ଯେତେବେଳେ ଗାନ ବା ଆବୃତ୍ତି କରାଯାଏ, ସେତେବେଳେ ତାହା ଶ୍ରବଣ, ଦୃଶ୍ୟ, ଘ୍ରାଣ, ସ୍ପର୍ଶ, ସ୍ୱାଦ ପ୍ରଭୃତି ସହିତ ସଂଚାର ହେବା ସଙ୍ଗେ ସଙ୍ଗେ ଭାବ ନିଷ୍ପତ୍ତି କ୍ଷେତ୍ରରେ ମଧ୍ୟ କ୍ରିୟାତ୍ମକ ଅନୁଷଙ୍ଗ ନିର୍ମାଣ କରେ। ସେଥିରେ ବିଭିନ୍ନ ପ୍ରକାରର ଯତିପାତ ବା ବିଶ୍ରାମର ସ୍ଥାନ ମଧ୍ୟ ନିର୍ଣ୍ଣିତ ହୋଇଥାଏ। ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରାଚୀନ ଯୁଗରୁ ଆରମ୍ଭ କରି ଆଜି (ଏକବିଂଶ ଶତାବ୍ଦୀ) ପର୍ଯ୍ୟନ୍ତ ବିଭିନ୍ନ କାବ୍ୟ କବିତାରେ ତଥା ସାହିତ୍ୟରେ ଛନ୍ଦର ପ୍ରଚଳନ ରହିଛି। କାବ୍ୟିକ ଛନ୍ଦ ହେଉ ବା ବାକ୍‌ ରୀତି ଅନୁବଦ୍ଧ ଛନ୍ଦ ହେଉ, ବା ଅମିତ୍ରାକ୍ଷର ଛନ୍ଦ ବା ମୁକ୍ତ ଛନ୍ଦ – ସବୁଠି ଛନ୍ଦର ଯେଉଁ ଅନୁଭବ୍ୟ ବା ଅନନୁଭବ୍ୟ ଲୟ, ତାଳ ଏବଂ ଗୀତିମୟତା ରହିଛି, ତାହା ସ୍ୱତଃ ଉପଲବ୍ଧି କରିହୁଏ।

ମୂଳଶବ୍ଦ: ଛନ୍ଦତତ୍ତ୍ୱ, ମଧ୍ୟଯୁଗୀୟ କାବ୍ୟକବିତା, ସଂଗୀତ ଚିକିତ୍ସା, ଜୀବନ, ସମକାଳୀନ ପ୍ରାସଙ୍ଗିକତା , ଷଡ଼ଚକ୍ର, ସପ୍ତସ୍ୱର, କଫ, ପିତ୍ତ, ବାତ ଇତ୍ୟାଦି।


English

Chanda is a slang term. When a syllable or a word is bound by a special rule and moves, that word arrangement is generally known as ‘chanda’. In Sanskrit poetry, chant is known as ‘vrutta’. Chanda is used to show and convey rhythm in both prose and verse. When chant is sung or recited, it not only communicates with hearing, sight, smell, touch, taste, etc., but also creates a verbal term in the field of emotional decision. It also determines various types of movements or places of rest. Surprisingly, chants have been used in various poetic poems and literature since ancient times to this day (21st century). Be it poetic verse or verse bound by a set of rules, or unwritten verse or free verse – the perceptible or inaudible rhythm, rhythm, and lyricism of all verses can be experienced automatically.

Keywords: Rhythm theory, medieval poetry, music therapy, life, contemporary relevance, six-tone, seven-tone, phlegm, bile, air, etc.


