ଉପତଥ୍ୟ | Metadata

ଲେଖକ | Authorଡ. ବିଜୟଲକ୍ଷ୍ମୀ ଦାଶ | Dr. Bijayalaxmi Dash
ଅନୁଷ୍ଠାନ | Affiliationସହକାରୀ ପ୍ରଫେସର, ଓଡ଼ିଆ ବିଭାଗ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ
Assistant Professor, Department of Odia, Ravenshaw University, Cuttack
ଲେଖା ସଂଖ୍ୟା | Article No.BM2025/NF01-A002
ଇ-ମେଲ | E-Mailrudrabijayalaxmi@gmail.com
ଡିଓଆଇ ସଂଖ୍ୟା | DOI No.10.70541/BAGEESHA/NF2025030102
ଲେଖାର ପ୍ରକାର | Type of Articleଗବେଷଣା ପ୍ରବନ୍ଧ | Research Article
ଲେଖାର ଭାଷା | Languageଓଡ଼ିଆ | Odia
ପୃଷ୍ଠା ସଂଖ୍ୟା | Page No୫୭-୬୦ | 57-60
ପାଠକ ସଂଖ୍ୟା । Reader Count
Visitors Today: 113
Visitors Last 30 Days: 512
Visitors This Year: 512
Total Visitors: 512

ପୁରୁଷ ସହିତ ନାରୀର ଏକତ୍ର ସତ୍ତାବତ୍ସଳ, ଗଭୀର ନିବିଡ଼ ସମ୍ପର୍କ ନାରୀବାଦ ଅସ୍ତିତ୍ୱର ବାସ୍ତବତାର ରୂପାୟନ ନିମନ୍ତେ ପର୍ଯ୍ୟାପ୍ତ କ୍ଷେତ୍ର ପ୍ରସ୍ତୁତ କରିଛି। ଲିଙ୍ଗଗତ ଭେଦାଭେଦ ଦୂରେଇ ଯାଇଛି। ନାରୀ ଉଗ୍ର ରୂପ ଧାରିଣୀ ନହୋଇ ଧୀର, ନମ୍ର ପ୍ରଶାନ୍ତ ଚିତ୍ତରେ ପୁରୁଷର ଆଧିପତ୍ୟକୁ ସ୍ୱୀକାର କରିବା ସହିତ ଲିଙ୍ଗଗତ ଭେଦାଭେଦକୁ ଅସ୍ୱୀକାର କରିଛି। ଏକ ଉତ୍ତମ ବୁଦ୍ଧିମତ୍ତାର ପରିମଣ୍ଡଳ ନିମିତ୍ତ ମାର୍ଗ ପ୍ରସ୍ତୁତ କରିଛି। ଏହାଦ୍ୱାରା ନାରୀ ଯେତିକି ପରିମାଣରେ ନିଜର ଅସ୍ମିତାକୁ ପ୍ରତିଷ୍ଠା କରିପାରିଛି ସେତିକି ମଧ୍ୟ ନିଜକୁ ଆତ୍ମନିର୍ଭରଶୀଳ ମନେ କରିଛି। ବାଧା ବନ୍ଧନର ସଙ୍କୀର୍ଣ୍ଣତା ହଟି ଯାଇଛି। ନାରୀ ବହୂ ସଂସ୍କୃତିର ନିକଟବର୍ତ୍ତୀ ହୋଇ ପାରିଛି। ସାମାଜିକ, ରାଜନୈତିକ, ଆର୍ଥନୀତିକ, ସାଂସ୍କୃତିକ, ଶୈକ୍ଷିକ, ସିନେମା ଠାରୁ ଧରାବାହିକ ବିଜ୍ଞାପନ ଯାଏ ପ୍ରତ୍ୟେକ କ୍ଷେତ୍ରରେ ନିଜର ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରି ପୁରୁଷର ସମକକ୍ଷ ଭାବେ ନିଜ ଅସ୍ତିତ୍ୱର ପରିପ୍ରକାଶ କରିବାରେ ସମର୍ଥ ହୋଇଛି।

ମୂଳଶବ୍ଦ: ନାରୀବାଦୀ-ପରିମଣ୍ଡଳ, ନାରୀ ଅସ୍ତିତ୍ୱ, ସାମନ୍ତବାଦୀ-ପ୍ରଥା, ସମାଜବାଦୀ, ଶିଳ୍ପ ବିପ୍ଲବ, ଫରାସୀ ରାଷ୍ଟ୍ର ବିପ୍ଲବ, ନାରୀ ସ୍ୱତନ୍ତ୍ରତା, ନାରିବାଦ।


English

The coexistence of women with men has created a rich, deep and intimate relationship. Feminism has created ample space for the embodiment of the reality of existence. Gender discrimination has been eliminated. Women, instead of being aggressive, have accepted the dominance of men with a slow, gentle and peaceful heart and have denied gender discrimination. It has paved the way for a better intellectual world. As a result, women have established their own identity and have considered themselves self-reliant. The narrowness of the constraints has been removed. Women have come closer to the multi-culture. They have been able to express their independence in every field, from social, political, economic, cultural, educational, cinema to catchy advertisements, and have been able to express their existence on an equal footing with men.

Keywords: Feminist-world, female existence, feudalism, socialist, industrial revolution, French Revolution, women’s independence, feminism.


ସହାୟକ ଗ୍ରନ୍ଥସୂଚୀ | Bibliography

(ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ)


Funding StatementNo funding was received for conducting this study.
Conflict of InterestThe Author has no conflicts of interest to declare that they are relevant to the content of this article.
Plagiarism TestYes
Does this article screened for similarity?Yes
Ethical ApprovalNot applicable
License© 2025 by Dr. Bijayalaxmi Dash is licensed under Creative Commons Attribution-NonCommercial 4.0 International.
Cite this Article Dash, Bijayalaxmi, “Naribadi-Parimandala: Nari Astitwara Bastabata”, Bageesha, Vol. No. 03, Issue No. 01, Jan-Feb 2025, Article No: BM2025/NF01-A002| Page- 48-51| DOI: https://doi.org/10.70541/BAGEESHA/NF2025030102
QR Code for Yor Article (Click to Download)

Rating: 5 out of 5.