ଉପତଥ୍ୟ | Metadata

ଲେଖକ | Authorଡ. ରବୀନ୍ଦ୍ର କୁମାର ଦାସ | Dr. Rabindra Kumar Das
ଅନୁଷ୍ଠାନ | Affiliationସହକାରୀ ପ୍ରଫେସର, ଓଡ଼ିଆ ବିଭାଗ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ
Assistant Professor, Department of Odia, Visva-Bharati University, Santiniketan
ଲେଖା ସଂଖ୍ୟା | Article No.BM2025/NF03-A001
ଇ-ମେଲ | E-Mailrabindra21das@gmail.com
ଡିଓଆଇ ସଂଖ୍ୟା | DOI No.10.70541/BAGEESHA/NF2025030301
ଲେଖାର ପ୍ରକାର | Type of Articleଗବେଷଣା ପ୍ରବନ୍ଧ | Research Article
ଲେଖାର ଭାଷା | Languageଓଡ଼ିଆ | Odia
ପୃଷ୍ଠା ସଂଖ୍ୟା | Page No୪୨ – ୪୭ | 42-47
ପାଠକ ସଂଖ୍ୟା । Reader Count
Visitors Today: 28
Visitors Last 30 Days: 232
Visitors This Year: 232
Total Visitors: 232

ଖ୍ରୀଷ୍ଟପୂର୍ବ ପାଞ୍ଚ ଲକ୍ଷ ବର୍ଷରୁ ଅଦ୍ୟାବଧି ମଣିଷ ସଭ୍ୟତା ବହୁ ସ୍ତର ଦେଇ ଗତିକରି ଆସିଛି। ତଥାପି ଅପୂର୍ଣ୍ଣତା ଏବଂ ଅବିକଶିତ ଅବସ୍ଥାରେ ଜୀବନ ତଥାପି ଗତିଶୀଳ। ମଣିଷ ସଭ୍ୟତାର ଏହି ଦୀର୍ଘ ଅଭିଯାତ୍ରାକୁ ଦୃଷ୍ଟିରେ ରଖି ଜୋନ୍ସ ବେଲି ଆଦିମ ଏବଂ ସଭ୍ୟ ଭେଦରେ ମାନବ ସଭ୍ୟତାକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ସେ ଉଭୟ ଆଦିମ ଓ ସଭ୍ୟ ଜାତିର ପାରମ୍ପରିକ ସୃଷ୍ଟି ହିଁ ଲୋକ ସଂସ୍କୃତି ବୋଲି ମତ ବ୍ୟକ୍ତ କରିଛନ୍ତି। ମଣିଷର ଅଭାବ, ଅସୁବିଧା, ଆବଶ୍ୟକତା ପୂରଣ କରିବା ପାଇଁ ଏହି ଚିରାୟତ ସଭ୍ୟତା ଏବଂ ସଂସ୍କୃତି ବିଭିନ୍ନ ପ୍ରକାରର ସାଧନ, ଉଦ୍ଭାବନ, ଆବିଷ୍କାର ପଥ ଉନ୍ମୁକ୍ତ କରିଛି। ଏହା ଏକ ମହାପ୍ରବାହ ତୁଲ୍ୟ। ଏହି ମହାପ୍ରବାହରେ ମଣିଷ ବ୍ୟକ୍ତିଗତପାରିବାରିକ ସ୍ତରଠାରୁ ଆରମ୍ଭ କରି ଜାତୀୟଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ସମ୍ମିଳିତ ହେଇଛି। ଏହି ସଭ୍ୟତା-ସଂସ୍କୃତିକୁ ନେଇ ବିଭିନ୍ନ ପ୍ରକାରର ଗବେଷଣା, ବିଚାର-ବିମର୍ଶ ମଧ୍ୟ ଜାରି ରଖିଛି ମଣିଷ। ଏହି ମହାପ୍ରବାହ ମଧ୍ୟରେ ବହୁ ସଂସ୍କୃତି ଓ ସଭ୍ୟତା ନିଶ୍ଚିହ୍ନ ମଧ୍ୟ ହୋଇଯାଇଛି। ତେବେ ​ଲୋକସଂସ୍କୃତିର ବିଭିନ୍ନ ଅନୁଷଙ୍ଗ ମଧ୍ୟରୁ ଏମିତି କିଛି ଅନୁଷଙ୍ଗ ରହିଛି ଯାହା ଆମ ଭାରତୀୟ ଜ୍ଞାନପରମ୍ପରାର ଅନିବାର୍ଯ୍ୟ ଅଙ୍ଗ ଭାବରେ ବିବେଚିତ। ଭାରତୀୟ ଜ୍ଞାନ ପରମ୍ପରାରେ ଏମିତି କିଛି ପଦ୍ଧତି ବା ଧାରା ଅନୁସୃତ ହୋଇ ଚାଲିଛି ଯାହା ଶହ ଶହ ହଜାର ହଜାର ବର୍ଷ ପରେ ବି ଆଜିର ତାରିଖରେ ସମକାଳୀନ ପ୍ରାସଙ୍ଗିକତା ଜାହିର କରିଛି। ସେହି ସମକାଳୀନ ପ୍ରାସଙ୍ଗିକତାକୁ ଆଖି ଆଗରେ ରଖି ବିଦ୍ୟୁତ୍ପ୍ରଭା ଦେବୀଙ୍କ କବିତାରେ ଭାରତୀୟ ଲୌକିକ ଜ୍ଞାନ ପରମ୍ପରା, ବିଶେଷ କରି ଯୋଉ ଜ୍ଞାନପରମ୍ପରା ଦ୍ୱାରା ମଣିଷ ତାର ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାରର ସୁବିଧାସୁଯୋଗ ପ୍ରାପ୍ତ ହୋଇଥାଏ ତାର ବିବିଧ ଉପଯୋଗିତାକୁ ଏ ପ୍ରବନ୍ଧରେ ଆଲୋଚନା କରାଯାଉଛି।

