ଉପତଥ୍ୟ | Metadata

ଲେଖକ | Authorଡ. ସୁଶ୍ରୀ ସଙ୍ଗୀତା ସ୍ୱାଇଁ | Dr. Sushree Sangita Swain
ଅନୁଷ୍ଠାନ | Affiliationସହାୟକ ଅଧ୍ୟାପକ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର
Assistant Professor, Department of Odia, Fakir Mohan University, Balasore
ଲେଖା ସଂଖ୍ୟା | Article No.BM2025/06-A003
ଇ-ମେଲ | E-Mailsushree.balasore@gmail.com
ଡିଓଆଇ ସଂଖ୍ୟା | DOI No.10.70541/BAGEESHA/2025030603
ଲେଖାର ପ୍ରକାର | Type of Articleଗବେଷଣା ପ୍ରବନ୍ଧ | Research Article
ଲେଖାର ଭାଷା | Languageଓଡ଼ିଆ | Odia
ଲେଖାର ପ୍ରାପ୍ତି ଓ ପ୍ରକାଶନ ବିବରଣୀ | Article Submission & Publication DetailsReceived : 12 Dec 2025, Accepted : 25 Dec 2025, Published: 10 Jan 2026
ପୃଷ୍ଠା ସଂଖ୍ୟା | Page No୧୩ – ୧୭ | 13-17
ପାଠକ ସଂଖ୍ୟା । Reader Count
Visitors Today: 0
Visitors Last 30 Days: 8862
Visitors This Year: 39852
Total Visitors: 39852

ଜୀବ ଜଗତରେ ଅନ୍ୟାନ୍ୟ ପ୍ରାଣୀମାନଙ୍କ ଅପେକ୍ଷା ମାନବର ଯୌନ ଚେତନା ବହୁ ଦୃଷ୍ଟିରୁ ସ୍ୱତନ୍ତ୍ର। ମାନବ ଜୀବନର ଏହା ସ୍ୱାଭାବିକ ଆବେଗ। ଏହା କେବଳ ଶାରିରୀକ ଆକାଂକ୍ଷା ନୁହେଁ ବରଂ ଭାବନାତ୍ମକ ଆବେଦନ। ଏହି ଚେତନା ମନୁଷ୍ୟ ଜୀବନର ଏକ ସହଜାତ ପ୍ରବୃତ୍ତି। ଓଡ଼ିଆ ସାହିତ୍ୟରେ ଏହି ଦେହବାଦ ଆଦି କାଳରୁ ଆଧୁନିକ କାଳ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ରୂପରେ ପ୍ରକଟିତ। ପୁରାତନ ଓ ମଧ୍ୟଯୁଗୀୟ କବିତାରେ ଯୌନଚେତନା ଅଳଙ୍କାରିକ ଓ ଆଧ୍ୟାତ୍ମିକ ଆବରଣ ଭିତରେ ପ୍ରକାଶ ଲାଭ କରିଥିବା ବେଳେ ଆଧୁନିକ ଯୁଗର କବିତାରେ ଯୌନଚେତନା ଆଦର୍ଶ ଓ ନୀତି ନିଷ୍ଠତା ମଧ୍ୟରେ ପ୍ରତିଫଳିତ। ସେହିପରି ଉତ୍ତର ଆଧୁନିକ କାଳର କବିତାର ଯୌନ ପରିଚର୍ଚ୍ଚା ମନୋବୈଜ୍ଞାନିକ ଶୈଳୀକୁ ଆପଣାଇ ନେଇଛି ତେବେ ଓଡ଼ିଆ କବିତାରେ ଯୌନ ଚେତନା ସାହିତ୍ୟକୁ ଅଧିକ ରସସିକ୍ତ କରିଛି। ସଠିକ୍ ଉପସ୍ଥାନାରେ ଯୌନ ଚେତନା ଅଶ୍ଲୀଳ ନୁହେଁ ବରଂ ସତ୍ୟ ଶିବ ସୁନ୍ଦର ନିରାଜନାର ମାଧ୍ୟମ। ଏହା ଚର୍ଚ୍ଚା କରିବା ହେଉଛି ଏହି ପ୍ରବନ୍ଧର ଉଦ୍ଦେଶ୍ୟ ।

ମୂଳଶବ୍ଦ: ଯୌନ ଚେତନା, ଦେହବାଦ, କାମ, ରୋମାଣ୍ଟିକ୍ ଚେତନା, ପ୍ରେମ, ପ୍ରଣୟ, ଓଡ଼ିଆ ସାହିତ୍ୟ, ଆଧୁନିକ ଯୁଗ, କବିତା, ଓଡ଼ିଆ କବିତା ।


English

In the animal kingdom, human sexual consciousness is distinct in many respects compared to that of other creatures. It is a natural impulse in human life—not merely a physical desire, but an emotional appeal. This consciousness is an innate human instinct. In Odia literature, this preoccupation with the corporeal has manifested in various forms from ancient times to the modern era. While in ancient and medieval poetry, sexual consciousness was expressed through metaphorical and spiritual veils, in modern poetry, it is reflected within the framework of ideals and moral integrity. Similarly, in post-modern poetry, the discourse on sexuality has adopted a psychological approach. Ultimately, sexual consciousness has served to enrich Odia literature, imbuing it with a deeper aesthetic essence. When presented appropriately, sexual consciousness is not obscene; rather, it serves as a medium for the manifestation of Truth, Goodness, and Beauty (Satya, Shiva, Sundara). The purpose of this essay is to explore this subject.

