ସ୍ୱାଧୀନୋତ୍ତର ଓଡ଼ିଆ ନାଟ୍ୟସାହିତ୍ୟରେ ଗ୍ରାମ୍ୟ ଜୀବନର ଅଧୋଗତିର ଚିତ୍ର
Swadhinottara Odia Natyasahityare Gramya Jibanara Adhogatira Chitra
ଉପତଥ୍ୟ | Metadata
| ଲେଖକ | Author | ରଞ୍ଜନ କୁମାର ସେଠୀ | Ranjan Kumar Sethi |
| ଅନୁଷ୍ଠାନ | Affiliation | ଗବେଷକ, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ବାରିପଦା Swadhinottara Odia Natyasahityare Gramya Jibanara Adhogatira Chitra |
| ଲେଖା ସଂଖ୍ୟା | Article No. | BM2025/06-A005 |
| ଇ-ମେଲ | E-Mail | rs4407805@gmail.com |
| ଡିଓଆଇ ସଂଖ୍ୟା | DOI No. | 10.70541/BAGEESHA/2025030605 |
| ଲେଖାର ପ୍ରକାର | Type of Article | ଗବେଷଣା ପ୍ରବନ୍ଧ | Research Article |
| ଲେଖାର ଭାଷା | Language | ଓଡ଼ିଆ | Odia |
| ଲେଖାର ପ୍ରାପ୍ତି ଓ ପ୍ରକାଶନ ବିବରଣୀ | Article Submission & Publication Details | Received : 20 Dec 2025, Accepted : 25 Dec 2025, Published: 10 Jan 2026 |
| ପୃଷ୍ଠା ସଂଖ୍ୟା | Page No | ୧୩ – ୧୭ | 13-17 |
| ପାଠକ ସଂଖ୍ୟା । Reader Count |
Visitors Today: 285
Visitors Last 30 Days: 8918
Visitors This Year: 39544
Total Visitors: 39544
|
ସଂକ୍ଷିପ୍ତସାର | Abstract
ପରାଧୀନତାର ଘନଅନ୍ଧାର ମଧ୍ୟରେ ମୁକ୍ତିକାମୀ ମଣିଷ ସ୍ୱାଧୀନତାର ଆଲୋକମୟ ସ୍ୱପ୍ନ ଦେଖୁଥିଲା। ତା’ର ଆଶା ଓ ବିଶ୍ୱାସ ଥିଲା, ସ୍ୱାଧୀନତା ଆସିଲେ ଦୁଃଖ, ଦୁର୍ଦ୍ଦଶା ଦୂର ହେବ, ଗ୍ରାମାଞ୍ଚଳର ବିକାଶ ଘଟିବ ଏବଂ ଅନ୍ୟାୟ, ଅତ୍ୟାଚାରର ଅବସାନ ହେବ। କିନ୍ତୁ ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଅନେକ ସାମାଜିକ ଓ ରାଜନୈତିକ ପରିବର୍ତ୍ତନ ସହ ଗ୍ରାମ୍ୟ ଜୀବନଧାରାରେ ମଧ୍ୟ ଅବକ୍ଷୟ ଦେଖାଦେଲା। ସହରର ବିକାଶ, କଳକାରଖାନା ପ୍ରତିଷ୍ଠା ଓ ଅର୍ଥମୋହ ଯୋଗୁଁ ଗ୍ରାମବାସୀ ସହରାଭିମୁଖୀ ହେଲେ, ଚାଷଜମି ପଡ଼ିଆ ପଡ଼ିଲା ଏବଂ ପଲ୍ଲୀର କୁଡ଼ିଆ ଘର ଭାଙ୍ଗିବାକୁ ଲାଗିଲା। ଏଥିସହ ଭାଗବତ ଟୁଙ୍ଗୀ, କୀର୍ତ୍ତନ ଆଖଡ଼ା, ସାଂସ୍କୃତିକ ପରମ୍ପରା ଓ ଗୋଷ୍ଠୀ ଜୀବନରେ ଶୂନ୍ୟତା ସୃଷ୍ଟି ହେଲା। ଧାନକ୍ଷେତ, ଆମ୍ବତୋଟା ଓ କୋଇଲିର କୁହୁତାନରେ ମୁଖରିତ ପଲ୍ଲୀର ଶାନ୍ତ, ସୁନ୍ଦର ପରିବେଶ କ୍ରମେ ନଷ୍ଟ ହେବା ସହ ଆଧୁନିକ ଯୁଗରେ ପଲ୍ଲୀଜୀବନ ଅଧୋଗତି ଆଡ଼କୁ ଗତିକଲା। ଓଡ଼ିଆ ନାଟକରେ ଯାହାର ଚିତ୍ର ସ୍ପଷ୍ଟ ପ୍ରତିଫଳିତ। ଏହାକୁ ଦେଖେଇଦେବା ହିଁ ଉକ୍ତ ଆଲୋଚନାର ଉଦ୍ଦେଶ୍ୟ।
ମୂଳଶବ୍ଦ: ନାଟକ, ସାହିତ୍ୟ, ନାଟ୍ୟକାର, ଗ୍ରାମ, ପଲ୍ଲୀ, ସ୍ୱାଧୀନତା, ଓଡ଼ିଆ ନାଟକ, ପଲ୍ଲୀଚେତନା।
English
Amidst the thick darkness of subjugation, people yearning for liberation dreamt of a bright future of freedom. They held the hope and belief that the arrival of independence would dispel their suffering and misery, foster the development of rural areas, and put an end to injustice and oppression. However, in post-independence India, alongside various social and political shifts, a decline began to affect rural life. Driven by urban development, the establishment of industries, and a pursuit of material wealth, villagers migrated toward cities; farmlands were left fallow, and the humble huts of the countryside began to crumble. Concurrently, a void emerged in the Bhagabata Tungi (traditional village community centers), Kirtana Akhada (communal devotional gathering spaces), cultural traditions, and the very fabric of community life. As the tranquil and beautiful environment of the village—characterized by paddy fields, mango groves, and the melodious calls of the cuckoo—gradually deteriorated, rural life in the modern era began a decline. This process is clearly reflected in Odia drama, and the purpose of this discussion is to highlight that very aspect.
