ଆଶାର ନଦୀରେ ବେଦନାର ଭାର: ଓଡ଼ିଆ ଉପନ୍ୟାସର ପ୍ରମୁଖ ନାରୀ ଚରିତ୍ର
Asara Nadire Bedanara Bhara_ Odia Upanyasara Pramukha Nari Charitra
ଉପତଥ୍ୟ | Metadata
| ଲେଖକ | Author | ଡ. ବିଜୟଲକ୍ଷ୍ମୀ ଦାଶ | Dr. Bijayalaxmi Dash |
| ଅନୁଷ୍ଠାନ | Affiliation | ସହକାରୀ ପ୍ରଫେସର, ଓଡ଼ିଆ ବିଭାଗ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ Assistant Professor, Department of Odia, Ravenshaw University, Cuttack |
| ଲେଖା ସଂଖ୍ୟା | Article No. | BM2025/NF03-A002 |
| ଇ-ମେଲ | E-Mail | rudrabijayalaxmi@gmail.com |
| ଡିଓଆଇ ସଂଖ୍ୟା | DOI No. | 10.70541/BAGEESHA/NF2025030302 |
| ଲେଖାର ପ୍ରକାର | Type of Article | ଗବେଷଣା ପ୍ରବନ୍ଧ | Research Article |
| ଲେଖାର ଭାଷା | Language | ଓଡ଼ିଆ | Odia |
| ପୃଷ୍ଠା ସଂଖ୍ୟା | Page No | ୪୫ – ୪୮ | 45-48 |
| ପାଠକ ସଂଖ୍ୟା । Reader Count |
Visitors Today: 11
Visitors Last 30 Days: 410
Visitors This Year: 410
Total Visitors: 410
|
ସଂକ୍ଷିପ୍ତସାର | Abstract
ଉପନ୍ୟାସ ଆଧୁନିକ ସାହିତ୍ୟର ଏକ ବର୍ଦ୍ଧିଷ୍ଣୁ ବିଭାଗ। ଶହେ ବର୍ଷର ବିବର୍ତ୍ତନରେ ଓଡ଼ିଆ ସାହିତ୍ୟରେ ଉପନ୍ୟାସର ବୈଚିତ୍ର୍ୟ ପରିଲକ୍ଷିତ। ସାହିତ୍ୟର ଅନ୍ୟାନ୍ୟ ବିଭାଗ ଅପେକ୍ଷା ଉପନ୍ୟାସର ପାଠକୀୟ ଆଦୃତି ସର୍ବାଧିକ। ନାରୀ ଜୀବନରେ ବିବିଧ ଚିତ୍ରର ଚିତ୍ରଣ ପାଇଁ ମଧ୍ୟ ଉପନ୍ୟାସ ଏକ ପ୍ରଶସ୍ତ କ୍ଷେତ୍ର। ଉପନ୍ୟାସର ବିସ୍ତୃତ କଳେବର ମଧ୍ୟରେ ନାରୀ ଚରିତ୍ରର ଭୂମିକା ତିନୋଟି ଦିଗରୁ ବିଶେଷ ଭାବରେ ବିଚାର କରାଯାଇପାରେ। ପ୍ରଥମତଃ ଆନନ୍ଦ ଦାନ, ଦ୍ୱିତୀୟତଃ ଶିକ୍ଷାଦାନ, ତୃତୀୟତଃ ଆଦର୍ଶ ବୋହୂ ପଣିଆ। ଏହି ତିନୋଟି ଗୁଣାବଳୀ ଭିତରେ ନାରୀର ଅନ୍ତରଙ୍ଗ ଓ ବର୍ହିରଙ୍ଗ ସ୍ୱରୂପକୁ ଉନ୍ମୋଚନ କରାଯାଇଥାଏ। ନାରୀ ମନର ଗଭୀରତା ତାର ବାହ୍ୟ ପ୍ରକାଶରୁ କଳନା କରିହୁଏ ନାହିଁ। ତେଣୁ ଔପନ୍ୟାସିକଙ୍କ ଦୃଷ୍ଟିରେ ନାରୀ… ହୃଦୟମୟୀ… ମାନମୟୀ… ପୁଲକମୟୀ। ଫୁଲ ଠାରୁ କୋମଳ, ଆକାଶଠୁ ସୁନୀଳ, ସମୟ ଠାରୁ ମହୀୟସୀ, ସ୍ରୋତ ଠାରୁ ଅମୃତମୟୀ। ଶିଶୁର କୋମଳ ଡାକ ଭଳି ସମ୍ଭାବନାମୟୀ। ଅହଲ୍ୟା ପରି ଅଭିଶପ୍ତା, ମାଟିର ମହତୀ ଡାକର ନାଁ… ନାରୀ। ଏସବୁ ଅନ୍ତରଙ୍ଗ ଦିଗଗୁଡ଼ିକ ଓଡ଼ିଆ ଔପନ୍ୟାସିକଙ୍କୁ ପ୍ରଭାବିତ କରିଛି। ଓଡ଼ିଆ ଉପନ୍ୟାସର କେତୋଟି ବିଶିଷ୍ଟ ନାରୀ ଚରିତ୍ର ମାଧ୍ୟମରେ ଆମେ ନାରୀ ଜୀବନର ଅନ୍ତଃସୌନ୍ଦର୍ଯ୍ୟକୁ ଅନୁଭବ କରିପାରିବା। ଏହି ଆଲୋଚନା ପ୍ରସଙ୍ଗରେ ମୁଁ ଓଡ଼ିଆ ଉପନ୍ୟାସର ସାନ୍ତାଣୀ, ଚିତ୍ରକଳା, ଗଉରା, ସତୀ ଓ ଧୋବୀ ଚରିତ୍ରକୁ ପରିସରଭୁକ୍ତ କରିଛି।
ମୂଳଶବ୍ଦ: ଉପନ୍ୟାସ, ନାରୀ, ଅନ୍ତରଙ୍ଗ, ସ୍ୱରୂପ, ଆନନ୍ଦ ଦାନ, ମନର ଗଭୀରତା, ନାରୀ ଚରିତ୍ର, ଓଡ଼ିଆ ସାହିତ୍ୟ, ଓଡ଼ିଆ ଉପନ୍ୟାସ।
English
