ଉପତଥ୍ୟ | Metadata

ଲେଖକ | Authorଶୁଭଲକ୍ଷ୍ମୀ ବେହେରା | Subhalaxmi Behera
ଅନୁଷ୍ଠାନ | Affiliationଗବେଷିକା, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
Researcher, Department of Odia Language and Literature, Ramadevi Women’s University, Bhubaneswar
ଲେଖା ସଂଖ୍ୟା | Article No.BM2025/05-A004
ଇ-ମେଲ | E-Mailsubhalaxmib058@gmail.com
ଡିଓଆଇ ସଂଖ୍ୟା | DOI No.10.70541/BAGEESHA/2025030504
ଲେଖାର ପ୍ରକାର | Type of Articleଗବେଷଣା ପ୍ରବନ୍ଧ | Research Article
ଲେଖାର ଭାଷା | Languageଓଡ଼ିଆ | Odia
ଲେଖାର ପ୍ରାପ୍ତି ଓ ପ୍ରକାଶନ ବିବରଣୀ | Article Submission & Publication DetailsReceived : 13 Oct 2025, Accepted : 25 Oct 2025, Published: 10 Nov 2025
ପୃଷ୍ଠା ସଂଖ୍ୟା | Page No୨୫ – ୨୮ | 25-28
ପାଠକ ସଂଖ୍ୟା । Reader Count
Visitors Today: 144
Visitors Last 30 Days: 5897
Visitors This Year: 9994
Total Visitors: 9994

ମଣିଷ ସଭ୍ୟତାର ଉନ୍ନତି ସହିତ ତାହାର ଦୈନିକ ଆବଶ୍ୟକତା ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ଏହି ଆବଶ୍ୟକତାକୁ ନଜରରେ ରଖି ଅନେକ ପ୍ରକାରର ଉନ୍ନୟନ କାର୍ଯ୍ୟମାନ ସାଧିତ ହେଉଛି। ସାହିତ୍ୟ ମଧ୍ୟ ସମୟ ଅନୁସାରୀ ପରିବର୍ତ୍ତନକୁ ଆପଣାଇ ନେଇଛି। ତେବେ ଆଲୋଚନାର ପ୍ରସଂଗ ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଜନଆନ୍ଦୋଳନ। ୧୯୭୯ ମାସିହାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାସ୍ଥିତ ସୁବର୍ଣ୍ଣରେଖା ନଦୀ ମୁହାଣର ଉଭୟ ପାର୍ଶ୍ୱରେ ଥିବା, ବାଲିଆପାଳ ଏବଂ ଭୋଗରାଇ ଅଂଚଳରେ ଭାରତ ସରକାରଙ୍କ ଅନୁମୋଦନକ୍ରମେ କ୍ଷେପଣାସ୍ତ୍ର ଘାଟି ତିଆରି ହେବାପାଇଁ ସ୍ଥିର କରାଯାଏ। ପ୍ରାୟ ୧୧୬ବର୍ଗ କିଲୋମିଟର ଅଂଚଳ ଏହି କ୍ଷେପଣାଅସ୍ତ୍ର ଘାଟୀ ତିଆରି ପାଇଁ ବ୍ୟବହାର ହେବ ବୋଲି ସ୍ଥାନ ଚୟନ କରାଯାଏ। ସ୍ଥାନୀୟ ଲୋକମାନଙ୍କର ବାସସ୍ଥାନ ସହ ଜୀବନ-ଜୀବିକାର କ୍ଷୟକ୍ଷତି ଏହା ସହିତ ଜଡ଼ିତ। ଏହି ସବୁ କ୍ଷୟକ୍ଷତିକୁ ପ୍ରତିବାଦକରି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ପ୍ରବଳ ଆନ୍ଦୋଳନର ସୂତ୍ରପାତ ହୁଏ। ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳକୁ ସମର୍ଥନ କରି କବି-ସାହିତ୍ୟିକମାନେ ସ୍ୱର ଉଠାନ୍ତି। ସେହି ସ୍ୱରକୁ ଆଲୋଚନା କରିବା ଏହି ଗବେଷଣାତ୍ମକ ନିବନ୍ଧର ମୂଳ ଉଦ୍ଦେଶ୍ୟ।

