ଉପତଥ୍ୟ | Metadata

ଲେଖକ | Authorଡ. ଅଜୟ କୁମାର ସାହୁ | Dr. Ajaya Kumara Sahu
ଅନୁଷ୍ଠାନ | Affiliationଅଧ୍ୟାପକ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର
Lecturer, Department of Odia Language and Literature, Dharanidhar University, Keonjhar
ଲେଖା ସଂଖ୍ୟା | Article No.BM2025/05-A005
ଇ-ମେଲ | E-Mailajaykumarsahoo942@gmail.com
ଡିଓଆଇ ସଂଖ୍ୟା | DOI No.10.70541/BAGEESHA/2025030401
ଲେଖାର ପ୍ରକାର | Type of Articleଗବେଷଣା ପ୍ରବନ୍ଧ | Research Article
ଲେଖାର ଭାଷା | Languageଓଡ଼ିଆ | Odia
ଲେଖାର ପ୍ରାପ୍ତି ଓ ପ୍ରକାଶନ ବିବରଣୀ | Article Submission & Publication DetailsReceived : 15 Jun 2025, Accepted : 25 Oct 2025, Published: 10 Nov 2025
ପୃଷ୍ଠା ସଂଖ୍ୟା | Page No୨୯ – ୩୫ | 29-35
ପାଠକ ସଂଖ୍ୟା । Reader Count
Visitors Today: 0
Visitors Last 30 Days: 8884
Visitors This Year: 40030
Total Visitors: 40030

ଭାଷା ଓ ସାହିତ୍ୟର ବିକାଶ ନିମନ୍ତେ ପ୍ରବନ୍ଧ ଓ ସମାଲୋଚନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଧାରାରେ ଓଡ଼ିଆ ସାହିତ୍ୟରେ ଜଣେ ସଫଳ ସମାଲୋଚକ ଭାବେ ପ୍ରଫେସର ବାଉରୀବନ୍ଧୁ କର ଅନ୍ୟତମ। ତାଙ୍କ ଆଲୋଚନାରେ ସାମାଜିକ ମୂଲ୍ୟବୋଧ, ସାମାଜିକ ସଚେତନତା, ସାହିତ୍ୟରେ ଶିଳ୍ପ ଓ ଶୈଳୀର ଉନ୍ନତ ମାନଦଣ୍ଡ ଦେଖିବାକୁ ମିଳେ। ସମାଲୋଚକଙ୍କ ଗଦ୍ୟରୁ ମିଳୁଥିବା ଉଦ୍ଦାତ୍ତସ୍ୱର ତାଙ୍କ ମୂଲ୍ୟବୋଧ, ସାମାଜିକ ଦୃଷ୍ଟିକୋଣ ଓ ଶବ୍ଦଶକ୍ତିକୁ ପ୍ରତିବିମ୍ବିତ କରେ। ତାଙ୍କ ଗବେଷଣାତ୍ମକ ଦିଗ ଗୁଡ଼ିକ ବିଶେଷତଃ ତିନୋଟି ଆଧାର ଉପରେ ପର୍ଯ୍ୟବେସିତ- (କ) ସାହିତ୍ୟଭିତ୍ତିକ (ଖ) ସମୀକ୍ଷକ ଓ ବ୍ୟକ୍ତି ସମ୍ପର୍କିତ (ଗ) ଐତିହ୍ୟ, ସଂସ୍କୃତି ଓ ଧର୍ମ ଆଧାରିତ। ଏହି ନିବନ୍ଧରେ ବାଉରୀବନ୍ଧୁ କରଙ୍କ ସମୀକ୍ଷାକୁ ଏକ ଦୃଢ଼ ସାମାଜିକ ଶସ୍ତ୍ର ସହ ତୁଳନା କରି ସାହିତ୍ୟ, ସଭ୍ୟତା ଓ ସାଂସ୍କୃତିକ ମୂଲ୍ୟବୋଧ ପ୍ରତି ଥିବା ଗୁରୁତ୍ୱ ସଂପର୍କରେ ଆଲୋଚନା କରାଯାଇଛି। ଯାହା ଓଡ଼ିଆ ସମାଲୋଚନା କ୍ଷେତ୍ରରେ ବାଉରୀବନ୍ଧୁ କରଙ୍କ ନିଷ୍ଠା ଓ ସାଧନାର ପରିଚାୟକ।

ମୂଳଶବ୍ଦ: ସମାଲୋଚନା, ଐତିହ୍ୟ, ସଂସ୍କୃତି, ସାହିତ୍ୟିକ, ସାମାଜିକ, ଦାର୍ଶନିକ, ବାଉରୀବନ୍ଧୁ କର, ପ୍ରବନ୍ଧ, ଓଡ଼ିଆ ସାହିତ୍ୟର ଇତିହାସ।