Keywords: Sexual consciousness, sensualism, lust, romantic consciousness, love, romance, Odia literature, modern era, poetry, Odia poetry.


ସହାୟକ ଗ୍ରନ୍ଥସୂଚୀ | Bibliography

୧) ମହାପାତ୍ର, ଖଗେଶ୍ବର । ୧୯୭୬ । ଚର୍ଯାଗୀତିକା। କଟକ : ଫ୍ରେଣ୍ଡସ ପବ୍ଲିଶର୍ସ। ପୃଷ୍ଠା-୧୦୦ ।
୨) ଭଞ୍ଜ, ଉପେନ୍ଦ୍ର ।୧୯୯୩ । କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ(୩ୟ ଛାନ୍ଦ)। କଟକ: ପ୍ରେସ। ପୃଷ୍ଠା-୨୧ ।
୩) ନାୟକ, ବିନୋଦ ଚନ୍ଦ୍ର । ୧୯୯୨ । ବିନୋଦ ନାୟକ କବିତା ସମଗ୍ର। କଟକ: ଓଡ଼ିଶା ବୁକ୍ ଷ୍ଟୋର୍। ପୃଷ୍ଠା-୧୭
୪) ରାଉତରାୟ, ସଚ୍ଚିଦାନନ୍ଦ। ୧୯୪୯। ଭାନୁମତୀର ଦେଶ। କଟକ: ବିନୋଦ ବିହାରୀ। ପୃଷ୍ଠା-୭
୫) ମହାନ୍ତି ,ଗୁରୁପ୍ରସାଦ। ୧୯୭୦। ସମୁଦ୍ର ସ୍ନାନ। କଟକ: ଲାର୍କ ବୁକ୍। ପୃଷ୍ଠା-୬୩
୬) ମହାନ୍ତି, ଗୁରୁପ୍ରସାଦ। ୨୦୦୫। ଗୁରୁପ୍ରସାଦ କବିତା। ସୁବର୍ଣ୍ଣରେଖା ପ୍ରକାଶନୀ। ପୃଷ୍ଠା -୪୫
୭) ରଥ, ରମାକାନ୍ତ। ୧୯୯୨। ଶ୍ରେଷ୍ଠ କବିତା। ବଲାଙ୍ଗୀର: ଚତୁରଙ୍ଗ ପ୍ରକାଶନୀ। ପୃଷ୍ଠା-୭୦
୮) ବାରିକ, ସୁରେନ୍ଦ୍ର। ୧୯୭୫। ସାମାନ୍ୟ କଥନ। କଟକ: ଅଗ୍ରଦୂତ ପ୍ରକାଶନ। ପୃଷ୍ଠା-୧୧୨
୯) ବାରିକ୍ ସୁରେନ୍ଦ୍ର। ୧୯୮୦। ଅନ୍ୱେଷାର ସ୍ୱର। କଟକ: ଅଗ୍ରଦୂତ ପ୍ରକାଶନୀ। ପୃଷ୍ଠା-୧୦୩
୧୦) ମିଶ୍ର , ଦୀପକ। ୧୯୭୪ । ମଧ୍ୟାହ୍ନର ଛାଇ। ପୃଷ୍ଠା-୯୫
୧୦) ଦାସ, ଜଗନ୍ନାଥ ପ୍ରସାଦ। ୧୯୭୯। ଯେ ଯାହାର ନିର୍ଜନତା। କଟକ: ବିଦ୍ୟାପୁରୀ, ବାଲୁବଜାର। ପୃଷ୍ଠା-୬୬
୧୧) ପ୍ରଧାନ, ଶରତ ଚନ୍ଦ୍ର। ୧୯୯୧। ଯଯାତି। କଟକ: ବିଦ୍ୟାପୁରୀ, ବାଲୁବଜାର। ପୃଷ୍ଠା-୮୮


Funding StatementNo funding was received for conducting this study.
Conflict of InterestThe Author has no conflicts of interest to declare that they are relevant to the content of this article.
Plagiarism TestYes
Does this article screened for similarity?Yes
Ethical ApprovalNot applicable
License© 2025 by Dr. Sushree Sangita Swain is licensed under Creative Commons Attribution-NonCommercial 4.0 International.
Cite this Article Swain, Sushree Sangita, “Adhunika Odia Kabitare Jounachetana”, Bageesha, Vol. No. 03, Issue No. 06, Nov-Dec 2025, Article No: BM2025/06-A003| Page- 18-24| DOI: https://doi.org/10.70541/BAGEESHA/2025030603
QR Code for Yor Article (Click to Download)