ମୂଳଶବ୍ଦ: ବାଲିଆପାଳ, ଜନଆନ୍ଦୋଳନ, ବଲେଶ୍ୱର, କ୍ଷେପଣାସ୍ତ୍ରଘାଟି, ବିସ୍ଥାପନ, ଜୀବନ-ଜୀବିକା, ଚାଷ।


English

With the advancement of human civilization, its daily needs are also increasing. Keeping this need in mind, many types of development works are being carried out. Literature has also undergone changes over time. The context of the discussion is the Baliapal People’s Movement in Balasore district of northern Odisha. In 1979, it was decided to build missile bases in Baliapal and Bhograi areas on both sides of the mouth of the Subarnarekha river in Balasore district of Odisha with the approval of the Government of India. About 116 square kilometers of land was selected to be used for the construction of this missile base. The damage to the habitat and livelihood of the local people is associated with this. A strong movement is started among the local people by protesting all this damage. Later, poets and writers raise their voices in support of this movement. The main purpose of this research article is to discuss that voice.

Keywords: Baliapala, mass movement, Baleshwar, missile range, displacement, livelihood, agriculture.


ସହାୟକ ଗ୍ରନ୍ଥସୂଚୀ | Bibliography

୧) ନାରାୟଣ। ୧୯୮୭। ବାଲିଆପାଳ କ୍ୱୋଳରେ ପଂଜାବ?। ବାଲେଶ୍ୱର: ଲାଲବାତ୍ୟା ପ୍ରକାଶନ, ଶିମୁଳିଆ।
୨) ଉପାଧ୍ୟାୟ, ବିଜୟ। ୨୦୧୫। ଓଡ଼ିଶାର ପ୍ରଗତିଶୀଳ ସାହିତ୍ୟ ଆନ୍ଦୋଳନ ଓ ଆନ୍ଦୋଳନର ସାହିତ୍ୟ (ସଂ)। ବାଲେଶ୍ୱର: ଜୀବନ ସଂଗ୍ରାମ ସାରସ୍ୱତ ଟ୍ରଷ୍ଟ, ଫକୀରମୋହନ ନଗର।
୩) ପରିଡ଼ା, ଆଶୁତୋଷ। ୨୦୧୯। କବିତା ଏକତ୍ର (ପ୍ରଥମ ଖଣ୍ଡ)। ଯାଜପୁର: ପ୍ରବାହ, ଗୋବିନ୍ଦପୁର, ଜାହାନପୁର, ଦେବୀଦ୍ୱାର।
୪) ମଲ୍ଲିକ, ହୃଷୀକେଶ।୨୦୧୫। ଜେଜେ ଦେଖିନଥିବା ଭାରତ। ଯାଜପୁର: ପ୍ରବାହ, ଗୋବିନ୍ଦପୁର, ଜାହାନପୁର, ଦେବୀଦ୍ୱାର।
୫) ଉପାଧ୍ୟାୟ, ବିଜୟ। ୨୦୧୩। ଓଡ଼ିଶାର ଜନଆନ୍ଦୋଳନ (ସଂ)। ବାଲେଶ୍ୱର: ଜୀବନସଂଗ୍ରାମ ସାରସ୍ୱତ ଟ୍ରଷ୍ଟ, ଫକୀରମୋହନ ନଗର।
୬) ରଥ, ବ୍ରଜନାଥ। ୨୦୦୯। ଏକ ଏକ ଏକପଦୀ। ବାଲେଶ୍ୱର: ସୁବର୍ଣ୍ଣଶ୍ରୀ ପ୍ରକାଶନୀ, ଶ୍ରୀକଣ୍ଠପୁର।


Funding StatementNo funding was received for conducting this study.
Conflict of InterestThe Author has no conflicts of interest to declare that they are relevant to the content of this article.
Plagiarism TestYes
Does this article screened for similarity?Yes
Ethical ApprovalNot applicable
License© 2025 by Subhalaxmi Behera is licensed under Creative Commons Attribution-NonCommercial 4.0 International.
Cite this Article Behera, Subhalaxmi,“Baliapala Janaandolana o Odia Kabita”, Bageesha, Vol. No. 03, Issue No. 05, Sep-Oct 2025, Article No: BM2025/05-A003| Page- 25-28| DOI: https://doi.org/10.70541/BAGEESHA/2025030504
QR Code for Yor Article (Click to Download)