ଉତ୍ତରସଂରଚନାବାଦୀ ଅସ୍ଥିର ଶବ୍ଦାର୍ଥ ଓ ଅନିଶ୍ଚୟ-ଅବବୋଧ ବନାମ୍ ‘ଅନାମ କବିତା’ର ଭାଷିକ-ଅନୁଷଙ୍ଗ
The linguistic implications of the post-structuralist unstable vocabulary and uncertain-ambiguous meaning of the anonymous ‘Anam Kavita’
ଉପତଥ୍ୟ | Metadata
| ଲେଖକ | Author | ଡ. ରବୀନ୍ଦ୍ର କୁମାର ଦାସ | Dr. Rabindra Kumar Das |
| ଅନୁଷ୍ଠାନ | Affiliation | ସହକାରୀ ପ୍ରଫେସର, ଓଡ଼ିଆ ବିଭାଗ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ Assistant Professor, Department of Odia, Visva-Bharati University, Santiniketan |
| ଲେଖା ସଂଖ୍ୟା | Article No. | BM2025/NF04-A001 |
| ଇ-ମେଲ | E-Mail | rabindra21das@gmail.com |
| ଡିଓଆଇ ସଂଖ୍ୟା | DOI No. | 10.70541/BAGEESHA/NF2025030401 |
| ଲେଖାର ପ୍ରକାର | Type of Article | ଗବେଷଣା ପ୍ରବନ୍ଧ | Research Article |
| ଲେଖାର ଭାଷା | Language | ଓଡ଼ିଆ | Odia |
| ପୃଷ୍ଠା ସଂଖ୍ୟା | Page No | ୪୧ – ୫୧ | 41-51 |
| ପାଠକ ସଂଖ୍ୟା । Reader Count |
Visitors Today: 28
Visitors Last 30 Days: 232
Visitors This Year: 232
Total Visitors: 232
|
ସଂକ୍ଷିପ୍ତସାର | Abstract
ଗୋଟିଏ ନିଃଶ୍ୱାସରୁନ୍ଧା ପରିମଣ୍ଡଳରୁ ଓଡ଼ିଆ ସାହିତ୍ୟକୁ ଆଉ ଧାପେ ଆଗକୁ ନେବାପାଇଁ ଅନାମଗୋଷ୍ଠୀ ଅଣ୍ଟା ଭିଡ଼ି ଅଭିଯାନ ଆରମ୍ଭ କରିଥିଲେ। ସାଧାରଣ ମଣିଷଙ୍କ ପାଖରେ କାବ୍ୟକବିତାକୁ ପରିବେଷଣ କରିବାପାଇଁ ଅନାମମାନେ ହାଡ଼େ ହାଡ଼େ ଜଗି ରହିଥିଲେ। ସେଥିପାଇଁ ଏମାନଙ୍କର ଭାଷା ଅତ୍ୟନ୍ତ ସରଳ ଓ ସର୍ବଜନବୋଧ୍ୟ ମଧ୍ୟ ଥିଲା। ଏମାନେ ଅମାନିଆ ହେଇ ନୂଆ ପରମ୍ପରା ତିଆରି କରିଛନ୍ତି। ପୁରୁଣା ପରମ୍ପରାକୁ ଅସ୍ୱୀକାର କରି ତଥା ପୁରୁଣା ପରମ୍ପରାର ମଞ୍ଜ ମଧ୍ୟରେ ରହିଥିବା ପ୍ରକୃତ ମୌଳିକତାକୁ ଅନୁସନ୍ଧାନ କରି ଏମାନେ ଏକ ବିବର୍ତ୍ତନଶୀଳ ମାନସିକତା ନେଇ ଓଡ଼ିଆ ସାହିତ୍ୟରେ ନବୀନତା ଆଣିଥିଲେ। ଏମାନେ କାବ୍ୟକବିତାରେ ଯେଉଁ ଭାଷା ପ୍ରୟୋଗ କରୁଥିଲେ, ତାହା ଥିଲା କଞ୍ଚା ଓଡ଼ିଆ ଭାଷା ବା କଥିତ ଭାଷା। ସେହି ଭାଷାକୁ କାବ୍ୟିକ ଭାଷାର ମର୍ଯ୍ୟାଦା ଦେବା ପାଇଁ ଏମାନେ ନିୟମିତ ଚେଷ୍ଟା କରିଥିଲେ। ଏମାନଙ୍କ କବିତାର ଛନ୍ଦ ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏମାନଙ୍କ କବିତାରେ ଅସଂଖ୍ୟ ସୂଚନାମୂଳକ ଶବ୍ଦର ପ୍ରୟୋଗ କରାଯାଉଥିଲା। ଗୋଟିଏ ଗୋଟିଏ ଶବ୍ଦ ବିଭିନ୍ନ ପ୍ରକାରର ଅର୍ଥକୁ ମଧ୍ୟ ବହନ କରୁଥିଲେ। ଧରାବନ୍ଧା ଆଭିଧାନିକ ଅର୍ଥକୁ ଉଲ୍ଲଙ୍ଘନ କରି ଏମାନେ ଯେଉଁ ବହୁମୁଖୀ ଅର୍ଥଯୁକ୍ତ ଅନୁଷଙ୍ଗ ନିର୍ମାଣ କରିଥିଲେ, ସେଥିପାଇଁ ଯୁଗେ ଯୁଗେ ଏମାନେ ଅନ୍ୟନ୍ୟ ହୋଇ ରହିଥିବେ। ଏମାନଙ୍କ କବିତାର ଅନ୍ତଃସ୍ୱରକୁ ଭେଦ କରିବାପାଇଁ ପାଠକକୁ କୌଣସି ଶବ୍ଦକୋଷର ସାହାଯ୍ୟ ନେବାକୁ କେବେ ବି ପଡିବ ନାହିଁ। ଏମାନଙ୍କର ଚୟନ ଓ ପ୍ରୟୋଗ ଧାରାବାହିକ ଓ ଚିରାଚରିତ ନିର୍ମିତିକୁ ଅତିକ୍ରମ କରିଯାଇଥିବାରୁ ଏମାନଙ୍କୁ ୧୯୬୦ ପରବର୍ତ୍ତୀ ଉତ୍ତରସଂରଚନାବାଦୀ ତଥା ଉତ୍ତରଆଧୁନିକତାବାଦୀ ପରମ୍ପରାର ଆଦ୍ୟପ୍ରବର୍ତ୍ତକ ଭାବରେ ଗ୍ରହଣ କରିହେବ। ଆଲୋଚ୍ୟ ପ୍ରବନ୍ଧରେ ଅନାମଗୋଷ୍ଠୀ ଶବ୍ଦକୁ ନେଇ କିପରି ପରୀକ୍ଷାନିରୀକ୍ଷା କରିଛନ୍ତି, ସେଇ ବିଷୟରେ ଚର୍ଚ୍ଚା କରାଯିବ।
ମୂଳଶବ୍ଦ: ଅନାମ, ବିନ୍ଦୁଚିହ୍ନିତ କବିତା, ଅସ୍ଥିର ଅର୍ଥ, ଦର, ସାହୁକାର, ସାଧବ, ଗୋଲାମ ଦାସ, ଅନ୍ଧାର, ନାହିଁ-ଅଛି, ମୁଁ, ସହର, ମାଟି, ନିଃଶ୍ୱାସରୁନ୍ଧା।
English