English

The role of essays and criticism is very important for the development of language and literature. In this sense, Professor Bauribandhu Kar is considered as a successful critic in Odia literature. Social values, social awareness, high standards of craftsmanship and style in literature can be seen in his discussions. The original tone found in the critic’s prose reflects his values, social perspectives and vocabulary. His research directions are mainly based on three bases- (a) literary (b) critic and person-related (c) history, culture and religion-based. This article compares Bauribandhu Kar’s review with a strong social tool and discusses the importance of literature, civilization and cultural values. Which is an introduction to Bauribandhu Kar’s development and contribution in the field of Odia criticism.

Keywords: Criticism, heritage, culture, literary, social, philosophical, kinship, essays, history of Odia literature.


ସହାୟକ ଗ୍ରନ୍ଥସୂଚୀ | Bibliography

୧) ମାନସିଂହ, ମାୟାଧର। ୧୯୫୮। ମାଟିର ମହାକବି ସାରଳା ଦାସ। ପ୍ରଥମ ସଂସ୍କରଣ। ବ୍ରହ୍ମପୁର: ଦାସ ବ୍ରଦର୍ସ। ପୃଷ୍ଠା -୩।
୨) ତତ୍ରୈବ। ପୃଷ୍ଠା -୨।
୩) ତତ୍ରୈବ। ପୃଷ୍ଠା -୧୦।
୪) ମହାନ୍ତି, ଆର୍ତ୍ତବଲ୍ଲଭ ସଂ.। ୧୯୬୫। ସାରଳା ମହାଭାରତ-ଆଦିପର୍ବ(୧ମ ଖଣ୍ଡ)। ଭୁବନେଶ୍ୱର: ସାଂସ୍କୃତିକ ବ୍ୟାପାର ବିଭାଗ, ଓଡ଼ିଶା ସରକାର। ପୃ୨୩
୫) ଅଜ୍ଞାତ ସଙ୍କଳକ। ୧୯୭୧। ମୃତ୍ୟୁଞ୍ଜୟ ଗ୍ରନ୍ଥାବଳୀ। କଟକ: କଟକ ଷ୍ଟୁଡ଼େଂଟସ ଷ୍ଟୋର। ପୃଷ୍ଠା-୨୩୭
୬) ପ୍ରଧାନ, କୃଷ୍ଣଚନ୍ଦ୍ର। ୨୦୧୯। ଓଡ଼ିଆ ଲୋକସାହିତ୍ୟ ଓ ଲୋକସଂସ୍କୃତି। ଅଷ୍ଟମ ମୁଦ୍ରଣ। କଟକ: ବିଦ୍ୟାପୁରୀ। ପୃ-୨୭।
୭) ରାଜଗୁରୁ, ଶ୍ୟାମସୁନ୍ଦର। ୧୯୧୭। ପ୍ରବନ୍ଧାବଳୀ। କଟକ: ଉତ୍କଳ ସାହିତ୍ୟ ପ୍ରେସ୍‌। ପୃଷ୍ଠା-୪୭।
୮) ମାନସିଂହ, ମାୟାଧର। ୧୯୫୮। ମାଟିର ମହାକବି ସାରଳା ଦାସ। ପ୍ରଥମ ସଂସ୍କରଣ। ବ୍ରହ୍ମପୁର: ଦାସ ବ୍ରଦର୍ସ। ପୃଷ୍ଠା -୪୮।
୯) ତତ୍ରୈବ। ପୃଷ୍ଠା -୬୨।
୧୦) ତତ୍ରୈବ। ପୃଷ୍ଠା-୧୨।


Funding StatementNo funding was received for conducting this study.
Conflict of InterestThe Author has no conflicts of interest to declare that they are relevant to the content of this article.
Plagiarism TestYes
Does this article screened for similarity?Yes
Ethical ApprovalNot applicable
License© 2025 by Dr. Ajaya Kumara Sahu is licensed under Creative Commons Attribution-NonCommercial 4.0 International.
Cite this Article Sahu, Ajaya Kumara, “Odia Samalochanara Uddatta Swara: Gadyasilpi Bauribandhu Kara”, Bageesha, Vol. No. 03, Issue No. 05, Sep-Oct 2025, Article No: BM2025/05-A005| Page- 29-35| DOI: https://doi.org/10.70541/BAGEESHA/2025030505
QR Code for Yor Article (Click to Download)