୧୯୮୦ ପରବର୍ତ୍ତୀ ପରିବେଶକୈନ୍ଦ୍ରିକ ଓଡ଼ିଆ ଗଳ୍ପ
1980 Parabartee Paribesakaindrika Odia Galpa
ଉପତଥ୍ୟ | Metadata
| ଲେଖକ | Author | ଡ. ଶ୍ରୀକାନ୍ତ କୁମାର ବାରିକ୧, ଗୋଦାବରୀ ବାରିକ୨ | Dr. Srikanta Kumara Barika, Godabari Barika |
| ଅନୁଷ୍ଠାନ | Affiliation | ସହକାରୀ ପ୍ରଫେସର, ଓଡ଼ିଆ ବିଭାଗ, ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର୧ ଗବେଷିକା, ଓଡ଼ିଆ ଭାଷା ସାହିତ୍ୟ ଓ ଅନୁବାଦ ବିଭାଗ, ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ, ଭବାନୀପାଟଣା, କଳାହାଣ୍ଡି୨ Asst. Professor, Department of Odia, Govt. College, Balangir1 Researcher, Department of Odia Language Literature and Translation,Maa Manikeswari University, Bhawanipatna, Kalahandi2 |
| ଲେଖା ସଂଖ୍ୟା | Article No. | BM2025/05-A001 |
| ଇ-ମେଲ | E-Mail | shreekantakumarbarik@gmail.com |
| ଡିଓଆଇ ସଂଖ୍ୟା | DOI No. | 10.70541/BAGEESHA/2025030501 |
| ଲେଖାର ପ୍ରକାର | Type of Article | ଗବେଷଣା ପ୍ରବନ୍ଧ | Research Article |
| ଲେଖାର ଭାଷା | Language | ଓଡ଼ିଆ | Odia |
| ଲେଖାର ପ୍ରାପ୍ତି ଓ ପ୍ରକାଶନ ବିବରଣୀ | Article Submission & Publication Details | Received : 18 Aug 2025, Accepted : 25 Oct 2025, Published: 10 Nov 2025 |
| ପୃଷ୍ଠା ସଂଖ୍ୟା | Page No | ୮ – ୧୨ | 08-12 |
| ପାଠକ ସଂଖ୍ୟା । Reader Count |
Visitors Today: 0
Visitors Last 30 Days: 5692
Visitors This Year: 9681
Total Visitors: 9681
|
ସଂକ୍ଷିପ୍ତସାର | Abstract
ସବୁଜିମା ଭରା ଏକ ଉଜ୍ଜ୍ୱଳ ଓ ସନ୍ତୁଳିତ ପୃଥିବୀର ପରିକଳ୍ପନା ପାଇଁ ପରିବେଶ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। କିନ୍ତୁ ସାଂପ୍ରତିକ ସମୟରେ ବିଭିନ୍ନ ପ୍ରକଳ୍ପର ଦ୍ୱାହି ଦେଇ ପ୍ରାକୃତିକ ପରିବେଶକୁ ଧ୍ୱଂସମୁଖକୁ ଠେଲି ଦିଆଯାଉଛି। ଜଗତିକରଣ ପ୍ରଭାବରେ ମଧ୍ୟ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ଅବାଧରେ ଶିଳ୍ପ ସଂସ୍ଥାପନ କରିବା ପାଇଁ ଅନୁମତି ଦିଆଗଲା। ଫଳରେ ଲାଭଖୋର କଂପାନୀଗୁଡ଼ିକ ପ୍ରାକୃତିକ ସଂପଦର ଉପଯୋଗ ସହିତ ଜମି-ଜଳ-ଜଂଗଲ-ପାହାଡ-ଖଣି-ଖାଦାନ ସବୁକୁ ବିପର୍ଯ୍ୟସ୍ତ କରିଦେଲେ। ଲକ୍ଷଲକ୍ଷ ଗଛ କଟାଗଲା ବିକାଶ ନାମରେ। ପରିବେଶକୁ ହତ୍ୟା କରାଗଲା। ଫଳରେ ଭୟଙ୍କର ଭାବେ ପ୍ରାକୃତିକ ବିପର୍ଯ୍ୟୟ ସବୁ ଦେଖାଦେଲା। ପରିବେଶର ଏହି ମହାସଙ୍କଟକୁ ଯେଉଁ ସାହିତ୍ୟରେ ରୂପ ଦିଆଯିବା ସହିତ ପ୍ରତିକ୍ରିୟା ପ୍ରକାଶ ପାଇଛି ତାକୁ ପରିବେଶକୈନ୍ଦ୍ରିକ ସାହିତ୍ୟ କୁହାଯାଏ। ଅବକ୍ଷୟମୁଖୀ ପରିବେଶର ପୁନରୁଦ୍ଧାର ପାଇଁ ଏଥିରେ ସଚେତନତା ସୃଷ୍ଟି କରାଯାଇଛି। ଉତ୍ତର ଅଶୀ ଓଡ଼ିଆ ଗଳ୍ପରେ ଏହି ପରିବେଶକୈନ୍ଦ୍ରିକ ଦୃଷ୍ଟିକୋଣ କିଭଳି ପ୍ରତିଫଳିତ ତାହା ଆଲୋଚ୍ୟ ପ୍ରବନ୍ଧର ଅଭିଲକ୍ଷ୍ୟ।
ମୂଳଶବ୍ଦ: ପରିବେଶବାଦ, ପ୍ରାକୃତିକ ବିପର୍ଯ୍ୟୟ, ବିଶ୍ୱ ତାପାୟନ, ଉତ୍ତର ଅଶୀ ଓଡ଼ିଆ ଗଳ୍ପ।
English