ସହାୟକ ଗ୍ରନ୍ଥସୂଚୀ | Bibliography

୧) ପାଣି, ସୁଶାନ୍ତ କୁମାର। ସଙ୍ଗୀତ ଶାସ୍ତ୍ର ପରିଚୟ। ପ୍ରକାଶିକା- ଶ୍ରୀମତୀ ଗୀତାଞ୍ଜଳି ପାଣି, ମହାନଦୀ ବିହାର, କଟକ। ପ୍ରଥମ ସଂସ୍କରଣ: ୧୯୯୬।
୨) ଦାସ, ରବୀନ୍ଦ୍ର କୁମାର – ସଙ୍ଗୀତ ଓ ଜୀବନର ଆତ୍ମିକ ସଂଯୋଗ ସଙ୍ଗୀତ ଚିକିତ୍ସା। ସ୍ମରଣିକା, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ, ମାଇନିଂ ରୋଡ୍, କେନ୍ଦୁଝର, ୨୦୦୫।
୩) ପାଢ଼ୀ, କୀର୍ତ୍ତନ ନାରାୟଣ – ଓଡ଼ିଶୀ ସଙ୍ଗୀତ: ରାଗର ଉଦ୍ଭବ ଓ ବିକାଶ। ପ୍ରକାଶକ: ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର। ପ୍ରଥମ ପ୍ରକାଶ: ୨୦୦୪।
୪) ବେହେରା,ଅଧ୍ୟାପକ ଡକ୍ଟର କୃଷ୍ଣଚରଣ – କବି ଗୋପାଳକୃଷ୍ଣ ରଚନାବଳୀ ସମ୍ପାଦନା। ପ୍ରକାଶକ: ସାହିତ୍ୟ ସଂଗ୍ରହ ପ୍ରକାଶନ, କଟକ। ଦ୍ୱିତୀୟ ମୁଦ୍ରଣ: ୨୦୦୮।
୫) ମହାନ୍ତି,ଯତୀନ୍ଦ୍ର ମୋହନ – ସଙ୍କଳନ ଓ ସମ୍ପାଦନା: ପ୍ରାଚୀନ ଓଡ଼ିଆ କବିତା ସମ୍ଭାର। ପ୍ରକାଶକ: ବିଦ୍ୟା, ଭୁବନେଶ୍ୱର। ପ୍ରଥମ ପ୍ରକାଶ: ୨୦୧୨।
୬) ଧୀର, ସାମନ୍ତ ଶ୍ୟାମସୁନ୍ଦର – ଉତ୍କଳ ସଙ୍ଗୀତ ପଦ୍ଧତି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର, ୧୯୯୬ ମସିହା।
୭) ରଥ, ଡକ୍ଟର ବନମାଳୀ – ଭାରତୀୟ ସାହିତ୍ୟ ତତ୍ତ୍ୱ। ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର, ୨୦୨୪।
୮) ମହାପାତ୍ର, ଡକ୍ଟର ଖଗେଶ୍ୱର – ସମାଲୋଚନାର ଦିଗଦିଗନ୍ତ। ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ। ପରିବର୍ଦ୍ଧିତ ସଂସ୍କରଣ: ୧୯୯୭।
୯) ପଟ୍ଟନାୟକ, କବିଚନ୍ଦ୍ର କାଳୀଚରଣ – ଶ୍ରୀ ଗୀତଗୋବିନ୍ଦ। ତିଥି ବୁକ୍ସ, ଓଡ଼ିଆ ବଜାର, କଟକ, ୨୦୦୧।
୧୦) ବେହେରା, କୃଷ୍ଣଚରଣ – ସଙ୍କଳନ ଓ ସମ୍ପାଦନା: କବିସୂର୍ଯ୍ୟ ଗ୍ରନ୍ଥାବଳୀ। ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ। ତୃତୀୟ ସଂସ୍କରଣ: ୨୦୧୩।
୧୧) ବେହେରା, ଡକ୍ଟର ଶ୍ରୀ ହରିଶ୍ଚନ୍ଦ୍ର – ପ୍ରାଚୀନ ଓଡ଼ିଆ ଗୀତିକବିତାରେ ଶ୍ରୀ ଜଗନ୍ନାଥ। ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ, ୧୯୯୮ ।
୧୨) ଦାସ, ରବୀନ୍ଦ୍ର କୁମାର – ସୂକ୍ଷ୍ମସମୀକ୍ଷା ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟ। ବ୍ଲାକ୍ ଈଗଲ୍ ବୁକ୍ସ୍, ଡବ୍ଲିନ୍ ଆମେରିକା ଓ ଭୁବନେଶ୍ୱର। ୨୦୨୬।


Funding StatementNo funding was received for conducting this study.
Conflict of InterestThe Author has no conflicts of interest to declare that they are relevant to the content of this article.
Plagiarism TestYes
Does this article screened for similarity?Yes
Ethical ApprovalNot applicable
License© 2025 by Dr. Rabindra Kumar Das is licensed under Creative Commons Attribution-NonCommercial 4.0 International.
Cite this Article Das, Rabindra Kumar, “Uttarasanrachanabadi Asthira Sabdartha O Anischaya-Ababodha Banam ‘Anama Kabita’ra Bhasika-Anusang”, Bageesha, Vol. No. 03, Issue No. 05, Sep-Oct 2025, Article No: BM2025/NF04-A001| Page- 44-53| DOI: https://doi.org/10.70541/BAGEESHA/NF2025030501
QR Code for Yor Article (Click to Download)

Rating: 5 out of 5.