ଓଡ଼ିଆ ଭାଷାରେ ‘ବେତାଳ ପଞ୍ଚବିଂଶତି’
Odia Bhasare ‘Betala Panchabinsati’
ଉପତଥ୍ୟ | Metadata
| ଲେଖକ | Author | ସ୍ୱାଧିନି ପାତ୍ର୧, ଡ. ସନ୍ତୋଷ କୁମାର ରଥ୨ | Swadhini Patra 1, Dr. Santosh Kumar Rath 2 |
| ଅନୁଷ୍ଠାନ | Affiliation | ଗବେଷିକା୧, ପ୍ରଫେସର୨, ସଂସ୍କୃତି ଅଧ୍ୟୟନ, ପ୍ରାଚୀନ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର Researcher¹, Professor², Cultural Studies, Ancient, Siksha ‘O’ Anusandhan University, Bhubaneswar |
| ଲେଖା ସଂଖ୍ୟା | Article No. | BM2025/06-A004 |
| ଇ-ମେଲ | E-Mail | swadhini0222@gmail.com |
| ଡିଓଆଇ ସଂଖ୍ୟା | DOI No. | 10.70541/BAGEESHA/2025030604 |
| ଲେଖାର ପ୍ରକାର | Type of Article | ଗବେଷଣା ପ୍ରବନ୍ଧ | Research Article |
| ଲେଖାର ଭାଷା | Language | ଓଡ଼ିଆ | Odia |
| ଲେଖାର ପ୍ରାପ୍ତି ଓ ପ୍ରକାଶନ ବିବରଣୀ | Article Submission & Publication Details | Received : 03 Dec 2025, Accepted : 25 Dec 2025, Published: 10 Jan 2026 |
| ପୃଷ୍ଠା ସଂଖ୍ୟା | Page No | ୧୩ – ୧୭ | 13-17 |
| ପାଠକ ସଂଖ୍ୟା । Reader Count |
Visitors Today: 285
Visitors Last 30 Days: 8918
Visitors This Year: 39544
Total Visitors: 39544
|
ସଂକ୍ଷିପ୍ତସାର | Abstract
ମୂଳ ସଂସ୍କୃତ ‘ବେତାଳ ପଞ୍ଚବିଂଶତି’ ଭାରତୀୟ କଥାସାହିତ୍ୟର ଏକ ପ୍ରସିଦ୍ଧ ରଚନା। ଓଡ଼ିଆ ସାହିତ୍ୟର ପ୍ରାରମ୍ଭିକ ପର୍ଯ୍ୟାୟରେ ପଦ୍ୟସାହିତ୍ୟର ପ୍ରାଧାନ୍ୟ ରହିଥିବାବେଳେ ଗଦ୍ୟରଚନାର ପରିମାଣ ତୁଳନାତ୍ମକ ଭାବେ ସ୍ୱଳ୍ପ ଥିଲା। ଏହି ସୀମିତ ପ୍ରାଚୀନ ଓଡ଼ିଆ ଗଦ୍ୟସାହିତ୍ୟ ଭଣ୍ଡାର ମଧ୍ୟରେ ‘ବେତାଳ ପଞ୍ଚବିଂଶତି’ର ଓଡ଼ିଆ ରୂପ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏହାର ମୂଳ କଥାବସ୍ତୁ ସଂସ୍କୃତ ‘କଥାସରିତ୍ସାଗର’ ସହିତ ସମ୍ପୃକ୍ତ। ଓଡ଼ିଆ ଭାଷାରେ ଏହା ‘ବେତାଳ ପଞ୍ଚିଶା’ ବା ‘ବେତାଳ ପଚିଶା’ ନାମରେ ପରିଚିତ। ଏହାର କେତେକ ପୋଥିରେ ଶିବଦାସଙ୍କ ନାମ ଭଣିତା ଭାବେ ଉଲ୍ଲେଖ ରହିଥିବାବେଳେ ଦାମୋଦର ଦାସ, ଗଉରଚନ୍ଦ୍ର ଓ କବି ମୁକୁନ୍ଦଙ୍କ ନାମ ମଧ୍ୟ ବିଭିନ୍ନ ପାଠରୂପ ସହିତ ସମ୍ପୃକ୍ତ। ଏହି ରଚନାର ଗଦ୍ୟ ଓ ପଦ୍ୟ-ଉଭୟ ରୂପରେ ପୋଥି ଉପଲବ୍ଧ ହେବା ଏହାର ପାଠପରମ୍ପରାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି। ବିଭିନ୍ନ ପୋଥିର ପାଠଭେଦ, ଭାଷାଗତ ବୈଶିଷ୍ଟ୍ୟ, ରଚନାଶୈଳୀ ଓ ଆଖ୍ୟାନ ପରିବେଷଣରେ ଥିବା ପାର୍ଥକ୍ୟ ଏହାର ସାହିତ୍ୟିକ ଓ ପାଠଗତ ବିଶ୍ଳେଷଣ ପାଇଁ ନୂତନ ଦିଗ ଉନ୍ମୋଚନ କରେ। ସେହିସବୁ ଦିଗକୁ ଉନ୍ମୋଚନ କରିବା ଏହି ପ୍ରବନ୍ଧର ମୁଖ୍ୟ ଉଦ୍ଦେଶ୍ୟ ।
ମୂଳଶବ୍ଦ: ବେତାଳ ପଞ୍ଚବିଂଶତି, କାହାଣୀ, ପଞ୍ଚିଶା, ସଂସ୍କୃତ, ପୋଥି, ସିଂଶୁପା, ପୁଷ୍ପିକା, ଶିବଦାସ, ଗଳ୍ପ ।
English
The original Sanskrit work Vetala Panchavimshati is a renowned piece of Indian narrative literature. In the early stages of Odia literature, verse was predominant, while prose works were relatively scarce. Within this limited corpus of early Odia prose, the Odia version of Vetala Panchavimshati holds a significant place. Its core narrative is linked to the Sanskrit Kathasaritsagara. In the Odia language, it is known as Vetala Panchisha or Vetala Pachisha. While some manuscripts mention the name ‘Shivadasa’ in the bhanita (authorial signature/colophon), the names of Damodara Dasa, Gaurachandra, and Kabi Mukunda are also associated with various versions of the text. The availability of manuscripts for this work in both prose and verse forms lends greater significance to its textual tradition. Variations in the text across different manuscripts—including linguistic features, stylistic nuances, and differences in the presentation of the narrative—open up new avenues for literary and textual analysis. The primary objective of this essay is to explore these various dimensions.
