ସ୍ଵାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ କ୍ଷୁଦ୍ର ଗଳ୍ପରେ ପ୍ରେମ ଓ ଯୌନତା
Swadhinata Purbabartee Odia Kshudra Galpare Prema o Jounata
ଉପତଥ୍ୟ | Metadata
| ଲେଖକ | Author | ଅଶୋକ କୁମାର ମହାନ୍ତ | Asoka Kumara Mahanta |
| ଅନୁଷ୍ଠାନ | Affiliation | ଗବେଷକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ, ବାରିପଦା Researcher, Department of Odia Language and Literature, Maharaja Sriram Chandra Bhanja Deo University, Baripada |
| ଲେଖା ସଂଖ୍ୟା | Article No. | BM2025/05-A002 |
| ଇ-ମେଲ | E-Mail | kumar14ashok1@gmail.com |
| ଡିଓଆଇ ସଂଖ୍ୟା | DOI No. | 10.70541/BAGEESHA/2025030502 |
| ଲେଖାର ପ୍ରକାର | Type of Article | ଗବେଷଣା ପ୍ରବନ୍ଧ | Research Article |
| ଲେଖାର ଭାଷା | Language | ଓଡ଼ିଆ | Odia |
| ଲେଖାର ପ୍ରାପ୍ତି ଓ ପ୍ରକାଶନ ବିବରଣୀ | Article Submission & Publication Details | Received : 01 Jul 2025, Accepted : 25 Oct 2025, Published: 10 Nov 2025 |
| ପୃଷ୍ଠା ସଂଖ୍ୟା | Page No | ୧୩ – ୧୭ | 13-17 |
| ପାଠକ ସଂଖ୍ୟା । Reader Count |
Visitors Today: 0
Visitors Last 30 Days: 8862
Visitors This Year: 39852
Total Visitors: 39852
|
ସଂକ୍ଷିପ୍ତସାର | Abstract
ପ୍ରେମ ଭୂମିରୁ ଭୂମା ପର୍ଯ୍ୟନ୍ତ ପରିବ୍ୟାପ୍ତ। ପ୍ରେମ ଦେହର ମିଳନରେ ଗଢ଼ିଉଠେ ନାହିଁ, ଏହା ଆତ୍ମାର ମିଳନ। କେବଳ ମାନବ ଜୀବନ କାହିଁକି; ଇତର ପ୍ରାଣୀଙ୍କ ଭିତରେ ମଧ୍ୟ ସର୍ବଦା ସନ୍ନିହିତ। ସାହିତ୍ୟର ଆଦ୍ୟ ଅନ୍ୱେଷା ହିଁ ପ୍ରେମ। ପ୍ରେମ ବିନା ଏ ଜଗତ ଅନ୍ତସାରହୀନ। କିନ୍ତୁ, ନଈକେ ବାଙ୍କ ଦେଶ କେ ଫାଙ୍କ ପରି ସମୟ ସ୍ରୋତରେ ପ୍ରେମର ସଂଜ୍ଞା ମଧ୍ୟ ପରିବର୍ତ୍ତନ ଘଟିଛି। ଆଧୁନିକ କାଳରେ ଯାହା ପ୍ରେମର ସଂଜ୍ଞା ଧାରଣ କରେ ତାହା କ’ଣ ବାସ୍ତବ ପ୍ରେମର ନିଦର୍ଶନ? ଏହା ପାଠକ ମଧ୍ୟରେ ପ୍ରଶ୍ନବାଚୀ ଆଣିଥାଏ। ବର୍ତ୍ତମାନ ପ୍ରେମ ଆଉ ମନ ମିଳନରେ ଗଠିତ ନୁହଁ ବାସନାର ପୂର୍ତ୍ତିରେ ହିଁ ପ୍ରେମର ପରିପ୍ରାପ୍ତି। ପ୍ରେମ ରୂପ ଆକର୍ଷଣରୁ ସୃଷ୍ଟି ହୋଇ ଦୈହିକ ସମ୍ପର୍କରେ ପରିସମାପ୍ତି ଘଟୁଛି। ଦୈହିକ ପ୍ରେମ କେବଳ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରୁନାହିଁ, ବୈବାହିକ ଜୀବନରେ ଦମ୍ପତିଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଛି। ପ୍ରେମ ଉଜୁଡ଼ା ବସାର ବାଇଚଢ଼େଇ ପରି ପଥଭ୍ରଷ୍ଟ। ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଗଳ୍ପରେ କିପରି ରୂପାୟିତ ତାହା ବିଚାର ଯୋଗ୍ୟ। ଗଳ୍ପର ଉନ୍ମେଷ କାଳରୁ ଦେଶ ସ୍ୱାଧୀନତା ପର୍ଯ୍ୟନ୍ତ ଓଡ଼ିଆ ଗଳ୍ପ ସାହିତ୍ୟରେ ପ୍ରେମର ନିଦର୍ଶନ କିପରି ଫୁଟିଉଠିଛି ତାହା ଆମେ ଦେଖିପାରିବା ଏହି କାଳଖଣ୍ଡର ଗାଳ୍ପିକଙ୍କ ଗଳ୍ପରେ।
ମୂଳଶବ୍ଦ: ପ୍ରେମ, ଶରୀର, ସୌନ୍ଦର୍ଯ୍ୟ, ସଂଜ୍ଞା, ଦୈହିକ, ମାନସିକ, ଆକର୍ଷଣ, ପରକୀୟା।
English
Love is widespread from earth to earth. Love cannot be formed by the union of bodies, it is the union of souls. Why only human life; it is always connected with other living beings as well. Love is the original quest of literature. Without love, this world is heartless. However, like a gap in a country, the definition of love has also changed over time. Is the definition of love in modern times an indication of real love? This raises questions among the readers. Now love is no longer formed by the union of minds, love is achieved only through the fulfillment of desires. Love is born from attraction and ends in physical relations. Physical love not only misleads the youth, it has created a rift between couples in married life. Love is as misguided as a homeless man. How it is portrayed in pre-independence Odia stories is worth considering. We can see how the expression of love has been evident in Odia short story literature, from the beginning of the story to the country’s independence, in the stories of the storytellers of this period.