Keywords: Drama, literature, playwright, village, rural setting, independence, Odia drama, rural consciousness.
ସହାୟକ ଗ୍ରନ୍ଥସୂଚୀ | Bibliography
୧) ଦାସ, ହେମନ୍ତ କୁମାର। ୨୦୦୬। ଓଡ଼ିଆ ନାଟକର ଐତିହାସିକ ବିବର୍ତ୍ତନ(୨ୟ)। କଟକ: ଏସ୍ବି ପବ୍ଲିକେଶନ୍ସ,।
୨) ଦାସ, ହେମନ୍ତ କୁମାର। ୧୯୮୧। ନାଟ୍ୟ ସାହିତ୍ୟର ବିକାଶଧାରା। ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା।
୩) ଦାସ, ହେମନ୍ତ କୁମାର।୨୦୦୮। ଓଡ଼ିଆ ନାଟକର ଉତ୍ତର ଆଧୁନିକ ପର୍ବ। କଟକ: ବିଦ୍ୟାପୁରୀ।
୪) ମିଶ୍ର, ସଂଘମିତ୍ରା। ୧୯୯୦। ନାଟକର ନବ ମୂଲ୍ୟାୟନ। ଭୁବନେଶ୍ୱର: ମହାନଦୀ ବୁକ୍ସ।
୫) ମିଶ୍ର, ସଂଘମିତ୍ରା। ୨୦୧୫। ଓଡ଼ିଆ ନାଟକ: ସ୍ଥିତି ଓ ବିସ୍ତୃତି। କଟକ: ଗ୍ରନ୍ଥମନ୍ଦିର।
୬) ମୁଦାଲି, ସମର। ୨୦୦୧। ନାଟ୍ୟକାର, ନାଟକ ଓ ନାଟ୍ୟକାର। ଭାରତଜ୍ଞାନ ଓ ବିଜ୍ଞାନ ସମିତି।
୭) ସାମନ୍ତରାୟ, ରମାକାନ୍ତ। ୨୦୧୦। ଅଶି ପରର ଓଡ଼ିଆ ନାଟକ। ଭୁବନେଶ୍ୱର: ସରସ୍ୱତୀ ପ୍ରକାଶନ।
୮) ସାହୁ, ନାରାୟଣ। ୧୯୯୫। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ। କଟକ: ଫ୍ରେଣ୍ଡସ୍ ପବ୍ଲିଶର୍ସ।
୯) ଜେନା, ରଶ୍ମିନନ୍ଦିତା। ୧୯୮୦ ପରବର୍ତ୍ତୀ ଓଡ଼ିଆ ନାଟକ: ସମାଜ ମାନସିକତା ଓ ଶିଳ୍ପଦୃଷ୍ଟି। କଟକ: ଅଗ୍ରଦୂତ।
୧୦) ମହାପାତ୍ର, ବବୃବାହନ। ୨୦୨୦। ସାଂପ୍ରତିକ ଓଡ଼ିଆ ନାଟ୍ୟ ସାହିତ୍ୟ: ବିଚାର ଓ ବିଶ୍ଳେଷଣ। କଟକ: ସତ୍ୟନାରାୟଣ ବ୍ଲକ୍ଷ୍ଟୋର।
| Funding Statement | No funding was received for conducting this study. |
|---|---|
| Conflict of Interest | The Author has no conflicts of interest to declare that they are relevant to the content of this article. |
| Plagiarism Test | Yes |
| Does this article screened for similarity? | Yes |
| Ethical Approval | Not applicable |
| License | © 2025 by Ranjan Kumar Sethi is licensed under Creative Commons Attribution-NonCommercial 4.0 International. |
| Cite this Article | Sethi, Ranjan Kumar, “Swadhinottara Odia Natyasahityare Gramya Jibanara Adhogatira Chitra”, Bageesha, Vol. No. 03, Issue No. 06, Nov-Dec 2025, Article No: BM2025/06-A005| Page- 29-35| DOI: https://doi.org/10.70541/BAGEESHA/2025030605 |
| QR Code for Yor Article (Click to Download) | ![]() |