Keywords: Betala Panchavimshati, stories, twenty-five tales, Sanskrit, manuscript, Shinshupa, colophon (pushpika), Shivadasa, narrative.
ସହାୟକ ଗ୍ରନ୍ଥସୂଚୀ | Bibliography
୧) ଆଚାର୍ଯ୍ୟ, ସୁଦର୍ଶନ (ଅନୁ)। ୧୯୬୯। ସୋମଦେବଙ୍କ କଥାସରିତ ସାଗର। ବ୍ରହ୍ଣପୁର: ଦାସ ବ୍ରଦର୍ସ।
୨) ଆଚାର୍ଯ୍ୟ, ସୁଦର୍ଶନ(ଅନୁ)। ୨୦୦୫। ସୋମଦେବଙ୍କ କଥାସରିତ ସାଗର। କଟକ: ଫ୍ରେଣ୍ଡସ ପବ୍ଲିଶର୍ସ।
୩) ତ୍ରିପାଠୀ, କୁଞ୍ଜବିହାରୀ। ୧୯୮୨। ପ୍ରାଚୀନ ଓଡ଼ିଆ ଗଦ୍ୟ ସଂକଳନ। ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ।
୪) ଦାଶ, ବଂଶୀଧର। ୨୦୨୨। ବେତାଳ ପଞ୍ଚବିଂଶତି। କଟକ: ବିଦ୍ୟାପୁରୀ।
୫) ଦାସ, ଶ୍ରୀଧର। ୧୯୭୫। ବେତାଳ ପଞ୍ଚବିଂଶତି। କଟକ: ଗ୍ରନ୍ଥମନ୍ଦିର।
୬) ପଟ୍ଟନାୟକ, ପଠାଣି। ୨୦୨୨। ବେତାଳ କାହାଣୀ। କଟକ: ସତ୍ୟନାରାୟଣ ବୁକ୍ ଷ୍ଟୋର।
୭) ମହାପାତ୍ର, ଶ୍ରୀଧର(ଅନୁ)। ୧୯୪୯। ଦଶକୁମାର ଚରିତ। କଟକ: କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର୍।
୮) ମିଶ୍ର, ଶ୍ରୀନିବାସ। ୧୯୭୮। ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ (୧୮୧୧-୧୯୨୦)। କଟକ: ବିଦ୍ୟାପୁରୀ।
୯) ସାମନ୍ତରାୟ, ନଟବର। ୧୯୬୪। ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦)। ଭୁବନେଶ୍ୱର: ବାଣୀଭବନ।
୧୦) ରଥ, ସନ୍ତୋଷ କୁମାର(ସଂ)। ୨୦୨୩। ପ୍ରଥମ ଓଡ଼ିଆ ବ୍ୟାକରଣ (ଅପ୍ରକାଶିତ ଓ ପ୍ରକାଶିତ)। ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ।
୧୧) ଆଚାର୍ଯ୍ୟ, ରାମଚନ୍ଦ୍ର। ୧୯୫୪। ବେତାଳ କଥା। ବ୍ରହ୍ମପୁର: ନିଉ ଷ୍ଟୁଡେଣ୍ଟସ୍ ଷ୍ଟୋର୍।
ପତ୍ରିକା:
୧) ମୁକୁର। ୧୯୨୨-୨୩। ଭାଗ-୧୭। ପୃ-୭୬।
୨)ପୌରୁଷ। ୧୯୭୨। ଭାଗ-୫। ପୃ-୮୯।
| Funding Statement | No funding was received for conducting this study. |
|---|---|
| Conflict of Interest | The Author has no conflicts of interest to declare that they are relevant to the content of this article. |
| Plagiarism Test | Yes |
| Does this article screened for similarity? | Yes |
| Ethical Approval | Not applicable |
| License | © 2025 by Swadhini Patra, Santosh Kumar Ratha is licensed under Creative Commons Attribution-NonCommercial 4.0 International. |
| Cite this Article | Patra, Swadhini, Ratha, Santosh Kumar, “Odia Bhasare ‘Betala Panchabinsati”, Bageesha, Vol. No. 03, Issue No. 06, Nov-Dec 2025, Article No: BM2025/06-A004| Page- 25-28| DOI: https://doi.org/10.70541/BAGEESHA/2025030604 |
| QR Code for Yor Article (Click to Download) | ![]() |