Environmental protection is the most important issue for the vision of a bright and balanced world full of greenery. But in recent times, the natural environment is being pushed to the brink of destruction due to various projects. Under the influence of globalization, multinational companies were allowed to set up industries without any restrictions. As a result, the profit-hungry companies, along with the use of natural resources, destroyed land-water-forests-mountains-mines-quarries. Lakhs of trees were cut down in the name of development. The environment was killed. As a result, terrible natural disasters were seen. The literature in which this great environmental crisis has been given shape and reacted is called ecocentric literature. Awareness has been created in it for the restoration of the degraded environment. The objective of this discussion article is to see how this ecocentric perspective is reflected in the Odia stories of the North-East.
Keywords: Environmentalism, natural disasters, global warming, North Ashi Odia stories.
ସହାୟକ ଗ୍ରନ୍ଥସୂଚୀ | Bibliography
୧) Edited by Cheryll Glotfelty and Horold Fromm.1996.The Ecocriticism Reader Landmarks in Literary Ecologycal.The University of Georgia Press Athens and London .
୨) ନିର୍ଝରିଣୀ, ଶ୍ରୀଦତ୍ତା, ପ୍ରଧାନ, କୃଷ୍ଣଚନ୍ଦ୍ର, ମିଶ୍ର, ପଞ୍ଚାନନ। ୨୦୧୯। ଭାରତୀୟ ପଶ୍ଚ୍ୟାତ ସାହିତ୍ୟିକ ମତବାଦ ଓ ସମାଲୋଚନା ତତ୍ତ୍ବ (ସଂ)। କଟକ: ପ୍ରେଣ୍ଡସ୍ ପବ୍ଲିଶର୍ସ, ବିନୋଦ ବିହାରୀ।
୩) ନାୟକ, କ୍ଷେତ୍ରବାସୀ। ୨୦୨୩। ଦାଦନ। ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନ।
୪) ବେହେରା, ରାମଚନ୍ଦ୍ର। ୨୦୨୦। ଗୋପପୁର ଓ ଅନ୍ୟାନ୍ୟ ଗଳ୍ପ। ଭୁବନେଶ୍ୱର: ବ୍ଲାକ ଇଗଲ।
୫) ମହାଳିକ, ସତ୍ୟପ୍ରିୟ। ୨୦୦୮। ଗଛ। ଦ୍ୱିତୀୟ ସଂସ୍କରଣ। ଭୁବନେଶ୍ୱର: ଟାଇମପାସ୍।
୬) ରାୟ, ପ୍ରତିଭା। ୨୦୨୨। ବୋଉ ମୋ ଆପଢା ବହି। ପ୍ରଥମ ସଂସ୍କରଣ। ଭୁବନେଶ୍ୱର: ଆଦ୍ୟା ପ୍ରକାଶନୀ।
୭) ସରାଫ୍, ଗାୟତ୍ରୀ। ୨୦୧୬। ଶ୍ରେଷ୍ଠ ଗଳ୍ପ। ପ୍ରଥମ ସଂସ୍କରଣ। ଭୁବନେଶ୍ୱର: ଟାଇମ ପାସ୍।
| Funding Statement | No funding was received for conducting this study. |
|---|---|
| Conflict of Interest | The Author has no conflicts of interest to declare that they are relevant to the content of this article. |
| Plagiarism Test | Yes |
| Does this article screened for similarity? | Yes |
| Ethical Approval | Not applicable |
| License | © 2025 by Dr. Srikanta Kumara Barika, Godabari Barika is licensed under Creative Commons Attribution-NonCommercial 4.0 International. |
| Cite this Article | Barika, Srikanta Kumara , Barika, Godabari, “1980 Parabartee Paribesakaindrika Odia Galpa”, Bageesha, Vol. No. 03, Issue No. 05, Sep-Oct 2025, Article No: BM2025/05-A001| Page- 08-12| DOI: https://doi.org/10.70541/BAGEESHA/2025030501 |
| QR Code for Yor Article (Click to Download) | ![]() |