Keywords: Love, body, beauty, definition, physical, mental, attraction, otherworldly.
ସହାୟକ ଗ୍ରନ୍ଥସୂଚୀ | Bibliography
୧) ଦାଶ, ଦେବେନ୍ଦ୍ର କୁମାର। ୨୦୧୬। କବିବର ରାଧାନାଥ ଗ୍ରନ୍ଥାବଳୀ। ଚତୁର୍ଥସଂସ୍କରଣ। କଟକ: ଗ୍ରନ୍ଥମନ୍ଦିର।
୨) କର, ବାଉରୀବନ୍ଧୁ। ୨୦୦୪। ସାରସତ୍ୱ ସାଧକ ଡକ୍ଟର ମାୟାଧର ମାନସିଂହ। ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେ଼ମୀ।
୩) ସିଂହ , ବିଜୟାନନ୍ଦ। ୨୦୨୪। ଫକୀରମୋହନ ଗ୍ରନ୍ଥାବଳୀ (ଗଦ୍ୟ ପର୍ବ)। ପ୍ରଥମ ସଂସ୍କରଣ। କଟକ: ବିଜୟିନୀ ପବ୍ଲିକେଶନl
୪) ବ୍ରହ୍ମା, ଗୌରୀ କୁମାର। ୨୦୧୨l ଗୋଦାବରୀଶ ରଚନାବଳୀl ତୃତୀୟ ସଂସ୍କରଣ l କଟକ: ଗ୍ରନ୍ଥମନ୍ଦିର।
୫) ପାଣିଗ୍ରାହୀ, ଭଗବତୀ ଚରଣ। ଶିକାର ଗଳ୍ପ l
୬) ସାମଲ, ବୈଷ୍ଣବ ଚରଣ। ୨୦୧୯। ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିବୃତ୍ତl କଟକ : ଫ୍ରେଣ୍ଡସ ପବ୍ଲିଶର୍ସ l
୭) ବରାଳ, ଆଲୋକ। ୨୦୧୯। ଗଳ୍ପ ଜିଜ୍ଞାସା। କଟକ: ବିଜୟିନୀ ପବ୍ଲିକେଶନl
୮) ସାମଲ, ବୈଷ୍ଣବ ଚରଣ। ୨୦୨୩। ଓଡ଼ିଆ କ୍ଷୁଦ୍ରଗଳ୍ପ ଉନ୍ମେଷ ଓ ଉତ୍ତରଣ। କଟକ : ଫ୍ରେଣ୍ଡସ ପବ୍ଲିଶର୍ସ।
୯) ବାରିକ, କବିତା। ୨୦୨୪। ଶହେ ପଚିଶ ବର୍ଷର ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ ଏକ ତାତ୍ତ୍ୱିକ ବିଶ୍ଳେଷଣ। କଟକ: ବିଦ୍ୟାପୁରୀ।
| Funding Statement | No funding was received for conducting this study. |
|---|---|
| Conflict of Interest | The Author has no conflicts of interest to declare that they are relevant to the content of this article. |
| Plagiarism Test | Yes |
| Does this article screened for similarity? | Yes |
| Ethical Approval | Not applicable |
| License | © 2025 by Asoka Kumara Mahanta is licensed under Creative Commons Attribution-NonCommercial 4.0 International. |
| Cite this Article | Mahanta, Asoka Kumara, “Swadhinata Purbabartee Odia Kshudra Galpare Prema o Jounata”, Bageesha, Vol. No. 03, Issue No. 05, Sep-Oct 2025, Article No: BM2025/05-A002| Page- 13-17| DOI: https://doi.org/10.70541/BAGEESHA/2025030502 |
| QR Code for Yor Article (Click to Download) | ![]() |

