ଉପତଥ୍ୟ | Metadata

ଲେଖକ | Authorଡ. ରବୀନ୍ଦ୍ର କୁମାର ଦାସ | Dr. Rabindra Kumar Das
ଅନୁଷ୍ଠାନ | Affiliationସହକାରୀ ପ୍ରଫେସର, ଓଡ଼ିଆ ବିଭାଗ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ
Assistant Professor, Department of Odia, Visva-Bharati University, Santiniketan
ଲେଖା ସଂଖ୍ୟା | Article No.BM2025/NF01-A001
ଇ-ମେଲ | E-Mailrabindra21das@gmail.com
ଡିଓଆଇ ସଂଖ୍ୟା | DOI No.10.70541/BAGEESHA/NF2025030101
ଲେଖାର ପ୍ରକାର | Type of Articleଗବେଷଣା ପ୍ରବନ୍ଧ | Research Article
ଲେଖାର ଭାଷା | Languageଓଡ଼ିଆ | Odia
ପୃଷ୍ଠା ସଂଖ୍ୟା | Page No୪୬-୫୬ | 46-56
ପାଠକ ସଂଖ୍ୟା । Reader Count
Visitors Today: 113
Visitors Last 30 Days: 512
Visitors This Year: 512
Total Visitors: 512

ଏହି ପ୍ରବନ୍ଧରେ ଶୈଳୀ, ଶୈଳୀବିଜ୍ଞାନ ଓ ଶୈଳୀବିଶ୍ଳେଷଣର ବିଭିନ୍ନ ଦିଗ ସମ୍ପର୍କରେ ସଦୃଷ୍ଟାନ୍ତ ଚର୍ଚ୍ଚା କରାଯାଇଛି । ଶୈଳୀବିଜ୍ଞାନ କିପରି ଆଧୁନିକ ଭାଷାବିଜ୍ଞାନ ଅନ୍ତର୍ଗତ ପ୍ରାୟୋଗିକ ଭାଷାବିଜ୍ଞାନର ଏକ ଶାଖା ତାହାକୁ ସ୍ପଷ୍ଟ ରୂପେ ଅବଗତ କରାଇଦିଆଯାଇଛି । ତା ସହିତ ଶୈଳୀ ଓ ଶୈଳୀବିଜ୍ଞାନର ସଦ୍ୟତମ ସ୍ୱରୂପ ଓ ପରିସର ସମ୍ପର୍କରେ ପ୍ରାଞ୍ଜଳ ଭାବେ ସୂଚନା ପ୍ରଦାନ କରାଯାଇଛି । ଓଡ଼ିଆ, ହିନ୍ଦୀ ପ୍ରଭୣତି ସାହିତ୍ୟରେ ଶୈଳୀକୁ ଯେଉଁ ସମାଲୋଚକମାନେ ରୀତି ବୋଲି କହିଛନ୍ତି, ତାହା ପ୍ରକୃତରେ କିପରି ସେୟା ନୁହେଁ, ସେ କଥା ଆଲୋଚନା କରାଯାଇଛି ।

ମୂଳଶବ୍ଦ: ଶୈଳୀ, ଶୈଳୀବିଜ୍ଞାନ, ଚୟନ, ଚୟନତତ୍ତ୍ୱ, ସମ୍ମୁଖୀକରଣ, ଶୈଳୀ ସମ୍ପର୍କିତ ମହାସମ୍ମିଳନୀ, ଶୈଳୀ ବିଶ୍ଳେଷଣ, ଶୈଳୀ ବିଶ୍ଳେଷଣର ବିଭିନ୍ନ ସ୍ତର, ପ୍ରାୟୋଗିକ ଭାଷାବିଜ୍ଞାନ।


English

This article discusses various aspects of rhetoric, rhetorical science and rhetorical analysis. It clearly explains how rhetoric is a branch of applied linguistics under modern linguistics. Along with this, it provides clear information about the latest form and scope of rhetoric and rhetorical science. It discusses how the critics who have called rhetoric as a custom in Odia and Hindi literature are not really a tradition.

Keywords: Style, stylistics, selection, selection theory, orientation, style-related conferences, style analysis, different levels of style analysis, applied linguistics.


ସହାୟକ ଗ୍ରନ୍ଥସୂଚୀ | Bibliography

୧. Malpas, Simon: The Post Modernism, Routledge, 2005.
୨. Hart Kelvin, Post Modernism, One word, Oxford, 2006.
୩. Nayar, Pramod K: Contemporary Literary and Cultrual Theory, Pearson 2010
୪. ଦାସ, ରବୀନ୍ଦ୍ର କୁମାର। ୨୦୦୮। ଶୈଳୀ ବିଜ୍ଞାନର ଆଲୋକରେ ଫକୀରମୋହନଙ୍କ ଉପନ୍ୟାସ, ବାଲେଶ୍ୱର: ମୀରାମ୍ବିକୀ ପ୍ରକାଶିନୀ।


Funding StatementNo funding was received for conducting this study.
Conflict of InterestThe Author has no conflicts of interest to declare that they are relevant to the content of this article.
Plagiarism TestYes
Does this article screened for similarity?Yes
Ethical ApprovalNot applicable
License© 2025 by Dr. Rabindra Kumar Das is licensed under Creative Commons Attribution-NonCommercial 4.0 International.
Cite this Article Das, Rabindra Kumar, “Saili, Sailibigyana O Saili Bislesana”, Bageesha, Vol. No. 03, Issue No. 01, Jun-Feb 2025, Article No: BM2025/NF01-A001| Page- 46-56| DOI: https://doi.org/10.70541/BAGEESHA/NF2025030101
QR Code for Yor Article (Click to Download)

Rating: 5 out of 5.