The Anam group started a campaign to take Odia literature further from a dead circle. The Anams were always on the lookout to present poetry to the common man. That is why their language was very simple and understandable to everyone. They created a new tradition by becoming a monk. By rejecting the old tradition and exploring the true essence that lay at the core of the old tradition, they brought freshness to Odia literature with an evolutionary mindset. The language they used in their poetry was raw Odia or spoken language. They consistently tried to give that language the dignity of poetic language. The rhythm of their poetry is very touching. Innumerable informative words were used in their poetry. Each word also carried different meanings. They must have been known for ages for the multifaceted meaning they created by defying the fixed grammatical meaning. The reader never needs to consult a dictionary to decipher the inner voice of their poetry. Their selection and application transcend the conventional and conventional constructions, and they can be considered as pioneers of the post-structuralist and postmodernist tradition after 1960. The discussion article will discuss how the anonymous group has experimented with the word.
Keywords: Anama, scattered poems, unstable meaning, price, moneylender, saint, slave, darkness, nothingness, me, city, soil, breathless..
ସହାୟକ ଗ୍ରନ୍ଥସୂଚୀ | Bibliography
୧) ଦାଶ ମନୁ (ସଂ.)। ୨୦୨୨। , ଅନାମ କାବ୍ୟ ଆନ୍ଦୋଳନ, ଭୁବନେଶ୍ୱର: ଧଉଳି ବୁକ୍ସ।
୨) ଦାସ ରବୀନ୍ଦ୍ର କୁମାର। ୨୦୦୮। ଶୈଳୀବିଜ୍ଞାନର ଆଲୋକରେ ଫକୀରମୋହନଙ୍କ ଉପନ୍ୟାସ। ଭୁବନେଶ୍ୱର: ମୀରାମ୍ବିକା ପ୍ରକାଶନୀ।
୩) ପଟ୍ଟନାୟକ ଜିତେନ୍ଦ୍ର ନାରାୟଣ। ୨୦୦୬। ସଂପ୍ରତିକ ପାଶ୍ଚାତ୍ୟ ସମାଲୋଚନା ତତ୍ତ୍ୱ, ବିଦ୍ୟାପୁରୀ।
୪) Malpas, Simon: The Post Modernism, Routledge, 2005.
୫/ Hart Kelvin, Post Modernism, One word, Oxford, 2006.
୬) Nayar, Pramod K: Contemporary Literary and Cultrual Theory, Pearson 2010
| Funding Statement | No funding was received for conducting this study. |
|---|---|
| Conflict of Interest | The Author has no conflicts of interest to declare that they are relevant to the content of this article. |
| Plagiarism Test | Yes |
| Does this article screened for similarity? | Yes |
| Ethical Approval | Not applicable |
| License | © 2025 by Dr. Rabindra Kumar Das is licensed under Creative Commons Attribution-NonCommercial 4.0 International. |
| Cite this Article | Das, Rabindra Kumar, “Uttarasanrachanabadi Asthira Sabdartha O Anischaya-Ababodha Banam ‘Anama Kabita’ra Bhasika-Anusang”, Bageesha, Vol. No. 03, Issue No. 04, May-June 2025, Article No: BM2025/NF04-A001| Page- 41-51| DOI: https://doi.org/10.70541/BAGEESHA/NF2025030401 |
| QR Code for Yor Article (Click to Download) | ![]() |