ମୂଳଶବ୍ଦ: ଖାଦ୍ୟ ସଂସ୍କୃତି, ଶବ୍ଦ ସଂସ୍କୃତି, ଲୌକିକ ଓ ଚିରାୟତ ଜ୍ଞାନପରମ୍ପରା, ସମଗ୍ର ଜୀବନ ଶିକ୍ଷା ଓ ସମଗ୍ର ଜୀବନ ଯୋଗ, ବିଦ୍ୟୁତ୍‌‌ପ୍ରଭା ଦେବୀ।


English

From five hundred thousand years BC to the present, human civilization has passed through many stages. However, life is still moving in an imperfect and undeveloped state. In view of this long journey of human civilization, Jones Bailey has divided human civilization into two parts, primitive and civilized. He has expressed the opinion that folk culture is the traditional creation of both primitive and civilized people. This enduring civilization and culture have opened up various tools, inventions, and paths of discovery to meet the needs, difficulties, and wants of humans. It is like a great flood. In this great flood, humans have merged from the individual family level to the national and international level. Humans have also continued various types of research, discussions, and discussions regarding this civilization and culture. Many cultures and civilizations have also become extinct in this great flood. However, among the various aspects of folk culture, there are some aspects that are considered an integral part of our Indian knowledge tradition. There are some methods or trends that have been followed in the Indian knowledge tradition, which have shown contemporary relevance even after hundreds of thousands of years. Keeping that contemporary relevance in mind, this article discusses the various uses of the Indian secular knowledge tradition, especially the knowledge tradition through which humans get various facilities in their daily lives, in the poetry of Vidyutprabha Devi.

Keywords: Food culture, word culture, worldly and eternal knowledge tradition, whole life education and whole life yoga, Goddess of electricity.


ସହାୟକ ଗ୍ରନ୍ଥସୂଚୀ | Bibliography

୧) ଦେବୀ, ବିଦ୍ୟୁତପ୍ରଭା। ୧୯୮୩। ବିଦ୍ୟୁତପ୍ରଭା ଗ୍ରନ୍ଥାବଳୀ।ସମ୍ପାଦକ ଡ଼.ନିତ୍ୟାନନ୍ଦ ଶତପଥୀ,ଦ୍ୱିତୀୟ ଭାଗ। କଟକ: ଫ୍ରେଣ୍ଡସ ପବ୍ଲିଶର୍ସ।
୨) ଦାସ, ଚିତ୍ତରଞ୍ଜନ। ୨୦୦୨। ଶବ୍ଦ ଶତକ। ଓଡ଼ିଶା: ସୁହୃତ୍ ପ୍ରକାଶନୀ।
୩) ଦାସ ଚିତ୍ତରଞ୍ଜନ(ଅନୁ)। ୨୦୧୨। “ଶ୍ରୀ ମା’ ଶିକ୍ଷା ପ୍ରସଙ୍ଗ”, ମାତୃ ରଚନାବଳୀ, ଦ୍ୱାଦଶ ଖଣ୍ଡ। ଦ୍ୱିତୀୟ ସଂସ୍କରଣ। ପଣ୍ଡିଚେରୀ: ଶ୍ରୀ ଅରବିନ୍ଦ ଆଶ୍ରମ, ପ୍ରକାଶନ ବିଭାଗ।
୪) ମାନସିଂହ,ମାୟାଧର। ୧୯୭୭। ମାନସିଂହ ଗ୍ରନ୍ଥାବଳୀ, ତୃତୀୟ ଖଣ୍ଡ। ପ୍ରଥମ ସଂସ୍କରଣ। କଟକ: ଗ୍ରନ୍ଥମନ୍ଦିର, ବିନୋଦ ବିହାରୀ।


Funding StatementNo funding was received for conducting this study.
Conflict of InterestThe Author has no conflicts of interest to declare that they are relevant to the content of this article.
Plagiarism TestYes
Does this article screened for similarity?Yes
Ethical ApprovalNot applicable
License© 2025 by Dr. Rabindra Kumar Das is licensed under Creative Commons Attribution-NonCommercial 4.0 International.
Cite this Article Das, Rabindra Kumar, “Bharatiya Loukika Gyanaparampara Pariprekhire Bidyut‌prava Debinka Kabita : Eka Drustipata”, Bageesha, Vol. No. 03, Issue No. 03, May-June 2025, Article No: BM2025/NF03-A001| Page- 41-51| DOI: https://doi.org/10.70541/BAGEESHA/NF2025030301
QR Code for Yor Article (Click to Download)

Rating: 5 out of 5.