Novel is a growing genre of modern literature. In the evolution of a hundred years, the uniqueness of the novel is observed in Odia literature. The readership of the novel is the highest compared to other genres of literature. The novel is also a wide field for depicting various scenes in the life of a woman. In the vast body of the novel, the role of the female character can be considered from three perspectives. First, the gift of joy, second, the gift of education, and third, the ideal wife. In these three qualities, the inner and outer forms of a woman are revealed. The depth of a woman’s mind cannot be judged from her outer appearance. Therefore, in the eyes of the novelist, a woman is… heart-shaped… mind-shaped… flower-shaped. Softer than a flower, bluer than the sky, more majestic than time, more nectar-shaped than a stream. As possible as the soft cry of a child. As cursed as Ahalya, the name of the great cry of the earth is… woman. These intimate aspects have influenced Odia novelists. Through some prominent female characters of Odia novels, we can experience the inner beauty of a woman’s life. In this discussion topic, I have included the characters of Santani, Chitrakala, Gaura, Sati and Dhobi in Odia novels.
Keywords: Novel, woman, intimacy, example, giving joy, depth of mind, female character, Odia literature, Odia novel.
ସହାୟକ ଗ୍ରନ୍ଥସୂଚୀ | Bibliography
(ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ)
| Funding Statement | No funding was received for conducting this study. |
|---|---|
| Conflict of Interest | The Author has no conflicts of interest to declare that they are relevant to the content of this article. |
| Plagiarism Test | Yes |
| Does this article screened for similarity? | Yes |
| Ethical Approval | Not applicable |
| License | © 2025 by Dr. Bijayalaxmi Dash is licensed under Creative Commons Attribution-NonCommercial 4.0 International. |
| Cite this Article | Dash, Bijayalaxmi, “Asara Nadire Bedanara Bhara_ Odia Upanyasara Pramukha Nari Charitra”, Bageesha, Vol. No. 03, Issue No. 03,May-June 2025, Article No: BM2025/NF03-A002| Page- 48-51| DOI: https://doi.org/10.70541/BAGEESHA/NF2025030302 |
| QR Code for Yor Article (Click to Download) | ![]() |

